Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Sunday, April 26
    Facebook X (Twitter) YouTube Instagram
    Trending
    • ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :
    • ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :
    • ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :
    • ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :
    • ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l
    • କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :
    • ଜାଣନ୍ତୁ ଏ ସପ୍ତାହର ରାଶିଫଳ :
    • ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :
    • ମହାନଦୀ ଜଳବିବାଦ ମାମଲା ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
    • ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ
    • OCAC ଟେଣ୍ଡର ଅନିୟମିତତା ନେଇ ପୁଣି ତୀବ୍ର ହେଲା ରାଜନୀତି, IT ମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ ::
    • ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା : ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୁଲିସ୍
    • ଭୁବନେଶ୍ବର:୯୦% ସରକାରୀ ହସ୍ପିଟାଲରେ ନାହିଁ ଫାୟାର ସେଫ୍ଟି ସର୍ଟିଫିକେଟ୍‌ SCB ଘଟଣା ପରେ ବଢ଼ିଲା ଚିନ୍ତା
    • ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ: ସକାଳ ୧୧ଟାରୁ ମହିଳା ସଂରକ୍ଷଣ ବିଲ୍ ଉପରେ ଜୋରଦାର ଆଲୋଚନା
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଜନଗଣନା କର୍ମଚାରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତିତ, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ :

    ଜନଗଣନା କର୍ମଚାରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତିତ, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ :

    By Charcha NewsApril 22, 2026
    Share
    Facebook Twitter Email WhatsApp

    BY-SUBHASMITA-DT-22.4.2026

    ରାଜ୍ୟରେ ଚାଲିଥିବା ଜନଗଣନା କାର୍ଯ୍ୟ ସମୟରେ କର୍ମଚାରୀଙ୍କୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ଓ ଦୁର୍ଘଟଣା ଘଟଣାଗୁଡ଼ିକ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବିଶେଷ କରି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଘଟିଥିବା ମରଣାତ୍ମକ ଆକ୍ରମଣ ଘଟଣା ପରେ ପ୍ରଶାସନ ଅଧିକ ସତର୍କ ହୋଇଉଠିଛି।

    କାମାକ୍ଷାନଗର ଏନଏସିର ୩ନମ୍ବର ୱାର୍ଡ, ମହିମାନଗର ସାହିରେ ଜନଗଣନା କାର୍ଯ୍ୟ କରୁଥିବା ବେଳେ ୪ଜଣ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଆହତମାନଙ୍କ ମଧ୍ୟରେ ୨ଜଣ ମହିଳା କର୍ମଚାରୀ ଥିବା ଖବର ମିଳିଛି। କର୍ମଚାରୀମାନଙ୍କୁ ମାଡ଼ ମାରିବା ସହ ତାଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗିଦିଆଯାଇଥିଲା। ଏହା ସହିତ ଗାଳିଗୁଲଜ କରି ଜନଗଣନା କାର୍ଯ୍ୟକୁ ବାଧା ପହଞ୍ଚାଯାଇଥିଲା। ଘଟଣା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆକ୍ରମଣକାରୀଙ୍କୁ ଅଟକ ରଖିଛି ଏବଂ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ପରେ ରାଜ୍ୟ ସରକାର ଜନଗଣନା କର୍ମଚାରୀଙ୍କ ସୁରକ୍ଷାକୁ ନେଇ କଡ଼ା ଭାବରେ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନକୁ ବିଶେଷ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶାବଳୀ ଅନୁସାରେକାର୍ଯ୍ୟ ସମୟରେ ଥିବା ବିପଦକୁ ଚିହ୍ନଟ କରି ପୂର୍ବପ୍ରସ୍ତୁତି ନିଆଯିବ

    ଗ୍ରୀଷ୍ମ ପ୍ରବାହ (ତାତି) ଯୋଗୁଁ ହେଉଥିବା ସମସ୍ୟାରୁ କର୍ମଚାରୀଙ୍କୁ ସୁରକ୍ଷା ଦିଆଯିବ ଜନଗଣନା କର୍ମଚାରୀଙ୍କ ଚଳଚଳନକୁ ନିୟମିତ ଭାବେ ଟ୍ରାକ୍ କରାଯିବ ସୁରକ୍ଷା ସଚେତନତା ନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ଗତ ୧୬ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନ୍ସସ୍‌) କାର୍ଯ୍ୟ ଆସନ୍ତା ମେ ୧୫ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ସୋନପୁର, ମୟୂରଭଞ୍ଜ, ବାଲେଶ୍ୱର ଓ ରାଉରକେଲାରୁ ମଧ୍ୟ ବିଭିନ୍ନ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି ଯଥା ହୃଦଘାତରେ ମୃତ୍ୟୁ, ନିଖୋଜ ଘଟଣା ଓ ଦୁର୍ଘଟଣା। ଏହି ପରିସ୍ଥିତିକୁ ଗୁରୁତ୍ୱ ଦେଇ ସରକାର ସପଷ୍ଟ କରିଛନ୍ତି ଯେ, ଜନଗଣନା କାର୍ଯ୍ୟକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ କୌଣସି ଅବହେଳା ସହି ଯିବ

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :

    April 26, 2026 ଆଜିର ଖବର

    ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :

    April 26, 2026 ଆଜିର ଖବର

    ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :

    April 26, 2026 ଆଜିର ଖବର

    ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :

    April 26, 2026 ଆଜିର ଖବର

    ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l

    April 26, 2026 ରାଜ୍ୟ

    କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :

    April 26, 2026 ବିଶେଷ

    ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :

    April 25, 2026 ଆଜିର ଖବର

    ମହାନଦୀ ଜଳବିବାଦ ମାମଲା ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

    April 25, 2026 ଆଜିର ଖବର

    ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ

    April 25, 2026 ଆଜିର ଖବର

    OCAC ଟେଣ୍ଡର ଅନିୟମିତତା ନେଇ ପୁଣି ତୀବ୍ର ହେଲା ରାଜନୀତି, IT ମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ ::

    April 25, 2026 ଆଜିର ଖବର

    ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା : ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୁଲିସ୍

    April 25, 2026 ଅପରାଧ

    ଭୁବନେଶ୍ବର:୯୦% ସରକାରୀ ହସ୍ପିଟାଲରେ ନାହିଁ ଫାୟାର ସେଫ୍ଟି ସର୍ଟିଫିକେଟ୍‌ SCB ଘଟଣା ପରେ ବଢ଼ିଲା ଚିନ୍ତା

    April 25, 2026 ଆଜିର ଖବର
    Watch YouTube

    You May Like

    ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :

    April 26, 2026

    ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :

    April 26, 2026

    ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :

    April 26, 2026

    ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :

    April 26, 2026

    ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l

    April 26, 2026

    କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :

    April 26, 2026

    ଜାଣନ୍ତୁ ଏ ସପ୍ତାହର ରାଶିଫଳ :

    April 26, 2026

    ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :

    April 25, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.