ଆଜି ସରୁଛି ପଶ୍ଚିମବଙ୍ଗରେ ପ୍ରଚାର । ଶେଷ ଦିନରେ ବିଭିନ୍ନ ସ୍ଥାନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୋରଦାର କ୍ୟାମ୍ପେନ କରିଛନ୍ତି। ଦିନକ ପରେ ବୁଧବାର ଦିନ ପଶ୍ଚିମବଙ୍ଗରେ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପଡ଼ିବ ।
ଆଜି ସରୁଛି ପଶ୍ଚିମବଙ୍ଗରେ ପ୍ରଚାର । ଶେଷ ଦିନରେ ବିଭିନ୍ନ ସ୍ଥାନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୋରଦାର କ୍ୟାମ୍ପେନ କରିଛନ୍ତି। ଦିନକ ପରେ ବୁଧବାର ଦିନ ପଶ୍ଚିମବଙ୍ଗରେ ଦ୍ବିତୀୟ ତଥା ଶେଷ ପର୍ୟାୟ ଭୋଟ୍ ପଡ଼ିବ। ଶେଷ ମୁହୁର୍ତ୍ତରେ ସବୁଦଳ ମାରାଥନ ପ୍ରଚାର କରୁଛନ୍ତି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଯାଇଛି ।
ଚର୍ଚ୍ଚା news












