Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, May 30
    Facebook X (Twitter) YouTube Instagram
    Trending
    • ଜୁନ୍‌ରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ : ମନ୍ତ୍ରିପଦ ହରାଇ ପାରନ୍ତି ୧୨ କେନ୍ଦ୍ର ମନ୍ତ୍ରୀ
    • ଗଛ ପଡ଼ି ପାଣି ପମ୍ପ ଚାଳକ ଙ୍କ ମୃତ୍ୟୁ।ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହୁକୁମୂତୋଳା ଗ୍ରାମ ରେ ।
    • ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ ::
    • ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ
    • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କଲେ ବରିଷ୍ଠ ନେତା ଏନ୍.ଭାସ୍କର ରାଓ। ରାୟଗଡା ଜିଲ୍ଲାର କୋଲନରା ବ୍ଲକରେ ଆଜି ନିଜ ସମର୍ଥକଙ୍କୁ ଜୁଟାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ଛାଡିବା ପରେ ଏବେ ବ୍ଲକସ୍ତରର ନେତା ଓ ସୁବେଛୁ ମାନଙ୍କୁ ଏକଜୁଟ୍ କରିଛନ୍ତି ଭାସ୍କର ରାଓ। ବିଜୁ ସ୍ବାଭିମାନ ମଞ୍ଚ ନାମରେ ଗଢିଥିବା ଏହି ସଂଗଠନ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ବ୍ଲକରେ ପ୍ରାର୍ଥୀ ଦେବ। କୈଣସି ରାଜନୈତିକ ଦଳ ସହ ସାଲିସ ନକରି ଏକାକି ସ୍ବାଭିମାନ ମଞ୍ଚ ଜିଲ୍ଲାରେ ସଂଗଠନକୁ ବଢାଇବା ସହ ଲୋକଙ୍କ ସମସ୍ଯାକୁ ଗୁରୁତ୍ବ ଦେବ ବୋଲି ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓ କହିଛନ୍ତି। ଏଥିପାଇଁ କମ୍ ଦିନ ମଧ୍ଯରେ ଜିଲ୍ଲାର ୧୧ଟି ବ୍ଲକରେ କର୍ମୀ ମାନଙ୍କୁ ତାଲିମ ଦିଆଯିବ। ୱ।ର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସରପଞ୍ଚ,ସମିତି,ଜିଲ୍ଲାପରିଷଦ ପଦବୀ ପାଇଁ ସ୍ବାଭିମାନ ମଞ୍ଚ ପ୍ରାର୍ଥୀ ଦେବ। ଆଜି କୋଲନରା ବ୍ଲକରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ୧୫ଶହ ଲୋକ ଉପସ୍ଥିତ ରହି ସ୍ବାଭିମାନ ମଞ୍ଚକୁ ଜିଲ୍ଲାରେ ଆଗକୁ ନେବା ପାଇଁ ଭାଷ୍କର ରାଓଙ୍କୁ ନିବେଦନ କରିଥିଲେ। ପରେ ଭାସ୍କର ରାଓ ଆଗାମୀ ସମସ୍ତ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସମର୍ଥନ ଜଣାଇଥିଲେ। ତେବେ ପ୍ରଥମ ଥର ପାଇଁ କୋଲନରା ବ୍ଲକରେ ବିଜୁ ସ୍ବାଭିମାନ ମଞ୍ଚର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଭାଷ୍କର ରାଓଙ୍କ ସକ୍ରିୟ ରାଜନୈତିକ ଉପସ୍ଥିତି ଉଭୟ ଶାସକ ବିଜେପି,ବିଜେଡି ଓ କଂଗ୍ରେସ ମହଲରେ ଛନକି ପସିଛି। ଏହି କର୍ମୀ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ସମିତି ଉପାଧ୍ଯକ୍ଷ ହରପ୍ରସାଦ ହେପ୍ରୁକା,ବରିଷ୍ଠ ନେତା ବାନାଗାଡି ତ୍ରିପତୀଙ୍କ ସମେତ କୋଲନରା ବ୍ଲକର ଅନେକ ସରପଞ୍ଚ,ସମିତିସଭ୍ଯ ମାନେ ଉପସ୍ଥିତ ଥିଲେ ।
    • ଆଜିର ରାଶିଫଳ :
    • ନିଟ୍ ପେପର ଲିକ୍ ମାମଲା, ସୁପ୍ରିମକୋର୍ଟ କହିଲେ, ଦାୟିତ୍ୱ ସ୍ଥିର ହେବା ଦରକାର
    • କକ୍ରୋଚ୍ ଜନତା ପାର୍ଟି”କୁ ଶକ୍ତ ଧକ୍କା
    • ସୋସିଆଲ ମିଡିଆରେ ଏବେ ପଇସା ଦିଅ, ଅଧିକ Reach ନିଅ
    • ବିଜେପି ବଦଳାଇଲା ୪ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ, ଜାଣନ୍ତୁ ଦିଲ୍ଲୀରେ କାହାକୁ ମିଳିଲା ଦାୟିତ୍ୱ
    • ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଜେଡି ର ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକର ଦୁଇ ଟି ପେଟ୍ରୋଲ ପମ୍ପ ଆଗରେ ବିଜେଡି ତରଫରୁ ପ୍ରତିବାଦ କରାଯାଉଛି।କ୍ରମାଗତ ଭାବେ ପେଟ୍ରୋଲ ,ଡିଜେଲ, ଗ୍ୟାସ ଦର ସହ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ମଧ୍ୟ ବଡି ଚାଲିଛି।ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ବିଜେଡି କହିଥିଲା।ଏହି ସମୟରେ ପୂର୍ବତ୍ତନ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପଣ୍ଡା,ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ ଙ୍କ ସହ ଅନେକ ବିଜେଡି ନେତା କର୍ମୀ ମାନେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୋଧ ରେ ସ୍ଲୋଗାନ ଦେଇ ନାରାବାଜି କରିଥିଲେ।ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ପୂର୍ବତନ ବିଧାୟକ କହିଥିଲେ।ଆଗାମୀ ଦିନରେ ରେଟ୍ ନ କମିଲେ ଲୋକେ ଏହାର ଜବାବ ଦେବେ ଏଥିସହ ରାଜରାସ୍ତା କୁ ଓହ୍ଲେଇଵେ ବୋଲି କହିଥିଲେ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ।
    • ଉଦଳା ବିକାଶ କାର୍ଯ୍ୟକୁ ନେଇ ବିଧାୟକଙ୍କ କଡ଼ା ଚେତାବନୀ :
    • ଉଦଳାରେ ଅଂଶୁଘାତରେ ଚାଲିଗଲା କୈଳାଶ ନାୟକଙ୍କ ଜୀବନ, ଶୋକରେ ଡୁବିଲା ବୃନ୍ଦାଗଡ଼ି ଗ୍ରାମଉଦଳା, (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢୁଥିବା ତାତି ଏବେ ସାଧାରଣ ଲୋକଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଉଦଳା ଅଞ୍ଚଳରୁ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅଂଶୁଘାତ ନେଇଛି ଆଉ ଏକ ନିରୀହ ଜୀବନ।ମୃତକ ହେଲେ ଉଦଳା ଥାନା ଅଧୀନ ବୃନ୍ଦାଗଡ଼ି ଗ୍ରାମର କୈଳାଶ ନାୟକ। ସୂଚନା ଅନୁଯାୟୀ, କୈଳାଶ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାର ଖବର ପାଇ ଉଦଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୨୭/୨୬ ରେ ଏକ ମାମଲା ରୁଜୁ କରିଛି ପାରମୁହୂର୍ତ୍ତ ରେ ଶୋକାକୁଳ ପରିବେଶ ମଧ୍ୟରେ ମୃତଦେହର ବ୍ୟବଛେଦ କରାଯାଇଥିଲା। ଏହି ଅକାଳ ମୃତ୍ୟୁ ପରେ ସମଗ୍ର ବୃନ୍ଦାଗଡ଼ି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ସ୍ଥାନୀୟ ଲୋକମାନେ କହିଛନ୍ତି, ଦିନକୁ ଦିନ ବଢୁଥିବା ତାପମାତ୍ରା ଓ ପ୍ରଚଣ୍ଡ ଖରା ଗରିବ ଓ ଶ୍ରମଜୀବୀ ଲୋକଙ୍କ ଜୀବନକୁ ସବୁଠାରୁ ଅଧିକ ପ୍ରଭାବିତ କରୁଛି। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
    • କରକଚିଆ ଗ୍ରାମରେ ଦୁଃଖଦ ଘଟଣା,
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଜୁନ୍‌ରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ : ମନ୍ତ୍ରିପଦ ହରାଇ ପାରନ୍ତି ୧୨ କେନ୍ଦ୍ର ମନ୍ତ୍ରୀ

    ଜୁନ୍‌ରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ : ମନ୍ତ୍ରିପଦ ହରାଇ ପାରନ୍ତି ୧୨ କେନ୍ଦ୍ର ମନ୍ତ୍ରୀ

    By Charcha NewsMay 30, 2026
    Share
    Facebook Twitter Email WhatsApp

    ଆସନ୍ତା ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି । ଜୁନ୍ ୧୫ ରୁ ୧୮ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି ।

    ଆସନ୍ତା ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ଜୁନ୍ ୧୫ ରୁ ୧୮ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ୨୦୨୭ରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାପୂର୍ବରୁ ରାଜନୈତିକ ଓ ସାଂଗଠନିକ ପୁନର୍ଗଠନ ପାଇଁ ବିଜେପି ନେତୃତ୍ୱ ପ୍ରସ୍ତୁତ ହେଉଥିବାରୁ ଅନେକ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୧୨ରୁ ଅଧିକ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ କିମ୍ବା ବିଭାଗ ଅଦଳବଦଳ କରାଯାଇପାରେ ବୋଲି ସୂଚନା ମିଳିଛି।

    ଦଳୀୟ ସୂତ୍ର ଅନୁଯାୟୀ, ଅତି କମ୍‌ରେ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଓ ତିନି ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି। ଆଗାମୀ କିଛି ଦିନ ମଧ୍ୟରେ ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପିର ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି। 

    ଏହି ଅଦଳବଦଳରେ ୧୦-୧୨ଟି ମନ୍ତ୍ରଣାଳୟର ନେତୃତ୍ୱ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି, ଅନେକ ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗରେ ପୁନଃନିଯୁକ୍ତି ଦିଆଯିବ। ଅନ୍ୟପକ୍ଷରେ ଏନ୍‌ଡିଏରେ ବିଜେପିର ସହଯୋଗୀ ଦଳ ଜେଡି(ୟୁ), ଟିଡିପି, ଏନ୍‌ସିପି ଓ ଆର୍‌ଏଲ୍‌ଏମ୍‌ କ୍ୟାବିନେଟ୍‌ ସମ୍ପ୍ରସାରଣରେ ଲାଭାନ୍ବିତ ହେବାକୁ ଯାଉଛନ୍ତି। ସହଯୋଗୀ ଦଳମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିବାକୁ ଯାଉଥିବାବେଳେ ଜଣେ କିମ୍ବା ଦୁଇଜଣଙ୍କୁ କ୍ୟାବିନେଟ ମନ୍ତ୍ରିପଦ ମିଳିପାରେ। ବରିଷ୍ଠ ବିଜେପି ନେତାମାନେ କହିଛନ୍ତି ଯେ, ଆଞ୍ଚଳିକ ଓ ସାମାଜିକ ପ୍ରତିନିଧିତ୍ୱକୁ ଧ୍ୟାନରେ ରଖି ଏହି ପୁନର୍ଗଠନର ଯୋଜନା କରାଯାଉଛି, ବିଶେଷକରି ଉତ୍ତର ପ୍ରଦେଶ ଓ ପଞ୍ଜାବ ଭଳି ରାଜ୍ୟରେ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଉଛି।

    ଅନ୍ୟପକ୍ଷରେ ବିଜେପି କେତେକ ରାଜ୍ୟରେ ଦଳର ନୂଆ ସଭାପତି ନିଯୁକ୍ତି ଦେଇ ସାଂଗଠନିକ ପରିବର୍ତ୍ତନ ଆରମ୍ଭ କରିସାରିଛି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ପାଇଁ ବିଜେପି ମୁଖ୍ୟ ନିଯୁକ୍ତ କରାଯାଇଥିବାବେଳେ କର୍ପୋରେଟ୍ ବ୍ୟାପାର ଓ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କୁ ଦିଲ୍ଲୀ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେମାନଙ୍କ ସ୍ଥାନରେ ସଂସଦର ଦୁଇ ଗୃହରୁ ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ। କର୍ଣ୍ଣାଟକ ବିଜେପି ମୁଖ୍ୟ ଭାବରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ବ ଦେବାର ସମ୍ଭାବନା ମଧ୍ୟ ରହିଛି ଓ ମଣିପୁର ବିଜେପି ପାଇଁ ନୂତନ ସଭାପତି ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି।

    ସୂତ୍ର ଅନୁସାରେ ବିଜେପି ରାଜ୍ୟସଭା ମାଧ୍ୟମରେ କେନ୍ଦ୍ର କ୍ୟାବିନେଟରେ ମଣିପୁର ପାଇଁ ପ୍ରତିନିଧିତ୍ୱକୁ ସହଜ କରିପାରେ। ଚଳିତ ବର୍ଷ ଶେଷ କିମ୍ବା ୨୦୨୭ ପ୍ରାରମ୍ଭରେ ରାଜ୍ୟସଭାର କାର୍ଯ୍ୟକାଳ ଶେଷ ହେଉଥିବା ଅନେକ ମନ୍ତ୍ରୀଙ୍କୁ ସଂଗଠନାତ୍ମକ ଭୂମିକାକୁ ସ୍ଥାନାନ୍ତରିତ କରାଯାଇପାରେ। ସୂତ୍ର ଅନୁସାରେ ସଂଗଠନ ଅଭିଜ୍ଞତା ଓ ବରିଷ୍ଠତା ଆଧାରରେ କେତେକ ବିଜେପି ମୋର୍ଚ୍ଚା ନେତାଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ।

    ବିହାରର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସ୍ଥାନରେ ସମାନ ଜାତି ଗୋଷ୍ଠୀର ଅନ୍ୟ ଜଣେ ସାଂସଦଙ୍କୁ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।
    ରେଳ, ଅର୍ଥ, କର୍ପୋରେଟ୍ ବ୍ୟାପାର, କୋଇଲା, ବୟନଶିଳ୍ପ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ଗ୍ରାମୀଣ ବିକାଶ, ରସାୟନ ଓ ସାର, ସହଯୋଗ, ମତ୍ସ୍ୟପାଳନ, ଜଳ ଶକ୍ତି, କୃଷି, ପରିବେଶ, ଆଇନ ମନ୍ତ୍ରଣାଳୟରେ ଅଦଳବଦଳ ହେବାର ସମ୍ଭାବନା ରହିଛି। କିଛି ମନ୍ତ୍ରଣାଳୟ ଅତିରିକ୍ତ ଦାୟିତ୍ୱ ନେବା ପରିବର୍ତ୍ତେ କ୍ୟାବିନେଟରେ ପୃଥକ ଭାବେ ମନ୍ତ୍ରୀ ପଦ ପାଇପାରନ୍ତି। ବିହାରର ସହଯୋଗୀ ଦଳଗୁଡ଼ିକୁ ମନ୍ତ୍ରିପଦ ଦେବା ନେଇ ମଧ୍ୟ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଦଳୀୟ ସୂତ୍ରରୁ ଜଣାପଡିଛି ଯେ, ମାନବ ସମ୍ବଳ ବିକାଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ମନ୍ତ୍ରୀ ସ୍ତରରେ ରାଜ୍ୟରୁ ସହଯୋଗୀ ଦଳକୁ ପଦବୀ ଦିଆଯାଇପାରେ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଗଛ ପଡ଼ି ପାଣି ପମ୍ପ ଚାଳକ ଙ୍କ ମୃତ୍ୟୁ।ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହୁକୁମୂତୋଳା ଗ୍ରାମ ରେ ।

    May 30, 2026 ରାଜ୍ୟ

    ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ ::

    May 30, 2026 ଆଜିର ଖବର

    ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ

    May 30, 2026 ଆଜିର ଖବର

    ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କଲେ ବରିଷ୍ଠ ନେତା ଏନ୍.ଭାସ୍କର ରାଓ। ରାୟଗଡା ଜିଲ୍ଲାର କୋଲନରା ବ୍ଲକରେ ଆଜି ନିଜ ସମର୍ଥକଙ୍କୁ ଜୁଟାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ଛାଡିବା ପରେ ଏବେ ବ୍ଲକସ୍ତରର ନେତା ଓ ସୁବେଛୁ ମାନଙ୍କୁ ଏକଜୁଟ୍ କରିଛନ୍ତି ଭାସ୍କର ରାଓ। ବିଜୁ ସ୍ବାଭିମାନ ମଞ୍ଚ ନାମରେ ଗଢିଥିବା ଏହି ସଂଗଠନ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ବ୍ଲକରେ ପ୍ରାର୍ଥୀ ଦେବ। କୈଣସି ରାଜନୈତିକ ଦଳ ସହ ସାଲିସ ନକରି ଏକାକି ସ୍ବାଭିମାନ ମଞ୍ଚ ଜିଲ୍ଲାରେ ସଂଗଠନକୁ ବଢାଇବା ସହ ଲୋକଙ୍କ ସମସ୍ଯାକୁ ଗୁରୁତ୍ବ ଦେବ ବୋଲି ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓ କହିଛନ୍ତି। ଏଥିପାଇଁ କମ୍ ଦିନ ମଧ୍ଯରେ ଜିଲ୍ଲାର ୧୧ଟି ବ୍ଲକରେ କର୍ମୀ ମାନଙ୍କୁ ତାଲିମ ଦିଆଯିବ। ୱ।ର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସରପଞ୍ଚ,ସମିତି,ଜିଲ୍ଲାପରିଷଦ ପଦବୀ ପାଇଁ ସ୍ବାଭିମାନ ମଞ୍ଚ ପ୍ରାର୍ଥୀ ଦେବ। ଆଜି କୋଲନରା ବ୍ଲକରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ୧୫ଶହ ଲୋକ ଉପସ୍ଥିତ ରହି ସ୍ବାଭିମାନ ମଞ୍ଚକୁ ଜିଲ୍ଲାରେ ଆଗକୁ ନେବା ପାଇଁ ଭାଷ୍କର ରାଓଙ୍କୁ ନିବେଦନ କରିଥିଲେ। ପରେ ଭାସ୍କର ରାଓ ଆଗାମୀ ସମସ୍ତ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସମର୍ଥନ ଜଣାଇଥିଲେ। ତେବେ ପ୍ରଥମ ଥର ପାଇଁ କୋଲନରା ବ୍ଲକରେ ବିଜୁ ସ୍ବାଭିମାନ ମଞ୍ଚର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଭାଷ୍କର ରାଓଙ୍କ ସକ୍ରିୟ ରାଜନୈତିକ ଉପସ୍ଥିତି ଉଭୟ ଶାସକ ବିଜେପି,ବିଜେଡି ଓ କଂଗ୍ରେସ ମହଲରେ ଛନକି ପସିଛି। ଏହି କର୍ମୀ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ସମିତି ଉପାଧ୍ଯକ୍ଷ ହରପ୍ରସାଦ ହେପ୍ରୁକା,ବରିଷ୍ଠ ନେତା ବାନାଗାଡି ତ୍ରିପତୀଙ୍କ ସମେତ କୋଲନରା ବ୍ଲକର ଅନେକ ସରପଞ୍ଚ,ସମିତିସଭ୍ଯ ମାନେ ଉପସ୍ଥିତ ଥିଲେ ।

    May 30, 2026 ଆଜିର ଖବର

    ନିଟ୍ ପେପର ଲିକ୍ ମାମଲା, ସୁପ୍ରିମକୋର୍ଟ କହିଲେ, ଦାୟିତ୍ୱ ସ୍ଥିର ହେବା ଦରକାର

    May 29, 2026 ରାଜ୍ୟ

    କକ୍ରୋଚ୍ ଜନତା ପାର୍ଟି”କୁ ଶକ୍ତ ଧକ୍କା

    May 29, 2026 ଆଜିର ଖବର

    ସୋସିଆଲ ମିଡିଆରେ ଏବେ ପଇସା ଦିଅ, ଅଧିକ Reach ନିଅ

    May 29, 2026 ଆଜିର ଖବର

    ବିଜେପି ବଦଳାଇଲା ୪ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ, ଜାଣନ୍ତୁ ଦିଲ୍ଲୀରେ କାହାକୁ ମିଳିଲା ଦାୟିତ୍ୱ

    May 29, 2026 ରାଜ୍ୟ

    ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଜେଡି ର ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକର ଦୁଇ ଟି ପେଟ୍ରୋଲ ପମ୍ପ ଆଗରେ ବିଜେଡି ତରଫରୁ ପ୍ରତିବାଦ କରାଯାଉଛି।କ୍ରମାଗତ ଭାବେ ପେଟ୍ରୋଲ ,ଡିଜେଲ, ଗ୍ୟାସ ଦର ସହ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ମଧ୍ୟ ବଡି ଚାଲିଛି।ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ବିଜେଡି କହିଥିଲା।ଏହି ସମୟରେ ପୂର୍ବତ୍ତନ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପଣ୍ଡା,ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ ଙ୍କ ସହ ଅନେକ ବିଜେଡି ନେତା କର୍ମୀ ମାନେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୋଧ ରେ ସ୍ଲୋଗାନ ଦେଇ ନାରାବାଜି କରିଥିଲେ।ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ପୂର୍ବତନ ବିଧାୟକ କହିଥିଲେ।ଆଗାମୀ ଦିନରେ ରେଟ୍ ନ କମିଲେ ଲୋକେ ଏହାର ଜବାବ ଦେବେ ଏଥିସହ ରାଜରାସ୍ତା କୁ ଓହ୍ଲେଇଵେ ବୋଲି କହିଥିଲେ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ।

    May 29, 2026 ଆଜିର ଖବର

    ଉଦଳା ବିକାଶ କାର୍ଯ୍ୟକୁ ନେଇ ବିଧାୟକଙ୍କ କଡ଼ା ଚେତାବନୀ :

    May 29, 2026 ରାଜ୍ୟ

    ଉଦଳାରେ ଅଂଶୁଘାତରେ ଚାଲିଗଲା କୈଳାଶ ନାୟକଙ୍କ ଜୀବନ, ଶୋକରେ ଡୁବିଲା ବୃନ୍ଦାଗଡ଼ି ଗ୍ରାମଉଦଳା, (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢୁଥିବା ତାତି ଏବେ ସାଧାରଣ ଲୋକଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଉଦଳା ଅଞ୍ଚଳରୁ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅଂଶୁଘାତ ନେଇଛି ଆଉ ଏକ ନିରୀହ ଜୀବନ।ମୃତକ ହେଲେ ଉଦଳା ଥାନା ଅଧୀନ ବୃନ୍ଦାଗଡ଼ି ଗ୍ରାମର କୈଳାଶ ନାୟକ। ସୂଚନା ଅନୁଯାୟୀ, କୈଳାଶ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାର ଖବର ପାଇ ଉଦଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୨୭/୨୬ ରେ ଏକ ମାମଲା ରୁଜୁ କରିଛି ପାରମୁହୂର୍ତ୍ତ ରେ ଶୋକାକୁଳ ପରିବେଶ ମଧ୍ୟରେ ମୃତଦେହର ବ୍ୟବଛେଦ କରାଯାଇଥିଲା। ଏହି ଅକାଳ ମୃତ୍ୟୁ ପରେ ସମଗ୍ର ବୃନ୍ଦାଗଡ଼ି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ସ୍ଥାନୀୟ ଲୋକମାନେ କହିଛନ୍ତି, ଦିନକୁ ଦିନ ବଢୁଥିବା ତାପମାତ୍ରା ଓ ପ୍ରଚଣ୍ଡ ଖରା ଗରିବ ଓ ଶ୍ରମଜୀବୀ ଲୋକଙ୍କ ଜୀବନକୁ ସବୁଠାରୁ ଅଧିକ ପ୍ରଭାବିତ କରୁଛି। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

    May 29, 2026 ଆଜିର ଖବର

    କରକଚିଆ ଗ୍ରାମରେ ଦୁଃଖଦ ଘଟଣା,

    May 29, 2026 ରାଜ୍ୟ
    Watch YouTube

    You May Like

    ଜୁନ୍‌ରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ : ମନ୍ତ୍ରିପଦ ହରାଇ ପାରନ୍ତି ୧୨ କେନ୍ଦ୍ର ମନ୍ତ୍ରୀ

    May 30, 2026

    ଗଛ ପଡ଼ି ପାଣି ପମ୍ପ ଚାଳକ ଙ୍କ ମୃତ୍ୟୁ।ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହୁକୁମୂତୋଳା ଗ୍ରାମ ରେ ।

    May 30, 2026

    ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ ::

    May 30, 2026

    ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ

    May 30, 2026

    ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କଲେ ବରିଷ୍ଠ ନେତା ଏନ୍.ଭାସ୍କର ରାଓ। ରାୟଗଡା ଜିଲ୍ଲାର କୋଲନରା ବ୍ଲକରେ ଆଜି ନିଜ ସମର୍ଥକଙ୍କୁ ଜୁଟାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ଛାଡିବା ପରେ ଏବେ ବ୍ଲକସ୍ତରର ନେତା ଓ ସୁବେଛୁ ମାନଙ୍କୁ ଏକଜୁଟ୍ କରିଛନ୍ତି ଭାସ୍କର ରାଓ। ବିଜୁ ସ୍ବାଭିମାନ ମଞ୍ଚ ନାମରେ ଗଢିଥିବା ଏହି ସଂଗଠନ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ବ୍ଲକରେ ପ୍ରାର୍ଥୀ ଦେବ। କୈଣସି ରାଜନୈତିକ ଦଳ ସହ ସାଲିସ ନକରି ଏକାକି ସ୍ବାଭିମାନ ମଞ୍ଚ ଜିଲ୍ଲାରେ ସଂଗଠନକୁ ବଢାଇବା ସହ ଲୋକଙ୍କ ସମସ୍ଯାକୁ ଗୁରୁତ୍ବ ଦେବ ବୋଲି ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓ କହିଛନ୍ତି। ଏଥିପାଇଁ କମ୍ ଦିନ ମଧ୍ଯରେ ଜିଲ୍ଲାର ୧୧ଟି ବ୍ଲକରେ କର୍ମୀ ମାନଙ୍କୁ ତାଲିମ ଦିଆଯିବ। ୱ।ର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସରପଞ୍ଚ,ସମିତି,ଜିଲ୍ଲାପରିଷଦ ପଦବୀ ପାଇଁ ସ୍ବାଭିମାନ ମଞ୍ଚ ପ୍ରାର୍ଥୀ ଦେବ। ଆଜି କୋଲନରା ବ୍ଲକରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ୧୫ଶହ ଲୋକ ଉପସ୍ଥିତ ରହି ସ୍ବାଭିମାନ ମଞ୍ଚକୁ ଜିଲ୍ଲାରେ ଆଗକୁ ନେବା ପାଇଁ ଭାଷ୍କର ରାଓଙ୍କୁ ନିବେଦନ କରିଥିଲେ। ପରେ ଭାସ୍କର ରାଓ ଆଗାମୀ ସମସ୍ତ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସମର୍ଥନ ଜଣାଇଥିଲେ। ତେବେ ପ୍ରଥମ ଥର ପାଇଁ କୋଲନରା ବ୍ଲକରେ ବିଜୁ ସ୍ବାଭିମାନ ମଞ୍ଚର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଭାଷ୍କର ରାଓଙ୍କ ସକ୍ରିୟ ରାଜନୈତିକ ଉପସ୍ଥିତି ଉଭୟ ଶାସକ ବିଜେପି,ବିଜେଡି ଓ କଂଗ୍ରେସ ମହଲରେ ଛନକି ପସିଛି। ଏହି କର୍ମୀ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ସମିତି ଉପାଧ୍ଯକ୍ଷ ହରପ୍ରସାଦ ହେପ୍ରୁକା,ବରିଷ୍ଠ ନେତା ବାନାଗାଡି ତ୍ରିପତୀଙ୍କ ସମେତ କୋଲନରା ବ୍ଲକର ଅନେକ ସରପଞ୍ଚ,ସମିତିସଭ୍ଯ ମାନେ ଉପସ୍ଥିତ ଥିଲେ ।

    May 30, 2026

    ଆଜିର ରାଶିଫଳ :

    May 30, 2026

    ନିଟ୍ ପେପର ଲିକ୍ ମାମଲା, ସୁପ୍ରିମକୋର୍ଟ କହିଲେ, ଦାୟିତ୍ୱ ସ୍ଥିର ହେବା ଦରକାର

    May 29, 2026

    କକ୍ରୋଚ୍ ଜନତା ପାର୍ଟି”କୁ ଶକ୍ତ ଧକ୍କା

    May 29, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.