ବଢ଼ିଲା ଓମ୍ଫେଡ୍ କ୍ଷୀର ଦାମ୍ । ଓମ୍ଫେଡ୍ ଲିଟର ପିଛା ୪ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ଯେଉଁ ୫୦୦ ଗ୍ରାମ୍ ପ୍ୟାକ୍ର ଦାମ୍ ୨୭ ଟଙ୍କା ଥିଲା, ତାହା ୨୯ ଟଙ୍କା ହୋଇଛି । ଓମ୍ଫେଡ୍ କ୍ଷୀର ଦାମ୍ ବଢ଼ିବା ଯୋଗୁଁ ଆଗକୁ କ୍ଷୀର ଜାତୀୟ ସବୁ ସାମଗ୍ରୀ ଯଥା ପନିର, ଦହି, ଖୁଆ, ମିଠା ଓ ଚା’ କପ୍ ଦାମ୍ ମଧ୍ୟ ବଢ଼ିପାରେ । ଫଳରେ ଖାଉଟିମାନେ ପ୍ରଭାବିତ ହେବେ ।

ଅଧିକ ପଢ଼ନ୍ତୁ : ବଢିଲା ଓମ୍ଫେଡ୍ କ୍ଷୀର ଦର : ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି
ଦିନକ ତଳେ ଓମ୍ଫେଡ୍ କ୍ଷୀର ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ଲିଟର ପିଛା ୧ ଟଙ୍କା ପାରିଶ୍ରମିକ ବଢ଼ାଇଥିଲେ ସରକାର । ଏବେ ଓମ୍ଫେଡ୍ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବଢ଼ିଛି ।
ଚର୍ଚ୍ଚା news