ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ତାରିଖ- ୦୧-୦୩-୨୦୨୬
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା।ବେଆଇନ ଭାବରେ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପଦ୍ମପୁର ପୋଲିସ ର ୩୨୬ ନମ୍ୱର୍ ଜାତୀୟ ରାଜପଥର ମିଲିକାପାଙ୍ଗା ନିକଟରେ ଛଡାଉ କରି ୨ଟି ଡିଯାଇର କାର ସହ ୧୦୫କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଆସାମୀ ଗିରଫ ହୋଇଛି।ଗିରଫ ଜଣକ ହେଲେ ରଜନୀ କାନ୍ତ ନାୟକ।ପୋଲିସ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅଧିକ ତଦନ୍ତ କରୁଛି।ଏଥିରେ ଆଉ ଜଣେ ଫେରାର ଥିବା ପୋଲିସ ସୂଚନା ଦେଉଛି।











