Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, May 4
    Facebook X (Twitter) YouTube Instagram
    Trending
    • କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’
    • ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
    • ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ
    • ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ
    • ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ
    • ଆଜିର ରାଶିଫଳ :
    • ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ
    • ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି
    • ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :
    • ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ :
    • ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ

    ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ

    By Charcha NewsApril 25, 2026
    Share
    Facebook Twitter Email WhatsApp

    BY-ରବିନ୍ଦ୍ର ନାଥ ମହାପାତ୍ର

    ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର

    ବୌଦ୍ଧିକ ସମ୍ପତି ଅଧିକାର ସେଲ ଆନୁକୂଲ୍ୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ

    ନୂଆଦିଲ୍ଲୀ ସ୍ଥିତ ସି- ଡଟ୍ ର ଵୈଜ୍ଞାନିକ ଡ ଗୁପ୍ତେଶ୍ଵର ମାଝୀ ଯୋଗ ଦେଇ ଉତ୍ପାଦନର ବ୍ୟବସାୟିକୀକରଣ ଏବଂ ବୌଦ୍ଧିକ ସମ୍ପତି ଅଧିକାର ର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଓଡିଶା ଜି. ଆଇ କନ୍ସଲଷ୍ଟାଣ୍ଟ ଡ.ଅନିତା ସାବତ ଯୋଗ ଦେଇ ବିଭିନ୍ନ ପ୍ରକାର ଆଞ୍ଚଳିକ କାରିଗର ମାନଙ୍କ କିପରି ଜି.ଆଇ କରିପାରିବେ ଏବଂ ସେମାନଙ୍କ ସୁରକ୍ଷା ବିଷୟରେ କହିଥିଲେ। ଅନ୍ୟତମ ଅତିଥି ଭାବେ ପୁନେ ସ୍ଥିତ ଜେନିଓବ୍ରେନ ଆଇ ପି ସଲୁସନ୍ ର ପ୍ରତିଷ୍ଠାତା ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଆଶା ହୋଲେ ଯୋଗ ଦେଇ ବୌଦ୍ଧିକ ସମ୍ପତି କୁ କିପରି ପଞ୍ଜୀକରଣ କରାଯାଇପାରିବ ଏବଂ ତାହାର ଆଵଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ବିଶ୍ବବିଦ୍ୟାଳୟର ଉପ କୁଳପତି ପ୍ରଫେସର ଡ. ଏ ଭି ଏନ୍ ଏଲ ଶର୍ମା ଯୋଗ ଦେଇ ବିଶ୍ବ ବୌଦ୍ଧିକ ସମ୍ପତି ଏବଂ ଏହାର ଆବଶ୍ୟକତା ବିଷୟରେ କହିଥିଲେ। କମ୍ପ୍ୟୁଟର ସାଇନ୍ସ ବିଭାଗର ଡେପୁଟି ଡିନ୍ ଡ କେ ମୂରଲୀ ଗୋପାଳ ଯୋଗ ବୌଦ୍ଧିକ ସମ୍ପତିର ଅନୁଦାନ ବିଷୟରେ କହିଥିଲେ।ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡି କେ ଡି ଏ ର ସ୍ୱତନ୍ତ୍ର ଅଧିକାରୀ ଯୋଗବନ୍ଧୁ ମେହେର ଯୋଗ ଦେଇ ଡଙ୍ଗରିଆ କନ୍ଧ ମାନଙ୍କର କାରୁକାର୍ଯ୍ୟ ବିଷୟ ରେ ସୁଚନା ଦେଇଥିଲେ। ଜି ଆଇ ଇ ଟି ବିଶ୍ବବିଦ୍ୟାଳୟର ବୌଦ୍ଧିକ ସମ୍ପତ୍ତି ସୁବିଧା କେନ୍ଦ୍ର ସଦସ୍ୟ ଡ ରାଘବେନ୍ଦ୍ର କୁମାର ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନ୍ୟତମ ସଦସ୍ୟ ଡ ଦୀପ୍ତିକାନ୍ତ ଆଚାର୍ଯ୍ୟ କେନ୍ଦ୍ରର ପକ୍ଷରୁ କରାଯାଇଥିବା କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ପରିଶେଷର ସଦସ୍ୟ ଡ ଶଶାଙ୍କ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବୌଦ୍ଧିକ କେନ୍ଦ୍ରର ଅଧ୍ୟକ୍ଷ ତଥା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଫୁର୍ତ୍ତି ଫିଜା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅମ୍ଲାନ ଆଶୁତୋଷ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡଙ୍ଗରିଆ କନ୍ଧ ମାନେ ଯୋଗ ଦେଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସଲ ପ୍ରଦର୍ଶନ କରିଥିବା ବେଳେ ପୁଟାଶିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ୱାର ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତଲର ପ୍ରଦର୍ଶନୀ ହୋଇଥିଲା। ଏହା ସହ ଗୁଣୁପୁର ଅଞ୍ଚଳର ବିଭିନ୍ନ ଉଦ୍ୟୋଗୀ, ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’

    May 4, 2026 ଆଜିର ଖବର

    ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

    May 4, 2026 ଆଜିର ଖବର

    ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ

    May 4, 2026 ଆଜିର ଖବର

    ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ

    May 4, 2026 ଆଜିର ଖବର

    ଆଜିର ରାଶିଫଳ :

    May 4, 2026 ଆଜିର ଖବର

    ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି

    May 3, 2026 ଆଜିର ଖବର

    ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :

    May 3, 2026 ଆଜିର ଖବର

    ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ :

    May 3, 2026 ଆଜିର ଖବର

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026 ଆଜିର ଖବର

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026 ଆଜିର ଖବର

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026 ଅନ୍ୟାନ୍ୟ

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026 ଅର୍ଥନୀତି
    Watch YouTube

    You May Like

    କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’

    May 4, 2026

    ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

    May 4, 2026

    ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ

    May 4, 2026

    ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ

    May 4, 2026

    ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ

    May 4, 2026

    ଆଜିର ରାଶିଫଳ :

    May 4, 2026

    ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ

    May 3, 2026

    ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି

    May 3, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.