କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଆଜି ଦିଲ୍ଲୀ ସାଂସଦ ଭବନ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଭେଟି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ କୋରାପୁଟ ଜିଲ୍ଲା ର ମେଡିକାଲ କଲେଜ୍ କୁ ରିଭାଇଲ କରିବା ସହ ବୁଷ୍ଟଇଂଗ ଟୁରୁଜୀମ କୁ ଗୁରୁତ୍ଵ ଦେବା ଏଥି ସହ ରାୟଗଡ଼ା ଜିଲ୍ଲା ରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ସହ ଏୟାର ପୋର୍ଟ କରିବା ପାଇଁ ଦାବି କରିବା ସହ ଚିଠି ଲେଖିଥିଲେ।ପରେ ମୁଖ୍ୟମନ୍ତ୍ରୀ ଓ କୋରାପୁଟ ସାଂସଦ ଙ୍କ ଫୋଟ ନିଜ x ହେଣ୍ଡେଲ ପେଇଜ ରେ ସେର କରିଥିଲେ।
କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଦିଲ୍ଲୀ ସାଂସଦ ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ
By Charcha News












