ରାୟଗଡ଼ା
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ଗୁଣପୁର ପୋଲିସ ର ରବିବାର ମଧ୍ୟ ରାତ୍ରି ସମୟରେ କାଲମା ଗୋପାଳପୁର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯୦ହଜାର୨ଶହଟଙ୍କା ,୨ଟି ବାଇକ୍ ଜବତ କରିବା ସହ ୯ଜୁଆଡ଼ି କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷ ରୁ ସୂଚନା ମିଳିଛି।ସୂଚନା ଅନୁସାରେ ଗୁଣପୁର ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ରାତ୍ରି ରେ ଚଢାଉ କରିଥିଲେ।ଏହି ସମୟ ରେ ଜୁଆଡି ମାନେ ଖାସି ପଳେଇବା ଚେଷ୍ଟା କରିଥିଲା କିନ୍ତୁ ପୋଲିସର ଟିମ୍ ମାଡ଼ି ବସିଥିଲା।ଆଗକୁ ପାର୍ବଣ ୠତୁ ଆସୁଛି ଏଥିପାଇଁ ଆଗକୁ ଏପରି ଚଢ଼ାଉ କରାଯିବ ବୋଲି ଗୁଣପୁର ପୋଲିସ ସୂଚନା ଦେଇଥିଲେ
ଜୁଆ ଆଡା ଉପରେ ଗୁଣପୁର ପୋଲିସର ଚଢାଉ,୯ଯୁଆଡି ଗିରଫ ୯୦ହାଜର ୨ଶହଟଙ୍କା ସହ ୨ବାଇକ୍ ଜବତ
By Charcha News











