କୋଲକତା : ରାଜ୍ୟ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ଏଇ ମାସ ଦୁଇ ପର୍ଯ୍ୟାୟ ରେ ହେବାକୁ ଯାଉଛି 294 ଟି ବିଧାନ ସଭା ପାଇଁ ଅନ୍ୟ ପଟେ ବୃଦ୍ଧ ବୟସ୍କ ପୁରୁଷ ଓ ମହିଳା ମାନେ ବୁଥ ରେ ଯାଇ ଭୋଟ ଦେଇ ପାରିବେ ନାହିଁ ବୋଲି ନିର୍ବାଚନ କମିଶନ କୁ ଆବେଦନ କରି ଥିଲେ ଓ ବୃଦ୍ଧ ମହିଳା ଓ ପୁରୁଷ ମାନେ ନିଜ ଘରେ ଭୋଟ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲା ବେଳେ ଆଜି ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଶିଳ୍ପାଞ୍ଚଳ ସହର ଆସନ ସୋଲ ରେ ନିର୍ବାଚନ କମିଶନ ପକ୍ଷରୁ ବୃଦ୍ଧ ମହିଳା ଓ ପୁରୁଷ ଘରେ ପହଞ୍ଚି ଭୋଟ ଗ୍ରହଣ କରାଇ ଥିଲେ ନିର୍ବାଚନ କମିଶନ ପକ୍ଷରୁ ବୃଦ୍ଧ ମହିଳା ଓ ପୁରୁଷ ମାନେ ଘରେ ବସି ଭୋଟ ଦେଇଛନ୍ତି ବୋଲି ଖୁସି ଅଛନ୍ତି ବୋଲି କହିଛନ୍ତି |
ଚର୍ଚ୍ଚା news












