Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :
    • ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::
    • ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କୁ ନେଇ ରାୟଗଡ଼ା ରାଜନୀତି ସରଗରମ….କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ

    ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କୁ ନେଇ ରାୟଗଡ଼ା ରାଜନୀତି ସରଗରମ….କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ

    By Charcha NewsDecember 25, 2025
    Share
    Facebook Twitter Email WhatsApp


    ରବୀନ୍ଦ୍ର ନାଥ ମହାପାତ୍ର
    ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ବୁଧବାର ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।ମୂର୍ତ୍ତି ଉନ୍ମୋଚନ କୁ ନେଇ ଏବେ ରାୟଗଡ଼ା କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖାଯିବା ସହ ଜିଲ୍ଲାରେ ରାଜନୀତି ମଧ୍ୟ ସରଗରମ ହୋଇଛି।
    ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ କୁ ନେଇ ଜିଲରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖା ଦେଇଥିଲା।ପରେ ଏହି କଥା କୁ ଜିଲ୍ଲା ପ୍ରଶାସନ ଏକ ସର୍ବଦଳୀୟ ବୈଠକ କରି ସଦସ୍ୟଙ୍କ ସହମତିରେ କସ୍ତୁରୀ ନଗର ଶିଶୁ ଉଦ୍ୟାନ ପାର୍କରେ ପ୍ରତିମୂର୍ତ୍ତି ଉନ୍ମୋଚିତ ପାଇଁ ନିର୍ଧାରିତ କରିଥିଲେ।ବୁଧବାର ରାଜ୍ୟ ସରକାରଙ୍କ ଖଣି ଓ ପରିବହନ ବିଭାଗ ମନ୍ତ୍ରୀଙ୍କ କରକମଳରେ ଉନ୍ନ୍ମୋଚନ ହୋଇଥାନ୍ତା କିନ୍ତୁ କଂଗ୍ରେସ ଦଳ ବହୁ ରାଜ୍ୟସ୍ତରୀୟ ନେତାଙ୍କ ଉପସ୍ଥିତିରେ ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ଙ୍କ ବଡ ପୁଅ ସପ୍ତଗିରି ଉଲ୍ଲାକା ଛତିଶଗଡ଼ ର ପୁର୍ବତନ ମୂଖ୍ୟମନ୍ତ୍ରୀ ଭୂପେଶ ଭାଗଲେ ,କଂଗ୍ରେସ ପ୍ରଭାରୀ ଅଜୟ ଲାଲୁ ,ପିସିସି ସଭାପତି ଭକ୍ତଦାସ ଙ୍କ ସହ ଅନେକ କଂଗ୍ରେସ ନେତା ଙ୍କ ଉପସ୍ଥିତି ରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।ଏପଟେ ଜିଲ୍ଲା ପ୍ରଶାସନ ଡାକରା କ୍ରମେ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ପ୍ରତିମୂର୍ତ୍ତୀରେ ରେ ପୁଷ୍ପ ମାଲ୍ୟା ଅର୍ପଣ କରି ଥିଲେ।ଆଉ ଏ ସମ୍ପର୍କେ ରେ ସେ କହିଥିଲେ ଏହାକୁ ରାଜନୀତି ନ କରାଯାଉ ଦିବଂଗତ ନେତା ଙ୍କ ପୁଷ୍ପ ମାଲ୍ୟ ଅର୍ପଣ କରିଥିବାରୁ ମୁ ଧନ୍ୟ ମନେ କରୁଛି ବୋଲି କହିଥିଲେ।

    ଏପଟେ ରାୟଗଡ଼ା ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ତଥା ରାୟଗଡ଼ା ବିଧାୟକ କାଡ୍ରାକା ଆପାଲା ସ୍ଵାମୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ଵର୍ଗତ ରାମଚନ୍ଦ୍ର ଉଲ୍ଲାକା ଶ୍ରଦ୍ଧାଞ୍ଜଳି ସଭାରେ ଛତିଶିଗଡର ପୁର୍ବତନ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ ,ପ୍ରଭାରୀ ଅଜୟ ଲାଲୁ,ପିସିସି ସଭାପତି ଭକ୍ତ ଚରଣ ଉଲ୍ଲାକା ,ଜୟଦେବ ଜେନା,ନିରଞ୍ଜନ ପଟ୍ଟନାୟକ,ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ,ଗୁଣପୁର ,ବିଷମ କଟକ,ଲକ୍ଷ୍ମୀପୁର ବିଧାୟକ ଯୋଗ ଦେଇ ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ଯେପରି ଆଦିବାସୀ ଦଳିତ ଲୋକଙ୍କୁ କାମ କରୁଥିଲେ ଆମେ ମଧ୍ୟ ସେହିପରି ଲୋକଙ୍କ କାମ କରିବା।ଆଉ କଂଗ୍ରେସ କୁ ମଜବୁତ୍ କରିବା ବୋଲି କହିଥିଲେ।ଏପଟେ ପୂର୍ବତନ ଛତିଶଗଡ଼ି ମୁଖ୍ୟମନ୍ତ୍ରୀ ବିଜେପି ଦଳ କୁ ଟାର୍ଗେଟ କରିଥିଲେ। ଭୋଟ ଚୋରି କରିବା ସହ ମହାତ୍ମା ଗାନ୍ଧୀ ଜି ଙ୍କ ନାମରେ ଥିବା ମନରେଗା କୁ ମଧ୍ୟ କାଟି ଦେଲେ।ସେହିପରି ପିସିସି ସଭାପତି ଭକ୍ତ ଚରଣ ମଧ୍ୟ ବିଜେପି କୁ ପୁରା ଟାର୍ଗେଟ କରି ଗଣତନ୍ତ୍ର ଓ ସମ୍ବିଧାନ କୁ ହତ୍ୟା କରୁଛି ବିଜେପି ସରକାର। ଜାତିର ପିତା ଙ୍କ ନାମରେ ଥିବା ମନରେଗା କୁ କାଟି ଦେଲେ।ରାଜ୍ୟର ଖଣି ପାଣି ସବୁ ଆଦାନୀ ଆମ୍ଭାନି କୁ ଟେକି ଦେଲା ଡବଲ ଇଞ୍ଜିନ ସରକାର। ଟାଟା ପାୱାର ତ ଏବେ ଗରିବ ଲୋକଙ୍କୁ କୋଟି କୋଟି ଟଙ୍କା ଆଦାୟ କରୁଛି।ଏହାର ଜବାବ ଅତି ଶୀଘ୍ର କଂଗ୍ରେସ ଦେବ ବୋଲି କହିଥିଲେ।ସେହିପରି ରାୟଗଡ଼ା ବିଧାୟକ ଦିବଙ୍ଗତ ନେତା ଙ୍କ ନୀତି ଆଦର୍ଶ ପାଳନ କରି ଆମେ କଂଗ୍ରେସ କୁ ରାଜ୍ୟରେ ମଜବୁତ୍ କରିବୁ ତାଙ୍କୁ କେବେ ଭୁଲିବିନି ବୋଲି କହିଥିଲେ।
    ଏପଟେ ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ଙ୍କ ଅଧୁରା ସ୍ବପ୍ନ ସାକାର କରିବା ପାଇଁ ପୁଅ ସପ୍ତଗିରି ଉଲ୍ଲାକା ଜର୍ମାନିରେ ଚାକିରି ଛାଢ଼ି ରାଜନୀତି ରେ ଯୋଗ ଦେଇ ଥିଲେ।ଆଉ ଏବେ ବାପା ଙ୍କ ଲିଗାସି କୁ ଆଗେଇ ନେବାକୁ ପ୍ରତିଜ୍ଞା କରିଥିଲେ।ଆଗାମୀ ଦିନରେ କଂଗ୍ରେସ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ସୂଚନା ଦେଇଥିଲେ

    Share. Facebook Twitter WhatsApp

    Related Posts

    କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :

    May 7, 2026 ଆଜିର ଖବର

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026 ଆଜିର ଖବର

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026 ଆଜିର ଖବର

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର
    Watch YouTube

    You May Like

    କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :

    May 7, 2026

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.