Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଗ୍ରାମ ପଞ୍ଚାୟତ ସ୍ତରୀୟ ଇକୋ ଟୁରିଜିମ୍ ଓ ପରିସ୍ଥିତି ମିତ୍ର ଟୁରିଜିମ ସୃଷ୍ଟି ସମ୍ପର୍କିତ କର୍ମଶାଳା

    ଗ୍ରାମ ପଞ୍ଚାୟତ ସ୍ତରୀୟ ଇକୋ ଟୁରିଜିମ୍ ଓ ପରିସ୍ଥିତି ମିତ୍ର ଟୁରିଜିମ ସୃଷ୍ଟି ସମ୍ପର୍କିତ କର୍ମଶାଳା

    By Charcha NewsJanuary 16, 2026
    Share
    Facebook Twitter Email WhatsApp

    ରାୟଗଡ/ ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଇକୋ ଟୁରିଜିମ୍ ଓ ଟୁରିଜିମ ସୃଷ୍ଟି ସମ୍ପର୍କିତ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପିରାମଲ ଫାଉଣ୍ଡେସନର ସମ୍ବଳ ବ୍ୟକ୍ତିତ୍ବ ନରେଶ
    ଶର୍ମା , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ, ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଓ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ରାୟଗଡରେ ଅନେକ ଜଳପ୍ରପାତ, ଜଙ୍ଗଲ, ପାହାଡ ଆଦି ପର୍ଯ୍ୟଟନ ସ୍ଥଳ ରହିଛି । ଗ୍ରାମ ପଞ୍ଚାୟତ ସ୍ଥାନୀୟ ପାର୍କ,ପୋଖରୀ ସର୍ବସାଧାରଣ ସ୍ଥଳୀ ଆଦିକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ କରିପାରିବେ । ପର୍ଯ୍ୟଟନ ସ୍ଥଳର ନାମକରଣ ସହ ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁର ସୁପରିଚାଳନା କରାଯାଇପାରିବ ।
    ଏକ ସୁସ୍ଥ,ସଙ୍ଗଠିତ ଓ ସ୍ଥାନୀୟ ସମୃଦ୍ଧ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ଇକୋ ଟୁରିଜିମର ପ୍ରବନ୍ଧନର ବିକାଶ ଦ୍ବାରା ଗ୍ରାମୀଣ ସାମାଜିକ, ଆର୍ଥିକ ଓ ପରିବେଶର ଲାଭକୁ ସୁଦୃଢ କରାଯାଇପାରିବ । ପଞ୍ଚାୟତକୁ ଶକ୍ତିଶାଳୀ କରିବା ନିମନ୍ତେ ସ୍ଥାନୀୟ ପର୍ଯ୍ୟଟନ ଯୋଜନା ପ୍ରସ୍ତୁତି, ସ୍ଥାନୀୟ ଯୁବଶକ୍ତିଙ୍କୁ ପର୍ଯ୍ୟଟନ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ଓ କ୍ଷମତା ବୃଦ୍ଧି, ପର୍ଯ୍ୟଟନ ସ୍ଥଳୀକୁ ପ୍ରଦୂଷଣ ମୁକ୍ତ ଓ ଜୈବ ବିବିଧତାର ସୁରକ୍ଷା ମାଧ୍ୟମରେ ପରିବେଶ ସୁରକ୍ଷା କରାଯାଇପାରିବ ।ଏହାଦ୍ୱାରା ପ୍ରାକୃତିକ ସମ୍ପଦର ସୁରକ୍ଷା, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଜୈବ ବିବିଧତା ଓ ପରିବେଶର ସୁରକ୍ଷା ସହ ସ୍ଥାନୀୟ ଲୋକଙ୍କ ଆର୍ଥିକ ସୁଯୋଗ ସୃଷ୍ଟି ହେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ବୋଲି ବିଡିଓ ସୁଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

    Share. Facebook Twitter WhatsApp

    Related Posts

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର
    Watch YouTube

    You May Like

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026

    ଆଜିର ରାଶିଫଳ

    May 7, 2026

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.