ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ଜଣେ ସଂପର୍କୀୟଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । ପୁରୀରୁ ଶେଷକୃତ୍ୟ ସାରି ଫେରିବା ପରେ ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରେ ଟ୍ରେନ ଟ୍ରାକ ଅତିକ୍ରମ ବେଳେ ଶୁଭମିତ୍ରାଙ୍କ ସଂପର୍କୀୟ ଦୁର୍ଘଟଣାର ଶିକାର ହୋଇଥିଲେ।
ଶୁଭମିତ୍ରା ସାହୁଙ୍କ ଶେଷକୃତ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣା : ସଂପର୍କୀୟଙ୍କ ମୃତ୍ୟୁ
By Charcha News











