Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଗୁଣପୁର ରେ ସାହିତ୍ୟ ଏକାଡମୀ ର ସାରସ୍ବତ ସମାବେଶ

    ଗୁଣପୁର ରେ ସାହିତ୍ୟ ଏକାଡମୀ ର ସାରସ୍ବତ ସମାବେଶ

    By Charcha NewsFebruary 9, 2026
    Share
    Facebook Twitter Email WhatsApp

    ରବିନ୍ଦ୍ର ନାଥ ମହାପାତ୍ର
    ସାହିତ୍ଯ ନବ ଜୀବନର ବାର୍ତ୍ତା ଦିଏ। ଦାରିଦ୍ର୍ଯ ର କଷାଘାତ ମଧ୍ୟରେ ହିଁ ପ୍ରତିଭା ଅମ୍ଲାନ ରହେ। ଏଣୁ ଉପାନ୍ତ ଅଞ୍ଚଳରେ ଭାଷା ସାହିତ୍ଯ ବଞ୍ଚିରହିବା ଓ ବିକାଶ ଆଗକୁ ବଢିବାରେ ନିଜର ସତା ବଳରେ ଆଗକୁ ବଢୁଥିବା ଜନଜାତିଙ୍କ ଅବଦାନ ଅତୁଳନୀୟ। ଗୁଣପୁର ଠାରେ ଆଜି ଅନୁଷ୍ଠିତ ଓଡିଶା ସାହିତ୍ୟ ଏକାଡେମୀ ର ରାଜ୍ଯ ସ୍ତରୀୟ ସାରସ୍ବତ ସମାବେଶ ରେ ଅନୁଷ୍ଠିତ ସଭାରେ ଅତିଥି ମାନେ ଏଇଭଳି ମତ ରଖିଥିଲେ। ପଞ୍ଚବଟୀ ର ସମ୍ପାଦକ ତଥା ସାହିତ୍ୟ ଏକାଡେମୀ ର ସଦଶ୍ଯ ଶୁସାନ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ମୁଖ୍ଯ ଅତିଥି ଭାବେ ଏକାଡମୀ ର ବରିଷ୍ଠ ସଦଶ୍ଯ ଡଃ ବିଜୟାନନ୍ଦ ସିଂ ଯୋଗ ଦେଇଥିଲେ। ଏକାଡେମିର ସହ ସଚିବ ସଞ୍ଚୟ ଛୁଆଳସିଂ, ଶୁସାହିତ୍ଯକ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ରାମନାଗୁଡା ର ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଗୁଣପୁର ନବ ନିର୍ମାଣ ର ସଭାପତି ଅକ୍ଷୟ ଦାଶ, ଗୁଣପୁର ର ଭାରପ୍ରାପ୍ତ ତହସିଲଦାର ଗୟା ଡମ୍ବରୁ ଧର ବେହେରା, ଇଂ
    ବିଜୟାନନ୍ଦ ସିଂହ ପ୍ରମୁଖ ମଞ୍ଚାସିନ ରହି ଏହି ସଭାର ଆଲୋଚନା ଚକ୍ର ରେ ଭାଗ ନେଇଥିଲେ। ଏହି ଅବସରରେ ଲେଖକ ବିଜୟ କୁମାର ପାଢିଙ୍କ ଦ୍ବାରା ଲିଖିତ ଅଗ୍ନୀ ପରୀକ୍ଷା ପୁସ୍ତକ ର ଉନ୍ମୋଚନ କରାଯାଇ ଥିଲା। ଏହି ଉଦ୍‌ଘାଟନୀ ଅଧିବେଶନରେ ବଂଶଧାରା ସାହିତ୍ୟ ସମାଜ ର ସଭାପତି ପ୍ରଭାତ ଶତପଥି ସ୍ବାଗତ ଭାଷଣ ଦେଇଥିବା ବେଳେ ସବିତା ସ୍ମୃତି ସମ୍ମାନ ରେ ସାହିତ୍ଯକା ଗାୟତ୍ରୀ ମିଶ୍ର, ରମେଶ ମିଶ୍ର, ଅଶ୍ୱିନୀ ତ୍ରିପାଠୀ ଓ କୈଳାସ ଦାଶଙ୍କୁ ସମ୍ମାନିତ କରାଯାଇଥିଲା। ଦ୍ବିତୀୟ ଅଧିବେଶନରେ ବେବୀରାଣୀ ନନ୍ଦଙ୍କ ସଂଯୋଜନାରେ ଓଡିଶା ଭାଷା ଓ ସାହିତ୍ୟ କ୍ଷେତ୍ରରେ ଜନଜାତି ର ଭୂମିକା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ସାହିତ୍ୟକ ଓ ଅନୁବାଦକ ଆଶୁତୋଷ ପାତ୍ର, ରାମନାଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୃଜନ ମଲ୍ଲିକ, ଜନଜାତି ଗବେଶକ ଗୌରାଙ୍ଗ ଚରଣ ରାଉତ, ଅଧ୍ଯାପାକ ଶୁରେଶ କୁମାର ମାଝି, ସାହିତ୍ୟକ ନିରଞ୍ଜନ ନାୟକ, ସିମାଞ୍ଚଳ କର ଓ ସାହିତ୍ଯକା ଡଃ ଇନ୍ଦିରା ଅଧିକାରୀ, ବଂଶଧାରା ସାହିତ୍ୟ ସମାଜ ର ସମ୍ପାଦକ ରମେଶ ମିଶ୍ର, ଉପ ସଭାପତି ଉମା ଶଙ୍କର ଦାଶ ପ୍ରମୁଖ ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ତୃତୀୟ ଅଧିବେଶନ ରେ ପ୍ରତାପ କୁମାର ରାୟ, ଶେଷସାୟୀ ଶେନାପତି, ଅକ୍ଷୟ କୁମାର ମଲ୍ଲିକ, ଦେବେନ୍ଦ୍ର ବାଉରୀ, ଅଶ୍ୱିନୀ ତ୍ରିପାଠୀ, ଶ୍ରୀଧର ପଟ୍ଟନାୟକ, ରୂପେଶ ସାହୁ, ପ୍ରଫୁଲ ଚନ୍ଦ୍ର ପାଢି ଓ ଦୁର୍ଗା ଶତପଥି ପ୍ରମୁଖ ତୃତୀୟ ଅଧିବେଶନ ରେ ମଞ୍ଚାସିନ ରହିଥିଲେ ଏବଂ ଶିକ୍ଷକ ରାମ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ତୃତୀୟ ଅଧିବେଶନ ରେ ବହୁ କବି 100 ରୁ ଉର୍ଦ୍ଧ୍ବ ନିଜ ନିଜ ସ୍ବରଚିତ କବିତା ପାଠ କରିଥିଲେ।

    Share. Facebook Twitter WhatsApp

    Related Posts

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର
    Watch YouTube

    You May Like

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026

    ଆଜିର ରାଶିଫଳ

    May 7, 2026

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.