Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::
    • ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଶିଳ୍ପଜନିତ ଆପାତକାଳୀନ ପ୍ରସ୍ତୁତି: ରାୟଗଡ଼ାରେ ସିବିଆରଏନ ଅଫ୍‌-ସାଇଟ୍ ମକ୍ ଡ୍ରିଲ୍

    ଶିଳ୍ପଜନିତ ଆପାତକାଳୀନ ପ୍ରସ୍ତୁତି: ରାୟଗଡ଼ାରେ ସିବିଆରଏନ ଅଫ୍‌-ସାଇଟ୍ ମକ୍ ଡ୍ରିଲ୍

    By Charcha NewsJanuary 20, 2026
    Share
    Facebook Twitter Email WhatsApp

    ରବିନ୍ଦ୍ର ନାଥ ମହାପାତ୍ର/ ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପ୍ରଶାସନଙ୍କ ନେତୃତ୍ୱରେ ଏବଂ ଏନଡିଆରଏଫ ୩ୟ ବ୍ୟାଟାଲିୟନ୍, ମୁଣ୍ଡଳୀ (କଟକ) ଓ ଜେକେ ପେପର ମିଲ୍ସର ସହଯୋଗରେ ଆଜି ଚାନ୍ଦିଲି ଥାନା ସମୀପସ୍ଥ ଟ୍ରକ୍ ପାର୍କିଂ ଏରିଆରେ ରାସାୟନିକ, ଜୀବୈଜ୍ଞାନିକ, ବିକିରଣ ଓ ପରମାଣବିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ଅଫ୍‌-ସାଇଟ୍ ଏମର୍ଜେନ୍ସି ମକ୍ ଡ୍ରିଲ୍ ସଫଳତାର ସହିତ ଅନୁଷ୍ଠିତ ହୋଇଛି।
    ଏହି ମକ୍ ଡ୍ରିଲ୍‌ର ପରିଦୃଶ୍ୟ ଥିଲା ଏକ ଟ୍ରକ୍‌ରେ ପରିବହନ କରାଯାଉଥିବା ଟନର୍‌ରୁ କ୍ଲୋରିନ୍ ଗ୍ୟାସ ଲିକେଜ୍। ଏହାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଯେକୌଣସି ଶିଳ୍ପଜନିତ ରାସାୟନିକ ଦୁର୍ଘଟଣା ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ପ୍ରତିକ୍ରିୟା, ଉଦ୍ଧାର କାର୍ଯ୍ୟ, ଚିକିତ୍ସା ସହାୟତା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା କରିବା।
    ଏହି କାର୍ଯ୍ୟକ୍ରମରେ ଶ୍ରୀ ବିନୀତ ସଡଙ୍ଗୀ ସହାୟକ ନିର୍ଦ୍ଦେଶକ (ଫ୍ୟାକ୍ଟରୀ ଏବଂ ବଏଲର),ଡ. ପି.କେ. ସୁବୁଦ୍ଧି (ସିଡିଏମଓ),ଶ୍ରୀ ପ୍ରଭୁଦେବ ବେହେରା ଓ ଶ୍ରୀ ଜି.ସି. ଦାସ, ସହାୟକ ପରିବେଶ ବିଜ୍ଞାନୀ,ଶ୍ରୀ ସୁଧାଂଶୁ ଶେଖର ସହାୟକ କମାଣ୍ଡାଣ୍ଟ (ଏନଡିଆରଏଫ ୩ୟ ବ୍ୟାଟାଲିୟନ୍, ମୁଣ୍ଡଳୀ),ଶ୍ରୀ ଉତ୍ତମ କୁମାର ସାହୁ, ଆଇଆଇସି ଚାନ୍ଦିଲି ଥାନା,ଶ୍ରୀ ସନ୍ଦୀପ ପାଣ୍ଡେ ସାଧାରଣ ପ୍ରବନ୍ଧକ (ଏଚଆର ଏଣ୍ଡ ଆଇଆର),ଶ୍ରୀ ସତ୍ୟଜିତ ମହାନ୍ତି, ସାଧାରଣ ପ୍ରବନ୍ଧକ (ଇଏଚଏସ୍), ଶ୍ରୀ ସି.ଏସ୍.ଆର. ଅପ୍ପାରାଓ, ସାଧାରଣ ପ୍ରବନ୍ଧକ ଓ ସାଇଟ୍ ଇନସିଡେଣ୍ଟ ଇନ୍‌ଚାର୍ଜ (ଜେକେପିଏମ୍),ଶ୍ରୀ ଏସ.କେ. ଡାକୁଆ, ଡିଜିଏମ ଓ ହେଡ୍ କମ୍ବାଟ୍ ଟିମ୍, ଶ୍ରୀ ରାମରଞ୍ଜନ ବିଶ୍ୱାଳ, ବରିଷ୍ଠ ପ୍ରବନ୍ଧକ (ସେଫ୍ଟି),ଲେଫ୍ଟନାଣ୍ଟ ଉଦୟ ନାଏକ, ଏସୋସିଏଟ୍ ଏନସିସି (ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ),ଶ୍ରୀ କଳିଙ୍ଗ କୁମାର, ଆପାତକାଳୀନ ଅଧିକାରୀ ଓ ଉପଜିଲ୍ଲାପାଳ, ଶ୍ରୀ ଚିତ୍ତରଞ୍ଜନ ବେହେରା, ଉପନିର୍ଦ୍ଦେଶକ ଏବଂ ଶ୍ରୀ ବିଶ୍ବାସ ସହକାରୀ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।
    ଡ୍ରିଲ୍ ସମୟରେ ଏନଡିଆରଏଫ, ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ଓ ଶିଳ୍ପ ପ୍ରତିଷ୍ଠାନର ବିଭିନ୍ନ ଟିମ୍‌ମାନେ ସମନ୍ୱିତ ଭାବେ କାର୍ଯ୍ୟ କରି ଗ୍ୟାସ ଲିକେଜ୍ ନିୟନ୍ତ୍ରଣ, ଆହତଙ୍କ ଉଦ୍ଧାର ଓ ଚିକିତ୍ସା, ସହିତ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ସଫଳତାର ସହ ପ୍ରଦର୍ଶନ କରିଥିଲେ।
    ଏପରି ମକ୍ ଡ୍ରିଲ୍ ମାଧ୍ୟମରେ ଯେକୌଣସି ଆପାତକାଳୀନ ପରିସ୍ଥିତିକୁ ଦ୍ରୁତ ଓ ସଫଳ ଭାବେ ମୁକାବିଲା କରିବା ପାଇଁ ପ୍ରଶାସନ ଏବଂ ସମ୍ପୃକ୍ତ ସଂସ୍ଥାମାନଙ୍କର ପ୍ରସ୍ତୁତି ଆହୁରି ସୁଦୃଢ଼ ହେବ ବୋଲି ମତ ପ୍ରକାଶ ପାଇଛି।

    Share. Facebook Twitter WhatsApp

    Related Posts

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026 ଆଜିର ଖବର

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026 ଆଜିର ଖବର

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର
    Watch YouTube

    You May Like

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.