Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ ଅବସରରେ ଉମରକୋଟରେ ସଚେତନତା କାର୍ଯ୍ୟକ୍ରମ

    ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ ଅବସରରେ ଉମରକୋଟରେ ସଚେତନତା କାର୍ଯ୍ୟକ୍ରମ

    By Charcha NewsJanuary 16, 2026
    Share
    Facebook Twitter Email WhatsApp

    ଉମରକୋଟ/ ଶ୍ରୀକାନ୍ତ ନନ୍ଦ: ସଡ଼କ ଦୁର୍ଘଟଣା ରୋକିବା ସହ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଉମରକୋଟ ଠାରେ ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ ପାଳନ କରାଯାଇଛି।
    ଉମରକୋଟ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ସାଇଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଡ଼କ ସୁରକ୍ଷା ସମିତି ଏବଂ ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
    ଏହି ଅବସରରେ “ସଚେତନତାରୁ ସୁରକ୍ଷା” ଓ “ପ୍ରଯୁକ୍ତିରୁ ପରିବର୍ତ୍ତନ” ବାର୍ତ୍ତାକୁ ଆଗେଇ ନେଇ ଜନସାଧାରଣଙ୍କୁ ଯାନଚାଳନା ସମୟରେ ହେଲମେଟ ଓ ସିଟ୍‌ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଗାଡି ଚାଳନା ନ କରିବା, ଗତିସୀମା ମାନିବା ଓ ଟ୍ରାଫିକ ନିୟମ ଅନୁସରଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।
    ଏହି ସନ୍ଦେଶ ପ୍ରସାର ପାଇଁ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା।
    ସଚେତନତା ପଦଯାତ୍ରାରେ ଆର.ଟି.ଓ. ଶ୍ରୀ ଜିତେନ୍ଦ୍ର କୁମାର ଭୋଇ, ଉପ ବିଭାଗୀୟ ଥାନା ଅଧିକାରୀ ଶ୍ରୀ ସଞ୍ଜୟ ମଣ୍ଡଳ, ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ଶ୍ରୀ ଅବିନାଶ ବଳ, ଗୁରୁକୃପା ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦେଶକ ଶ୍ରୀ ସଚିନ ଦାସ, ଜନସମ୍ପର୍କ ଅଧିକାରୀ ଇଂ. ଚନ୍ଦନା ମଲ୍ଲିକ, ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ଟହଲ, ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ପରିବହନ ବିଭାଗ, ଡ୍ରାଇଭର ଓ ସାଧାରଣ ଜନସାଧାରଣ ସାମିଲ ହୋଇଥିଲେ।
    ନବରଙ୍ଗପୁର ଜିଲ୍ଲା, ଉମରକୋଟରୁ
    ଶ୍ରୀକାନ୍ତ ନନ୍ଦଙ୍କ ରିପୋର୍ଟ

    Share. Facebook Twitter WhatsApp

    Related Posts

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର
    Watch YouTube

    You May Like

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026

    ଆଜିର ରାଶିଫଳ

    May 7, 2026

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.