ଧନ୍ୟବାଦ ପଶ୍ଚିମ ବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି । ଓଡ଼ିଶାରୁ ବି ୮୦୦ କର୍ମୀ ପଶ୍ଚିମ ଯାଇଥିଲେ । ୨୫ ବିଧାୟକ, ମନ୍ତ୍ରୀ ବି ଯାଇଥିଲେ । ଯାହା ଭୋଟରଙ୍କୁ ପ୍ରଭାବିତ କଲା ।
ପଶ୍ଚିମ ବଙ୍ଗରେ ବିଜେପିର ବିପୁଳ ବିଜୟକୁ ନେଇ ମୁକେଶ ମହାଲିଙ୍ଗ ବଙ୍ଗ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧନ୍ୟବାଦ ପଶ୍ଚିମ ବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି । ଓଡ଼ିଶାରୁ ବି ୮୦୦ କର୍ମୀ ପଶ୍ଚିମ ଯାଇଥିଲେ । ୨୫ ବିଧାୟକ, ମନ୍ତ୍ରୀ ବି ଯାଇଥିଲେ । ଯାହା ଭୋଟରଙ୍କୁ ପ୍ରଭାବିତ କଲା । କାରଣ ସେମାନେ ଦେଖିଲେ ଓଡ଼ିଶାରେ ବିଜେପି ଆସି ବିକାଶ ହୋଇଛି ।
ଅଧିକ ପଢନ୍ତୁ: ଯାଜପୁରରେ କାୟା ମେଲାଉଛି ଡାଇରିଆ: ଆଜି ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ପ୍ରଧାନମନ୍ତ୍ରୀ ବି କହିଲେ ସ୍ୱାସ୍ଥ୍ୟ ବିକାଶ କଥା । ପ୍ରଥମ କ୍ୟାବିନେଟରେ ଆୟୁଷ୍ମାନ ଆସିବ । ଯେତିକି ଓଡ଼ିଆ ଯାଇଛନ୍ତି, AIIMS ଓ SCB ମେଡିକାଲକୁ ପଶ୍ଚିମ ବଙ୍ଗ ଲୋକ ଆସନ୍ତି । ସେମାନେ କୁହନ୍ତି ଯେ ଦିଦି ସାମ୍ବିଧାନିକ ଅଧିକାର ହରଣ କରୁଥିଲେ । ଆଞ୍ଚଳିକ ଦଳ ୨୫ ବର୍ଷ ରୁହେ। ବାମପନ୍ଥୀ ଯୁଗ ସରିଲା । ୨୦୪୭ ର ବିକଶିତ ଭାରତରେ ଲୋକଙ୍କ ଅଧିକାର ଆଗକୁ ଯିବ ବୋଲି କହିଛନ୍ତି ମହାଲିଙ୍ଗ ।
ଚର୍ଚ୍ଚା news












