Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Sunday, May 3
    Facebook X (Twitter) YouTube Instagram
    Trending
    • ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ
    • ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି
    • ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :
    • ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ :
    • ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    • ଅପରାଜିତ ମାତୃତ୍ୱ
    • ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ
    • ଜାଣନ୍ତୁ ଆଜିର ରାଶିଫଳ ::
    • ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
    • ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ
    • ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜନୀତି»ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ

    ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ

    By Charcha NewsMay 3, 2026
    Share
    Facebook Twitter Email WhatsApp

    ପଞ୍ଜାବର ଦୁଇଟି ଭିନ୍ନ ଜିଲ୍ଲାରେ ମହିଳାଙ୍କୁ ହଇରାଣ କରିବା ଏବଂ ଦୁର୍ନୀତି ଅଭିଯୋଗରେ ଏହି ମାମଲା ଦାୟର କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ମାମଲାଗୁଡ଼ିକ ଅଣ-ଜାମିନଯୋଗ୍ୟ ଧାରାରେ ରୁଜୁ ହୋଇଛି, ଯାହା ସନ୍ଦୀପଙ୍କ ପାଇଁ ଅଡୁଆ ବଢ଼ାଇ ଦେଇଛି। ସୂଚନା ଅନୁସାରେ, ପଞ୍ଜାବ ପୋଲିସର ଏକ ଦଳ ସନ୍ଦୀପ ପାଠକଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ ମଧ୍ୟ ସେଠାରେ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ସେ ଘର ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।

     ଆମ୍ ଆଦମୀ ପାର୍ଟିର ପୂର୍ବତନ ସାଂସଦ ସନ୍ଦୀପ ପାଠକଙ୍କ ପାଇଁ ଆଇନଗତ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟସଭାର ଅନ୍ୟ ୬ ଜଣ ସାଂସଦଙ୍କ ସହ ଆପ୍ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହେବାର ମାତ୍ର କିଛି ଦିନ ମଧ୍ୟରେ ତାଙ୍କ ବିରୋଧରେ ପଞ୍ଜାବରେ ଦୁଇଟି ମାମଲା ରୁଜୁ ହୋଇଥିବା ଶନିବାର ସୂତ୍ରରୁ ପ୍ରକାଶ ପାଇଛି । ପଞ୍ଜାବର ଦୁଇଟି ଭିନ୍ନ ଜିଲ୍ଲାରେ ମହିଳାଙ୍କୁ ହଇରାଣ କରିବା ଏବଂ ଦୁର୍ନୀତି ଅଭିଯୋଗରେ ଏହି ମାମଲା ଦାୟର କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ମାମଲାଗୁଡ଼ିକ ଅଣ-ଜାମିନଯୋଗ୍ୟ ଧାରାରେ ରୁଜୁ ହୋଇଛି, ଯାହା ସନ୍ଦୀପଙ୍କ ପାଇଁ ଅଡୁଆ ବଢ଼ାଇ ଦେଇଛି। ସୂଚନା ଅନୁସାରେ, ପଞ୍ଜାବ ପୋଲିସର ଏକ ଦଳ ସନ୍ଦୀପ ପାଠକଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ ମଧ୍ୟ ସେଠାରେ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ସେ ଘର ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସର ଏକ ଦଳ ମଧ୍ୟ ସେଠାରେ ମୁତୟନ ହୋଇଛନ୍ତି ଏବଂ ବାସଭବନ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି ।ଅନ୍ୟପଟେ ନିଜ ପ୍ରତିକ୍ରିୟାରେ ସନ୍ଦୀପ ପାଠକ କହିଛନ୍ତି ଯେ, ସେ ଏହି ମାମଲା ବିଷୟରେ କିଛି ଜାଣିନାହାନ୍ତି ଏବଂ ପୋଲିସ ତାଙ୍କ ସହ କୌଣସି ଯୋଗାଯୋଗ କରିନାହିଁ। ସେ ସର୍ବଦା ନିଷ୍ଠା ଓ ସଚ୍ଚୋଟତାର ସହ ଦେଶର ସେବା କରିଛନ୍ତି ଏବଂ କେବେବି ଦେଶଦ୍ରୋହ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଯଦି ତାଙ୍କ ଭଳି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତେବେ ଏହା ବିରୋଧୀଙ୍କ ଭୟକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପର ବିଜୟ ପଛରେ ମୁଖ୍ୟ ରଣନୀତିକାର ଭାବେ ପରିଚିତ ସନ୍ଦୀପ ପାଠକଙ୍କ ବିଜେପି ଗମନ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି । ରାଘବ ଚଢ଼ାଙ୍କ ସମେତ ୭ ଜଣ ସାଂସଦ ବିଜେପିରେ ମିଶିବା ପରେ ଦଳ ଆଗାମୀ ନିର୍ବାଚନ ପାଇଁ ଚିନ୍ତାରେ ରହିଛି। ଗତ ଏପ୍ରିଲ ୨୪ରେ ଏକ ସାମ୍ବାଦିକ ସମ୍ମିଳନୀରେ ସନ୍ଦୀପ କହିଥିଲେ ଯେ, ଆପରେ କାମ କରିବା କଷ୍ଟକର ହେବାରୁ ସେ ଦେଶର ସ୍ୱାର୍ଥ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏ

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026 ଆଜିର ଖବର

    ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,

    April 28, 2026 ଆଜିର ଖବର

    ଏଏପିକୁ ବଡ଼ ଝଟକା: ବିଦ୍ରୋହୀ ସାଂସଦମାନଙ୍କୁ ବିଜେପି ସଦସ୍ୟ ଭାବେ ମାନ୍ୟତା ଦେଲା ରାଜ୍ୟସଭା :

    April 27, 2026 ଆଜିର ଖବର

    ମୁଁ ଅନୁଭବ କଲି, ଓଡ଼ିଶା ଏବଂ ବିହାର ପରେ ଏଥର ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ

    April 27, 2026 ଆଜିର ଖବର

    ଆଜି ସରୁଛି ପଶ୍ଚିମବଙ୍ଗରେ ପ୍ରଚାର, ଶେଷ ଦିନରେ ବିଭିନ୍ନ ସ୍ଥାନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜୋରଦାର କ୍ୟାମ୍ପେନ

    April 27, 2026 ଆଜିର ଖବର

    OCAC ଟେଣ୍ଡର ଅନିୟମିତତା ନେଇ ପୁଣି ତୀବ୍ର ହେଲା ରାଜନୀତି, IT ମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ ::

    April 25, 2026 ଆଜିର ଖବର

    ଜନ ଆକ୍ରୋଶର ନିଆଁରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହେବ: ମୁଖ୍ୟମନ୍ତ୍ରୀ

    April 23, 2026 ରାଜନୀତି

    ଭୋଟର ତାଲିକାରୁ ୯.୮ ଲକ୍ଷ ନାମ ବାଦ ପ୍ରସଙ୍ଗ: ସିଇସିଙ୍କୁ ବିଜେଡିର ପୁନର୍ବିଚାର ଦାବି :

    April 21, 2026 ରାଜନୀତି

    ମହିଳା ସଂରକ୍ଷଣକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ନେଇ ମମତାଙ୍କ ପ୍ରଥମ ପ୍ରତିକ୍ରିୟା ::

    April 19, 2026 ଅପରାଧ

    ପଶ୍ଚିମବଙ୍ଗରୁ ଭୟର ଯୁଗ ଶେଷ, ସେବାର ଯୁଗ ଆରମ୍ଭ ହେବ :

    April 19, 2026 ଆଜିର ଖବର

    ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ବଡ଼ ବୈଠକ,ସାମିଲ୍ ହେବେ ରାଜ୍ୟ ପଦାଧିକାରୀ ଓ ସାଂଗଠନିକ ଜିଲ୍ଲା ପ୍ରଭାରୀ ::

    April 19, 2026 ଆଜିର ଖବର
    Watch YouTube

    You May Like

    ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ

    May 3, 2026

    ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି

    May 3, 2026

    ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :

    May 3, 2026

    ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ :

    May 3, 2026

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.