Rayagada/ Rabindra nath mohapatro: ରାୟଗଡା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ତରଫରକୁ ଆଞ୍ଚଳିକ ବୈଷମ୍ୟ ନେଇ ଏକ ପ୍ରତିକ ଧାରଣା ଦିଆଯାଇଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲା ବର୍ଷ ବର୍ଷ ଧରି ଅବହେଳ ର ଶିକାର ହୋଇ ଆସିଛି ।ସ୍ବାଧିନତାର 78 ବର୍ଷ ପରେ ବି ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧା ଅପହଞ୍ଚ । ରାଜ୍ୟରେ ପାତର ଅନ୍ତ ନୀତି ଯୋଗୁଁ ରାୟଗଡା , କୋରାପୁଟ , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଦେଶର ପଛୁଆ ଜିଲ୍ଲା ଭାବେ ନିତୀ ଆୟୋଗ ଗ୍ରହଣ କରିଛି । ଏହି ସମସ୍ୟ କୁ ଲୋକଲୋଚନ କୁ ଆମିବା ପାଇଁ ପ୍ରତିକ 6 ଘଣ୍ଟିଆ ସତ୍ୟାଗ୍ରହ କରାଯାଇଥିଲା ।
ବାଇ୍-01 ଗୌର ଚନ୍ଦ୍ର ତ୍ରିପାଠୀ , ଦଣ୍ଡକାରଣ୍ୟ ବିକାସ ମହାମଞ୍ଚ ଆବାହକ
ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ତରଫରକୁ ଆଞ୍ଚଳିକ ବୈଷମ୍ୟ ନେଇ ଏକ ପ୍ରତିକ ଧାରଣା
By Charcha News












