Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    • କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :
    • Anuvadini AI Partners with MathZoro to Bring Gamified Mathematics Education for Every Indian School Student
    • ଆସାନସୋଲ ଶିଳ୍ପାଞ୍ଚଳ ସହର ରେ ବହୁ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟରେ ବିଜେପି ଦଳ କର୍ମୀ ଅଗ୍ନିକାଣ୍ଡ ଲଗାଇଲେ ଓ ଭଙ୍ଗାରୁଜା କରିଛନ୍ତି :
    • ଆଜିର ରାଶିଫଳ
    • ମାଟ୍ରିକ ପରୀକ୍ଷାରେ ଏ୧ରେ ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ରାୟଗଡ଼ା ଜିଲ୍ଳାପାଳ
    • କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ସଂସଦୀୟ ବୋର୍ଡ
    • ପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ
    • ମେ ୯ରେ ଶପଥଗ୍ରହଣ : ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    By Charcha NewsMay 2, 2026
    Share
    Facebook Twitter Email WhatsApp

    ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ । ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ । https://www.bseodisha.ac.in , https://www.bseodisha.nic.in ମାଧ୍ୟମରେ ପରୀକ୍ଷାର୍ଥୀ ରେଜଲ୍ଟ  ଦେଖିପାରିବେ ।

    BY_SUBHASMITA-2.5.2026

    କଟକ : ଏବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ଆସିବା ସହିତ ଖୁସିର ଲହରୀ ଖେଳିଯାଇଛି। ୯୫.୩୩ ପ୍ରତିଶତ ପାସ୍ ହାର ସହ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଏକ ସଫଳତାର ଦାବି କରୁଥିବା ବେଳେ, ଏହି ରେଜଲ୍ଟ ଆଉ ଗୋଟିଏ ସତ୍ୟକୁ ସାମ୍ନାକୁ ଆଣିଛି ଛାତ୍ରଙ୍କୁ ପୁଣି ଟପିଲେ ଛାତ୍ରୀ।୨ଲକ୍ଷ ୬୩ହଜାରରୁ ଅଧିକ ଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ସଂଖ୍ୟା ତାଠାରୁ କମ୍। ଏହା କେବଳ ନମ୍ବରର ଜିତ୍ ନୁହେଁ, ବରଂ ପରିଶ୍ରମ, ଧୈର୍ଯ୍ୟ ଓ ଲକ୍ଷ୍ୟପ୍ରତି ଝିଅମାନଙ୍କ ଦୃଢ଼ତାର ପ୍ରମାଣ।କିନ୍ତୁ ରେଜଲ୍ଟର ଚକଚକି ଭିତରେ କିଛି ପ୍ରଶ୍ନ ମଧ୍ୟ ଲୁଚିଛି। ୨୩୧୦ଟି ସ୍କୁଲରେ ୧୦୦% ରେଜଲ୍ଟ ଆସିଥିବା ବେଳେ, ୩ଟି ସ୍କୁଲରେ ଜଣେ ମଧ୍ୟ ପାସ୍ କରିନାହାନ୍ତି। ଏହା କେବଳ ଛାତ୍ରଛାତ୍ରୀଙ୍କ ବିଫଳତା ନା ସେହି ସ୍କୁଲର ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ?ଗଜପତି ଜିଲ୍ଲା ସର୍ବାଧିକ ପାସ୍ ହାର ସହ ଆଗରେ ଥିବା ବେଳେ, କେନ୍ଦୁଝର ସବୁଠାରୁ ପଛରେ। ଏହା ମଧ୍ୟ ଜିଲ୍ଲା ଭିତ୍ତିକ ଶିକ୍ଷାର ଅସମାନତାକୁ ସାମ୍ନାକୁ ଆଣୁଛି।ଏଥର ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ସାର୍ଟିଫିକେଟ୍ ମିଳିବା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କେବଳ ସାର୍ଟିଫିକେଟ୍‌ର ଭାଷା ବଦଳିଲେ

    ମାଟ୍ରିକ୍‌ ପରୀକ୍ଷାର ମୁଖ୍ୟାଂଶ

    • A1 ୨୪୫୩
    • A2 ୧୫,୬୮୪
    • B1 ୪୩,୫୬୫
    • B2 ୮୬୧୦୩
    • ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ
    • ପାସ୍‌ ହାର ୯୫.୩୩ ପ୍ରତିଶତ
    • ୧୦୦ ପ୍ରତିଶତ ରେଜଲ୍ଟ ୨,୩୧୦ ସ୍କୁଲ
    • ୧୭,୦୫୫ ଫେଲ୍‌
    • ତିନିଟି ସ୍କୁଲରେ ଆଦୌ କେହି ପାସ୍‌ କରିନାହାନ୍ତି 

    ହେବନି, ଗାଁରୁ ସହର ପର୍ଯ୍ୟନ୍ତ ଶିକ୍ଷାର ଗୁଣମାନ ମଧ୍ୟ ବଦଳିବା ଦରକାର।ମାଟ୍ରିକ୍ ରେଜଲ୍ଟ କେବଳ ପାସ୍-ଫେଲ୍‌ର ହିସାବ ନୁହେଁ, ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଆଇନା। ଏହି ଆଇନାରେ ସଫଳତା ଦେଖାଯାଉଛି, କିନ୍ତୁ କିଛି ଅନୁତ୍ତରିତ ପ୍ରଶ୍ନ ମଧ୍ୟ ସ୍ପଷ୍ଟ ହେଉଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର

    ମାଟ୍ରିକ ପରୀକ୍ଷାରେ ଏ୧ରେ ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ରାୟଗଡ଼ା ଜିଲ୍ଳାପାଳ

    May 5, 2026 ଆଜିର ଖବର

    ପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ

    May 5, 2026 ଆଜିର ଖବର

    ମେ ୯ରେ ଶପଥଗ୍ରହଣ : ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି

    May 5, 2026 ଆଜିର ଖବର

    PMAY ଫାଇଲ୍ ପାସ୍ ପାଇଁ ଲଞ୍ଚ, ହାତେନାତେ ଧରିଲା ଭିଜିଲାନ୍ସ ::

    May 5, 2026 ରାଜ୍ୟ

    ଓଡ଼ିଶା ଭିଜିଲାନ୍ସ ହାତରେ ରାଜକାନିକା ଥାନାର ଏଏସଆଇ :

    May 5, 2026 ଅପରାଧ

    ଗୁଜରାଟରେ ଓଡ଼ିଶାର ନିବେଶ ମିଶନ :;

    May 5, 2026 ଆଜିର ଖବର

    ଆଜି ୪ଟାରେ ମମତାଙ୍କ ବଡ଼ ପ୍ରେସମିଟ୍

    May 5, 2026 ଆଜିର ଖବର
    Watch YouTube

    You May Like

    ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା

    May 6, 2026

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026

    ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ

    May 6, 2026

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026

    ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :

    May 6, 2026

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.