Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଚୋରା ଚାଲାଣ ଦୁଇ ବେଆଇନ ମୋରମ ବୋଝେଇ ଟ୍ରାକ୍ଟର ଜବଦ

    ଚୋରା ଚାଲାଣ ଦୁଇ ବେଆଇନ ମୋରମ ବୋଝେଇ ଟ୍ରାକ୍ଟର ଜବଦ

    By Charcha NewsMarch 8, 2026
    Share
    Facebook Twitter Email WhatsApp

    ଉଦଳା -(ରାଜୀବ କୁମାର ବେହେରା ) – ଉଦଳା ପୋଲିସ ଦେଖିବାକୁ ମିଳିଛି ଆକ୍ସନ ମୋଡ୍‌ରେ। ବାଲି, ଗୋଡି,ପଥର ମାଫିଆଙ୍କ ଏବେ ବେଳା ଖରାପ ପଡିଛି l ବିଳମ୍ବିତ ରାତ୍ର ସମୟ ରେ ଦେବକୁଣ୍ଡ ଗେଟ ସାମ୍ନାଦେଇ ଖସି ପଳାଉଥିବା ଦୁଇଟି ଚୋରା ମୋରମ ବୋଝେଇ ଟ୍ରାକ୍ଟରକୁ ଜବଦ କରିଛି ଉଦଳା ପୋଲିସ। ତେବେ କପ୍ତିପଦା ଉପଖଣ୍ଡ ଉଦଳା ଅଞ୍ଚଳରେ ବିଭିନ୍ନ ସମୟରେ ଚୋରା ବାଲି, ମାଙ୍କଡା ଓ ବେଆଇନ ମୋରମ ଚାଲାଣ ହେଉଥିବା ନଜରକୁ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇ ଥିବା ଯାହା ସୂଚନା ରହିଛି।

    ସୂଚନା ଅନୁସାରେ କୁଣ୍ଡାବାଇ ଅଞ୍ଚଳରେ ଚୋରା ମାଙ୍କଡା ଓ ମୋରମ ଚାଲାଣ ବୃଦ୍ଧି ପାଉଥିବାରୁ ସରକାରୀ ରାଜସ୍ୱ ହାନି ହେଉଥିବା ଦେଖାଯାଉଥିଲା। ଏନେଇ କୁଣ୍ଡାବାଇ ଫାଣ୍ଡି ଅଧିକାରୀ ଲିଟାରାମ ସରେନ ଉଦଳା ଥାନା ଭାରପ୍ରାପ୍ତ ଅଧିକାରୀ ବନମାଳୀ ବାରିକଙ୍କୁ ସୂଚନା ଦେଇଥିଲେ।
    ଏହାପରେ ଉଦଳା ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍‌ କୁଣ୍ଡାବାଇ ଅଞ୍ଚଳରେ କଡା ପେଟ୍ରୋଲିଙ୍ଗ କରୁଥିବା ବେଳେ ଉପର ତାଳଡିହା ଅଞ୍ଚଳରୁ ଦେବକୁଣ୍ଡ ମୁଖ୍ୟ ଫାଟକ ସାମ୍ନା ଦେଇ କୁଣ୍ଡାବାଇ ଅଭିମୁଖେ ଆସୁଥିବା ଦୁଇଟି ମୋରମ ବୋଝେଇ ଟ୍ରାକ୍ଟରକୁ ଅଟକାଇଥିଲା ପୋଲିସ।
    ପୋଲିସକୁ ଦେଖି ଟ୍ରାକ୍ଟର ଚାଳକମାନେ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ମାରିଥିବା ସୂଚନା ମିଳିଛି। OD-11AE-4511 ଓ OD-11C-4866 ନମ୍ବର ବିଶିଷ୍ଟ ଦୁଇଟି ଟ୍ରାକ୍ଟରକୁ ଜବଦ କରି ଉଦଳା ଥାନାକୁ ଆଣାଯାଇଛି ଓ ତଦନ୍ତ ଜାରି ରହିଛି।
    ଉଦଳା ପୋଲିସର ଏହି ଅଚାନକ ଏକ୍ସନ ମୋଡ୍ ପରେ ଅଞ୍ଚଳରେ ଚୋରା ଖଣିଜ ବେପାରୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଶିମିଳିପାଳ ପାଦଦେଶରେ କିଛି ମାଫିଆ ଜଙ୍ଗଲ ଭିତରେ ଚୋରା ଖାଦାନ କରି ଲାଭ କମାଉଥିବା ଅଭିଯୋଗ ଥିବା ବେଳେ ଏଥିରେ ଜଙ୍ଗଲୀ ପ୍ରାଣୀ ଓ ପରିବେଶ ମଧ୍ୟ ବିପଦରେ ପଡ଼ୁଥିବା ନେଇ ପ୍ରଶ୍ନ ଉଠିଛି। ତେବେ ଏହିଭଳି ଅଚାନକ ଚଢ଼ାଉ ଆହୁରି ଆଗକୁ ବ୍ୟାପକ ହେବା ନେଇ ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି l

    Share. Facebook Twitter WhatsApp

    Related Posts

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର
    Watch YouTube

    You May Like

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.