ମୟୁରଭଞ୍ଜ – (ରାଜୀବ କୁମାର ବେହେରା ) -ଆସନ୍ତା ଡ଼ିସେମ୍ବର ୧ ତାରିଖ ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ସଚେତନ ଏବଂ ରକ୍ତଦାନ ଗୋଲାମୁଣ୍ଡାକାଟା (ବାଙ୍ଗିରିପୋଷି) ଠାରେ ଅନୁଷ୍ଠିତ ହୋଇ ଯାଇଛି, ରେଡ୍ ଗ୍ରୀନ ଫାଉଣ୍ଡେସନ ର ଚେୟାରମେନ ଚିତ୍ତ ରଞ୍ଜନ ସ୍ବାଇଁଙ୍କ ଆହ୍ୱାନରେ ଅରବିନ୍ଦ ମୂଖୀ, କ୍ରିଷ୍ଣା ଚନ୍ଦ୍ର ମୁଖୀ, ସତ୍ୟଜିତ ଗିରି, ବୃଷଭାନୁ ପାହାଡସିଂ,ଉତ୍ତମ ରାଉତ,ସତ୍ୟବାନ୍ କର,ରତିକାନ୍ତ ମହାନ୍ତ, ସରପଞ୍ଚ ଗୌର ହରି ନାୟକ, ସ୍ଥାନୀୟ ସମାଜସେବୀ ସୁରେନ୍ଦ୍ର ନାଥ ପ୍ରଧାନ, ଦିଲ୍ଲୀପ ପୁର୍ତ୍ତୀ,ବାବି ଭାଇ, ନମିତା ନାୟକ, ପୁଷ୍ପଲତା ସ୍ବାଇଁ, କବିତା ମଣ୍ଡଳ, ସାକିଲା ବେଗମ, ରୁମା ବାରିକ
ସ୍ଥାନ- S.K.R.M. Govt, High school ଗୋଲାମୁଣ୍ଢାକଟା, ବାଙ୍ଗିରିପୋଷି ।
୨୩ ୟୁନିଟ୍ ରକ୍ତ ସଂଗ୍ରହ , ପ୍ରଥମ ଥର ପାଇଁ ଉଭୟ ଦମ୍ପତି ଶିଶୀର କୁମାର ଗିରି ଓ ତାଙ୍କ ପତ୍ନୀ ଶାନ୍ତିଲତା ଗିରି ମଧ୍ୟ ଏହି ରକ୍ତଦାନ ଶିବିର ରେ ରକ୍ତଦାନ କରିଥିଲେ ।
ସମ୍ବର୍ଦ୍ଧନା – ସରପଞ୍ଚ ଗୈରହରୀ ନାଏକ ଓ ସମାଜସେବୀ ସୁରେଶ ଚନ୍ଦ୍ର ପ୍ରଧାନ












