ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା
ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ଦମ୍ ଦମ୍ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନବନ୍ଦରର ଗେଟ୍ ନମ୍ବର ଏକରେ ଥିବା ହୋଟେଲ କ୍ରସିଂରେ ଘଟିଛି।
ସରକାରୀ ଯାତ୍ରୀ ବାହି ବସ୍ ଅଗ୍ନିକାଣ୍ଡର କାରଣ କ’ଣ ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ, କିନ୍ତୁ ପ୍ରାରମ୍ଭିକ ଅନୁମାନ ହେଉଛି ଯେ ଏହା ସର୍ଟସର୍କିଟ୍ ଯୋଗୁଁ ହୋଇଥିଲା।
ବସ୍ଟି କୋଲକାତା ଅଭିମୁଖେ ଯାଉଥିବା ସମୟରେ ରେ ନିଆଁ ଲାଗିଯାଇଥିଲା।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ଯୋଗୁଁ ସମସ୍ତ ଯାତ୍ରୀ ଭୟଭୀତ ହୋଇ ବସ୍ରୁ ଓହ୍ଲାଇ ପଡ଼ିଥିଲେ।
ଘଟଣାସ୍ଥଳରେ ବିମାନବନ୍ଦର ପୋଲିସ ଷ୍ଟେସନ ବିମାନବନ୍ଦର ଟ୍ରାଫିକ୍ ଗାର୍ଡ ପହଞ୍ଚି ଛନ୍ତି











