Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, May 30
    Facebook X (Twitter) YouTube Instagram
    Trending
    • ଜୁନ୍‌ରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ : ମନ୍ତ୍ରିପଦ ହରାଇ ପାରନ୍ତି ୧୨ କେନ୍ଦ୍ର ମନ୍ତ୍ରୀ
    • ଗଛ ପଡ଼ି ପାଣି ପମ୍ପ ଚାଳକ ଙ୍କ ମୃତ୍ୟୁ।ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହୁକୁମୂତୋଳା ଗ୍ରାମ ରେ ।
    • ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ ::
    • ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ
    • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କଲେ ବରିଷ୍ଠ ନେତା ଏନ୍.ଭାସ୍କର ରାଓ। ରାୟଗଡା ଜିଲ୍ଲାର କୋଲନରା ବ୍ଲକରେ ଆଜି ନିଜ ସମର୍ଥକଙ୍କୁ ଜୁଟାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ଛାଡିବା ପରେ ଏବେ ବ୍ଲକସ୍ତରର ନେତା ଓ ସୁବେଛୁ ମାନଙ୍କୁ ଏକଜୁଟ୍ କରିଛନ୍ତି ଭାସ୍କର ରାଓ। ବିଜୁ ସ୍ବାଭିମାନ ମଞ୍ଚ ନାମରେ ଗଢିଥିବା ଏହି ସଂଗଠନ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ବ୍ଲକରେ ପ୍ରାର୍ଥୀ ଦେବ। କୈଣସି ରାଜନୈତିକ ଦଳ ସହ ସାଲିସ ନକରି ଏକାକି ସ୍ବାଭିମାନ ମଞ୍ଚ ଜିଲ୍ଲାରେ ସଂଗଠନକୁ ବଢାଇବା ସହ ଲୋକଙ୍କ ସମସ୍ଯାକୁ ଗୁରୁତ୍ବ ଦେବ ବୋଲି ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓ କହିଛନ୍ତି। ଏଥିପାଇଁ କମ୍ ଦିନ ମଧ୍ଯରେ ଜିଲ୍ଲାର ୧୧ଟି ବ୍ଲକରେ କର୍ମୀ ମାନଙ୍କୁ ତାଲିମ ଦିଆଯିବ। ୱ।ର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସରପଞ୍ଚ,ସମିତି,ଜିଲ୍ଲାପରିଷଦ ପଦବୀ ପାଇଁ ସ୍ବାଭିମାନ ମଞ୍ଚ ପ୍ରାର୍ଥୀ ଦେବ। ଆଜି କୋଲନରା ବ୍ଲକରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ୧୫ଶହ ଲୋକ ଉପସ୍ଥିତ ରହି ସ୍ବାଭିମାନ ମଞ୍ଚକୁ ଜିଲ୍ଲାରେ ଆଗକୁ ନେବା ପାଇଁ ଭାଷ୍କର ରାଓଙ୍କୁ ନିବେଦନ କରିଥିଲେ। ପରେ ଭାସ୍କର ରାଓ ଆଗାମୀ ସମସ୍ତ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସମର୍ଥନ ଜଣାଇଥିଲେ। ତେବେ ପ୍ରଥମ ଥର ପାଇଁ କୋଲନରା ବ୍ଲକରେ ବିଜୁ ସ୍ବାଭିମାନ ମଞ୍ଚର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଭାଷ୍କର ରାଓଙ୍କ ସକ୍ରିୟ ରାଜନୈତିକ ଉପସ୍ଥିତି ଉଭୟ ଶାସକ ବିଜେପି,ବିଜେଡି ଓ କଂଗ୍ରେସ ମହଲରେ ଛନକି ପସିଛି। ଏହି କର୍ମୀ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ସମିତି ଉପାଧ୍ଯକ୍ଷ ହରପ୍ରସାଦ ହେପ୍ରୁକା,ବରିଷ୍ଠ ନେତା ବାନାଗାଡି ତ୍ରିପତୀଙ୍କ ସମେତ କୋଲନରା ବ୍ଲକର ଅନେକ ସରପଞ୍ଚ,ସମିତିସଭ୍ଯ ମାନେ ଉପସ୍ଥିତ ଥିଲେ ।
    • ଆଜିର ରାଶିଫଳ :
    • ନିଟ୍ ପେପର ଲିକ୍ ମାମଲା, ସୁପ୍ରିମକୋର୍ଟ କହିଲେ, ଦାୟିତ୍ୱ ସ୍ଥିର ହେବା ଦରକାର
    • କକ୍ରୋଚ୍ ଜନତା ପାର୍ଟି”କୁ ଶକ୍ତ ଧକ୍କା
    • ସୋସିଆଲ ମିଡିଆରେ ଏବେ ପଇସା ଦିଅ, ଅଧିକ Reach ନିଅ
    • ବିଜେପି ବଦଳାଇଲା ୪ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ, ଜାଣନ୍ତୁ ଦିଲ୍ଲୀରେ କାହାକୁ ମିଳିଲା ଦାୟିତ୍ୱ
    • ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଜେଡି ର ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକର ଦୁଇ ଟି ପେଟ୍ରୋଲ ପମ୍ପ ଆଗରେ ବିଜେଡି ତରଫରୁ ପ୍ରତିବାଦ କରାଯାଉଛି।କ୍ରମାଗତ ଭାବେ ପେଟ୍ରୋଲ ,ଡିଜେଲ, ଗ୍ୟାସ ଦର ସହ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ମଧ୍ୟ ବଡି ଚାଲିଛି।ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ବିଜେଡି କହିଥିଲା।ଏହି ସମୟରେ ପୂର୍ବତ୍ତନ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପଣ୍ଡା,ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ ଙ୍କ ସହ ଅନେକ ବିଜେଡି ନେତା କର୍ମୀ ମାନେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୋଧ ରେ ସ୍ଲୋଗାନ ଦେଇ ନାରାବାଜି କରିଥିଲେ।ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ପୂର୍ବତନ ବିଧାୟକ କହିଥିଲେ।ଆଗାମୀ ଦିନରେ ରେଟ୍ ନ କମିଲେ ଲୋକେ ଏହାର ଜବାବ ଦେବେ ଏଥିସହ ରାଜରାସ୍ତା କୁ ଓହ୍ଲେଇଵେ ବୋଲି କହିଥିଲେ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ।
    • ଉଦଳା ବିକାଶ କାର୍ଯ୍ୟକୁ ନେଇ ବିଧାୟକଙ୍କ କଡ଼ା ଚେତାବନୀ :
    • ଉଦଳାରେ ଅଂଶୁଘାତରେ ଚାଲିଗଲା କୈଳାଶ ନାୟକଙ୍କ ଜୀବନ, ଶୋକରେ ଡୁବିଲା ବୃନ୍ଦାଗଡ଼ି ଗ୍ରାମଉଦଳା, (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢୁଥିବା ତାତି ଏବେ ସାଧାରଣ ଲୋକଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଉଦଳା ଅଞ୍ଚଳରୁ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅଂଶୁଘାତ ନେଇଛି ଆଉ ଏକ ନିରୀହ ଜୀବନ।ମୃତକ ହେଲେ ଉଦଳା ଥାନା ଅଧୀନ ବୃନ୍ଦାଗଡ଼ି ଗ୍ରାମର କୈଳାଶ ନାୟକ। ସୂଚନା ଅନୁଯାୟୀ, କୈଳାଶ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାର ଖବର ପାଇ ଉଦଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୨୭/୨୬ ରେ ଏକ ମାମଲା ରୁଜୁ କରିଛି ପାରମୁହୂର୍ତ୍ତ ରେ ଶୋକାକୁଳ ପରିବେଶ ମଧ୍ୟରେ ମୃତଦେହର ବ୍ୟବଛେଦ କରାଯାଇଥିଲା। ଏହି ଅକାଳ ମୃତ୍ୟୁ ପରେ ସମଗ୍ର ବୃନ୍ଦାଗଡ଼ି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ସ୍ଥାନୀୟ ଲୋକମାନେ କହିଛନ୍ତି, ଦିନକୁ ଦିନ ବଢୁଥିବା ତାପମାତ୍ରା ଓ ପ୍ରଚଣ୍ଡ ଖରା ଗରିବ ଓ ଶ୍ରମଜୀବୀ ଲୋକଙ୍କ ଜୀବନକୁ ସବୁଠାରୁ ଅଧିକ ପ୍ରଭାବିତ କରୁଛି। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
    • କରକଚିଆ ଗ୍ରାମରେ ଦୁଃଖଦ ଘଟଣା,
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଶିଫଳ»ଆଜିର ରାଶିଫଳ :

    ଆଜିର ରାଶିଫଳ :

    By Charcha NewsMay 30, 2026
    Share
    Facebook Twitter Email WhatsApp

    କେମିତି କଟିବ ଆଜି ଆପଣମାନଙ୍କ ଦିନ

    ମେଷ-ରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।

    ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।

    ମିଥୁନ-ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।

    କର୍କଟ-ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।

    ସିଂହ -ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ,

    କନ୍ୟା-ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।

    ତୁଳା-ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

    ବିଛା-କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।

    ଧନୁ-ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।

    ମକର-ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।

    କୁମ୍ଭ -ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ

    ମୀନକର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଆଜିର ରାଶିଫଳ

    May 27, 2026 ରାଶିଫଳ

    ଆଜିର ରାଶିଫଳ ::

    May 26, 2026 ରାଶିଫଳ

    +୨ ପରୀକ୍ଷାରେ ରାହାମା ଆଇ.ଟି.ସି. ଟି. ସାଇନ୍ସ ପଏଣ୍ଟରେ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା :

    May 25, 2026 ରାଶିଫଳ

    ଆଜିର ରାଶିଫଳ ::କେମିତି କାଟିବ ଆଜି ଆପଣମାନଙ୍କ ଦିନ :

    May 25, 2026 ରାଶିଫଳ

    ସେଲଫି ନେବାକୁ ଯାଇ ଜଳିଗଲେ ଡିପ୍ଲୋମା ଛାତ୍ର

    May 24, 2026 ରାଶିଫଳ

    ଆଜିର ରାଶିଫଳ

    May 24, 2026 ରାଶିଫଳ

    ଆଜିର ରାଶିଫଳ :

    May 17, 2026 ରାଶିଫଳ

    ଆଜିର ରାଶିଫଳ ::

    May 16, 2026 ରାଶିଫଳ

    ଆଜିର ରାଶିଫଳ :

    May 14, 2026 ରାଶିଫଳ

    ଆଜିର ରାଶିଫଳ ::

    May 13, 2026 ରାଶିଫଳ

    ଆଜିର ରାଶିଫଳ :

    May 12, 2026 ରାଶିଫଳ

    ଆଜିର ରାଶିଫଳ

    May 11, 2026 ରାଶିଫଳ
    Watch YouTube

    You May Like

    ଜୁନ୍‌ରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ : ମନ୍ତ୍ରିପଦ ହରାଇ ପାରନ୍ତି ୧୨ କେନ୍ଦ୍ର ମନ୍ତ୍ରୀ

    May 30, 2026

    ଗଛ ପଡ଼ି ପାଣି ପମ୍ପ ଚାଳକ ଙ୍କ ମୃତ୍ୟୁ।ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହୁକୁମୂତୋଳା ଗ୍ରାମ ରେ ।

    May 30, 2026

    ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ ::

    May 30, 2026

    ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ

    May 30, 2026

    ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କଲେ ବରିଷ୍ଠ ନେତା ଏନ୍.ଭାସ୍କର ରାଓ। ରାୟଗଡା ଜିଲ୍ଲାର କୋଲନରା ବ୍ଲକରେ ଆଜି ନିଜ ସମର୍ଥକଙ୍କୁ ଜୁଟାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ଛାଡିବା ପରେ ଏବେ ବ୍ଲକସ୍ତରର ନେତା ଓ ସୁବେଛୁ ମାନଙ୍କୁ ଏକଜୁଟ୍ କରିଛନ୍ତି ଭାସ୍କର ରାଓ। ବିଜୁ ସ୍ବାଭିମାନ ମଞ୍ଚ ନାମରେ ଗଢିଥିବା ଏହି ସଂଗଠନ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ବ୍ଲକରେ ପ୍ରାର୍ଥୀ ଦେବ। କୈଣସି ରାଜନୈତିକ ଦଳ ସହ ସାଲିସ ନକରି ଏକାକି ସ୍ବାଭିମାନ ମଞ୍ଚ ଜିଲ୍ଲାରେ ସଂଗଠନକୁ ବଢାଇବା ସହ ଲୋକଙ୍କ ସମସ୍ଯାକୁ ଗୁରୁତ୍ବ ଦେବ ବୋଲି ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓ କହିଛନ୍ତି। ଏଥିପାଇଁ କମ୍ ଦିନ ମଧ୍ଯରେ ଜିଲ୍ଲାର ୧୧ଟି ବ୍ଲକରେ କର୍ମୀ ମାନଙ୍କୁ ତାଲିମ ଦିଆଯିବ। ୱ।ର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସରପଞ୍ଚ,ସମିତି,ଜିଲ୍ଲାପରିଷଦ ପଦବୀ ପାଇଁ ସ୍ବାଭିମାନ ମଞ୍ଚ ପ୍ରାର୍ଥୀ ଦେବ। ଆଜି କୋଲନରା ବ୍ଲକରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ୧୫ଶହ ଲୋକ ଉପସ୍ଥିତ ରହି ସ୍ବାଭିମାନ ମଞ୍ଚକୁ ଜିଲ୍ଲାରେ ଆଗକୁ ନେବା ପାଇଁ ଭାଷ୍କର ରାଓଙ୍କୁ ନିବେଦନ କରିଥିଲେ। ପରେ ଭାସ୍କର ରାଓ ଆଗାମୀ ସମସ୍ତ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସମର୍ଥନ ଜଣାଇଥିଲେ। ତେବେ ପ୍ରଥମ ଥର ପାଇଁ କୋଲନରା ବ୍ଲକରେ ବିଜୁ ସ୍ବାଭିମାନ ମଞ୍ଚର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଭାଷ୍କର ରାଓଙ୍କ ସକ୍ରିୟ ରାଜନୈତିକ ଉପସ୍ଥିତି ଉଭୟ ଶାସକ ବିଜେପି,ବିଜେଡି ଓ କଂଗ୍ରେସ ମହଲରେ ଛନକି ପସିଛି। ଏହି କର୍ମୀ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ସମିତି ଉପାଧ୍ଯକ୍ଷ ହରପ୍ରସାଦ ହେପ୍ରୁକା,ବରିଷ୍ଠ ନେତା ବାନାଗାଡି ତ୍ରିପତୀଙ୍କ ସମେତ କୋଲନରା ବ୍ଲକର ଅନେକ ସରପଞ୍ଚ,ସମିତିସଭ୍ଯ ମାନେ ଉପସ୍ଥିତ ଥିଲେ ।

    May 30, 2026

    ଆଜିର ରାଶିଫଳ :

    May 30, 2026

    ନିଟ୍ ପେପର ଲିକ୍ ମାମଲା, ସୁପ୍ରିମକୋର୍ଟ କହିଲେ, ଦାୟିତ୍ୱ ସ୍ଥିର ହେବା ଦରକାର

    May 29, 2026

    କକ୍ରୋଚ୍ ଜନତା ପାର୍ଟି”କୁ ଶକ୍ତ ଧକ୍କା

    May 29, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.