Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::
    • ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଧାନ ମଣ୍ଡି ବୁଲି ଦେଖିବା ସହ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ କିସାନ୍ ସଭାପତି

    ଧାନ ମଣ୍ଡି ବୁଲି ଦେଖିବା ସହ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ କିସାନ୍ ସଭାପତି

    By Charcha NewsJanuary 12, 2026
    Share
    Facebook Twitter Email WhatsApp

    ତାରିଖ- ୧୧-୦୧-୨୦୨୬
    ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର

    ରାୟଗଡ଼ା : ରାଜ୍ୟ କିସାନ କଂଗ୍ରେସ ସଭାପତି ଅଭୟ ସାହୁ ଆଜି ରାୟଗଡ଼ା ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ଧାନ ମଣ୍ଡି ଗୁଡିକ ବୁଲିବା ସହ ରାଜ୍ୟ ସରକାର ଙ୍କୁ ବର୍ଷିଥିଲେ।ସେ ଜିଲ୍ଲା ର ରାୟଗଡ଼ା କୋଲନରା ପଦ୍ମପୁର ଚାଷୀଙ୍କ ସହ ମିଶିଥଲେ।ଆଜି ପଦ୍ମପୁର ବ୍ଲକରେ ସକାଳୁ ସକାଳୁ ହାଲୁକା ବର୍ଷ ହୋଇଥିଲା ଫଳରେ ଚାଷୀ ମାନେ ହଇରାଣ ହୋଇଛନ୍ତି ଏଣୁ ଜିଲ୍ଲା ର ଭାତ ହାଣ୍ଡି କୁହାଯାଉଥିବା ପଦ୍ମପୁର ର ସମସ୍ତ ମଣ୍ଡି କେବେ ସୁଧାର ଆସିବ ବୋଲି ସେ ପ୍ରଶ୍ନ କରିଥିଲେ। ଚଳିତ ଖରିଫ ଋତୁରେ ଧାନ କିଣା ଜିଲ୍ଲା ରେ ଅବ୍ୟବସ୍ଥା ଲାଗି ରହିଛି।ଏକ ମାସ ହେଲା ମଣ୍ଡି ଖୋଲା ଯାଇଛି କିନ୍ତୁ ଧାନ କିଣା ଠିକ୍ ରେ ହୋଇନି।ପ୍ରଥମେ ମିଲର୍ସ ଙ୍କ ମନ ମନି ସହ କଟିନି ଛଟିନି ଲାଗି ଚାଷୀ ହନ୍ତସନ୍ତ ହୋଇଛି ।ସେ ଆହୁରି କହିଛନ୍ତି ବର୍ଷ ସାରା ଚାଷୀ ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟ ଅର୍ଜିତ ଧାନ ଫସଲ ଅମଳ କରିସାରିଛି।

    ଏବେ ଅମଳ ହୋଇଥିବା ଧାନ କୁ ଧରି ହାଡ ଭଙ୍ଗା ଶୀତ କାକର ଖାଇ ଖଳା ରେ ଜଗିଛି ।ହେଲେ ସରକାର ଠିକ୍ ସମୟରେ ଚାଷୀ ଙ୍କ ଧାନ ନକିଣି ଚାଷୀ କୁ ହଇରାଣ କରୁଛି।ଆଜି ବର୍ଷା ଖରା ଶୀତ ରେ ପଡ଼ିଛି।କଟନି ଛଟନି ସହ ଅଭାବୀ ବିକ୍ରି ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ।ଏଥିପାଇଁ ସରକାର କୁ ଦାୟୀ ବୋଲି କହିଥିଲେ।ସେ ଦାବି କରିଥିଲେ ଆଗାମୀ ଦିନରେ ସରକାର ଅତି ଶୀଘ୍ର ଧାନ ବିନା ମାନ ନିର୍ଦ୍ଧାରଣ କରି କିଣନ୍ତୁ ।ଅନେକ ଚାଷୀ ଙ୍କୁ ଟୋକେନ ପ୍ରଦାନ କରନ୍ତୁ ।ଏଥିସହ କଟିନି ଛଟିନି ବନ୍ଦ କରନ୍ତୁ ଆଉ ମଣ୍ଡି କୁ ନେବା ପରିବହନ ଖର୍ଚ୍ଚ ସହ ଅଖା ମଧ୍ୟ ପ୍ରଦାନ କରନ୍ତୁ ବୋଲି କହିଥିଲେ।ଆଗାମୀ ଦିନରେ କଂଗ୍ରେସ ୩୦ଟି ଜିଲ୍ଲାରେ ଚାଷୀ ଙ୍କ ପାଖକୁ ଯାଇ ସମାବେଶ କରିବା ସହ ଜୋରଦାର ଆନ୍ଦୋଳନ କରିବ ବୋଲି ସରକାର ଙ୍କୁ ଚେତାବନୀ ଦେଇ କହିଥିଲେ।ଏହି ସମୟ ରେ ପଦ୍ମପୁର ବ୍ଲକ କଂଗ୍ରେସ ସଭାପତି ଙ୍କ ସାଂସଦ ଙ୍କ ପ୍ରତିନିଧି ଅନେକ କଂଗ୍ରେସ କର୍ମୀ ମାନେ ମଧ୍ୟ ଉପସ୍ଥିତି ରହି ଧାନ ମୁଣ୍ଡି ବୁଲି ଚାଷୀ ମାନଙ୍କୁ ଭେଟିଥିଲେ।

    Share. Facebook Twitter WhatsApp

    Related Posts

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026 ଆଜିର ଖବର

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026 ଆଜିର ଖବର

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର
    Watch YouTube

    You May Like

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.