Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :

    ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :

    By Charcha NewsMay 3, 2026
    Share
    Facebook Twitter Email WhatsApp

    BY-ରବିନ୍ଦ୍ର ନାଥ ମହାପାତ୍ର

    ରାୟଗଡ଼ା :ମାଟ୍ରିକ ରିଜେଲଟ ଫଳାଫଳ ଆସିଛି।ରାୟଗଡା ଜିଲ୍ଲାରେ ଶତକଡା ୯୬.୫ପ୍ରତିଶତ ରିଯେଲଟ ଆସିଛି।ଏଥିରେ ଝିଅ ମାନେ ପୁଣି ଆଗୁଆ ରହିଛନ୍ତି।ଜିଲ୍ଲା ର ଟପ୍ପର ହେଲେ ମନସ୍ଵିନୀ ଦାସ।ପଦ୍ମପୁର ନୂଆ ସାହି ବାସିନ୍ଦା।ମନସ୍ଵିନୀ ନିଜ ବାପା ମାଁ ଙ୍କ ସହ ଗୁଣପୁର ରେ ରହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପାଠ ପଡ଼ିଥାନ୍ତି। ରିଯେଲଟ ଆସିବା ପରେ ମନସ୍ଵିନୀ ବଡ ଖୁସି ଅଛନ୍ତି।ଆଗାମୀ ଦିନରେ ଡକ୍ଟର ହେବେ ବୋଲି କହିଛନ୍ତି।ମନସ୍ଵିନୀ ୫୫୪ ମାର୍କ ରଖି ଜିଲ୍ଲାର ଟପ୍ପର ହୋଛନ୍ତି। ଜିଲ୍ଲା ରୁ ପ୍ରଥମ ସ୍ଥାନ ଅଧିକାର କରୁଥବା ବାପା ମାଁ ବହୁତ ଖୁସିଥିବା କହିଛନ୍ତି।ସେହିପରି ଅମ୍ବାଦଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ସ୍ୱୀକୃତି ରଥ ୫୪୩ମାର୍କ ଆଣି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଇମ୍ପା କ୍ୟାମ୍ପସ ର ଛାତ୍ରୀ ସୁଦେଷ୍ଣା ପାଣି ୫୪୦ମାର୍କ ଆଣିଥିବା ବେଳେ ଗୁଣପୁର ସାଇ ଆଶୀର୍ବାଦ ରଥ ଓ ରାଜେଶ୍ୱରୀ ବେହେରା ୫୪୦ମାର୍କ ରଖିଥିବା ଜଣା ପଡୁଛି। ଜିଲ୍ଲା ରେ ଏ1ଗ୍ରେଡ୬ଜଣ ଏ2ରେ୪୨ଜଣ ବି1ରେ ୨ଶହ୫୯ଜଣ ବି2ରେ ୮୫୦ଜଣ ସିଗ୍ରେଡରେ ୨ହଜାର୬ଜଣ ଡିଗ୍ରେଡରେ୪ହଜାର୧ଶହ୮୮ଜଣ ସେହିପରି ଇଗ୍ରେଡରେ୩ହଜାର୭ଶହ ୭୭ଜଣଓ ଏଫ୍ ରେ ୪୦୪ଜଣ ଫାସ ହୋଇଥିବା ଜଣା ପଡ଼ିଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି
    Watch YouTube

    You May Like

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026

    ଆଜିର ରାଶିଫଳ

    May 7, 2026

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.