ଏ କରଡାବାଡି: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ, ନିର୍ବାକ ପଶୁପକ୍ଷୀଙ୍କ ପାଇଁ ସେବା ର ହାତ ବଢ଼ାଇଛନ୍ତି ଏ କରଡାବାଡ଼ି ଗ୍ରାମ ପଞ୍ଚାୟତର ସଚେତନ ନାଗରିକ ଓ ସ୍ଥାନୀୟ ପ୍ରକୃତିପ୍ରେମୀ। ଗ୍ରାମର ବିଭିନ୍ନ ସ୍ଥାନରେ ପଶୁପକ୍ଷୀଙ୍କ ପାଇଁ ଜଳ ସେବା କେନ୍ଦ୍ର ଖୋଲାଯାଇ ସେମାନଙ୍କ ତୃଷା ମେଣ୍ଟାଇବାକୁ ଏକ ଅଭିନବ ପ୍ରୟାସ କରାଯାଇଛି।
“ମୂକ ପଶୁପକ୍ଷୀଙ୍କ ସାଥୀ ହୁଅନ୍ତୁ, ସେମାନଙ୍କୁ ଭଲ ପାଆନ୍ତୁ ଓ ଯତ୍ନ ନିଅନ୍ତୁ” – ଏହି ବାର୍ତ୍ତାକୁ ନେଇ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି। ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।ଗ୍ରୀଷ୍ମର ପ୍ରକୋପରେ ପଶୁପକ୍ଷୀଙ୍କ ସାଥୀ ସାଜିଲେ ପ୍ରକୃତିପ୍ରେମୀ ରିଙ୍କି ଦାସ ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ, ନିର୍ବାକ ପଶୁପକ୍ଷୀଙ୍କ ପାଇଁ ସେବା ର ହାତ ବଢ଼ାଇଛନ୍ତି ଏ କରଡାବାଡ଼ି ଗ୍ରାମ ପଞ୍ଚାୟତର ସଚେତନ ନାଗରିକ ଓ ସ୍ଥାନୀୟ ପ୍ରକୃତିପ୍ରେମୀ। ଗ୍ରାମର ବିଭିନ୍ନ ସ୍ଥାନରେ ପଶୁପକ୍ଷୀଙ୍କ ପାଇଁ ଜଳ ସେବା କେନ୍ଦ୍ର ଖୋଲାଯାଇ ସେମାନଙ୍କ ତୃଷା ମେଣ୍ଟାଇବାକୁ ଏକ ଅଭିନବ ପ୍ରୟାସ କରାଯାଇଛି।
ମୂକ ପଶୁପକ୍ଷୀଙ୍କ ସାଥୀ ହୁଅନ୍ତୁ, ସେମାନଙ୍କୁ ଭଲ ପାଆନ୍ତୁ ଓ ଯତ୍ନ ନିଅନ୍ତୁ” – ଏହି ବାର୍ତ୍ତାକୁ ନେଇ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି। ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।
ଚର୍ଚ୍ଚା NEWS












