ଗଞ୍ଜାମଜିଲ୍ଲାକବିସୂର୍ଯ୍ୟନଗରଏନଏସିକାର୍ଯ୍ୟାଳୟରେତାଲାପକାଇଦେଲେଅଧକ୍ଷଓକାଉସିଲର l କାର୍ଯ୍ୟରତସମସ୍ତକର୍ମଚାରୀଙ୍କୁକାର୍ଯ୍ୟାଳୟବାହାରକୁବାହାରକରାଯିବାସହମୁଖ୍ୟଫାଟକରେତାଲାପକାଇଧାରଣାରେବସିଛିନ୍ତିନିର୍ବାଚିତପ୍ରତିନିଧି l ରାଜ୍ୟରେନୁଆଁସରକାରଗଠନପରଠାରୁସହରରେକୌଣସିଉନ୍ନୟନମୂଳକକାର୍ଯ୍ୟହେଉନାହିଁ l ରାଜନୈତିକଆକ୍ରାସରଖିପ୍ରତ୍ୟେକଉନ୍ନୟନକାର୍ଯ୍ୟବନ୍ଦକରାଯିବାସହକିଛିଦିନପୂର୍ବରୁବିଭିନ୍ନଉନ୍ନୟନମୂଳକକାର୍ଯ୍ୟପାଇଁଟେଣ୍ଡରହୋଇଥିବାସ୍ଵତେକଣ୍ଟାକ୍ଟ୍ରରମାନଙ୍କୁଏଯାଏଁକାର୍ଯ୍ୟାଦେଶଦିଆଯାଉନାହିଁ l ବାହାରିଥିବାଟେଣ୍ଡରକୁବାତିଲକରିବାଲାଗିକୁଆଡେବିଧାୟକଚାପପକାଉଥିବାଅଭିଯୋଗକରିଆଜିକାର୍ଯ୍ୟାଳୟସମ୍ମୁଖରେଅଧକ୍ଷଙ୍କସମେତବହୁକାଉଁସିଲରଧରଣାରେବସିଛନ୍ତି l ପୂର୍ବରୁଏନଏସିନିର୍ବାଚିତପ୍ରତିନିଧିମାନେଜିଲ୍ଲାପ୍ରଶାସନକଉପୁଜୁଥିବାୁସମସ୍ୟାସମାଧାନନେଇଦାବିପତ୍ରପ୍ରଦାନକରାଯାଇଥିଲେମଧ୍ୟକୌଣସିସୁଫଳନମିଳିବାରୁଆଜିଏନଏସିକାର୍ଯ୍ୟାଳୟବନ୍ଦକରିଛନ୍ତିନିର୍ବାଚିତପ୍ରତିନିଧି |
ଚର୍ଚ୍ଚା news












