Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ବିଶ୍ବ ଯକ୍ଷ୍ମା ରୋଗ ଦିବସ ଅବସରରେ ରାୟଗଡାରେ ସଚେତନତା ରାଲି ଓ CME କାର୍ଯ୍ୟକ୍ରମ ଆୟୋଜିତ :

    ବିଶ୍ବ ଯକ୍ଷ୍ମା ରୋଗ ଦିବସ ଅବସରରେ ରାୟଗଡାରେ ସଚେତନତା ରାଲି ଓ CME କାର୍ଯ୍ୟକ୍ରମ ଆୟୋଜିତ :

    By Charcha NewsMarch 25, 2026
    Share
    Facebook Twitter Email WhatsApp

    ରବିନ୍ଦ୍ର ନାଥ ମହାପାତ୍ର Dt- 25.3.2026
    ବିଶ୍ୱ ଯକ୍ଷ୍ମା ରୋଗ ଦିବସ (World TB Day) ଅବସରରେ ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ ସଚେତନତାମୂଳକ ନିରାକରଣ ପାଇଁ ସମୁହିକ ଭାଗୀଦାରି ଉପରେ ବିଶେଷ ଜୋର ଦିଆଯାଇଥିଲା I

    ଏହି ଅବସରରେ ସହଯୋଗ ଇନଷ୍ଟିଟ୍ୟୁସନ୍ GNM ଟ୍ରେନିଙ୍ଗ କଲେଜ୍, ରାୟଗଡାର ନସିଂ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଥିଲା । ରାଲି ସମୟରେ “TB ଚିହ୍ନଟ କରନ୍ତୁ, ସମୟରେ ଚିକିତ୍ସା କରନ୍ତୁ” ଓ “TB ମୁକ୍ତ ଭାରତ ଗଠନ କରିବା” ପରି ସ୍ଲୋଗାନ୍ ଦ୍ବାରା ସାଧାରଣ ଲୋକଙ୍କ ମଧ୍ୟରେ ସଚେତନ‌ତା ସୃଷ୍ଟି କରାଯାଇଥିଲା I

    ଏହା ସହିତ ଡାକ୍ତରମାନଙ୍କ ପାଇଁ ଏକ Continuing Medical Education (CME) କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡା. ଭି. ସରୋଜିନୀ ଦେବୀ, CDM&PHO, ତା. ପି. କେ. ମିଶ୍ର, DMO (Medical Services) Cum Superintendent, DHH ରାୟଗଡା, ଡା. କେ. କେ. ବାରଇ, ADPHO (FW), ଡା. ରୁମା ମହାପାତ୍ରୋ, DPHO, ଡା. ପି. କେ. ସୁବୁଧ, ADPHO (TB) ସହିତ ଅନ୍ୟାନ୍ୟ ନୋଡାଲ୍ ଅଫିସରମାନେ ଉପସ୍ଥିତ ଥିଲେ । ଏଥିରେ କ୍ଷୟରୋଗର ନବୀନ ନିଦାନ ପ୍ରଣାଳୀ, ଚିକିତ୍ସା ପ୍ରଟୋକଲ୍ ଓ ରୋଗୀ ପରିଚାଳନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା I

    ଏହି ବର୍ଷର ଥୁମ୍‌ରେ ଉଲ୍ଲେତ “Janbhagidari” (ଜନଭାଗୀଦାରି) TB ନିରାକରଣରେ ଗୁରୁତ୍ଵପୂର୍ଣ । ସମାଜର ସମସ୍ତ ଶ୍ରେଣୀ—ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ସମୁଦାୟ, ଯୁବପିଢ଼ି ଓ ସାଧାରଣ ଲୋକମାନେ ଏକତ୍ରିତ ହୋଇ କାମ କଲେ TB ରୋଗୀଙ୍କୁ ସମୟରେ ଚିହ୍ନଟ, ସହଯୋଗ ଓ ପୂର୍ଣ୍ଣ ଚିକିତ୍ସା ନିଶ୍ଚିତ କରିପାରିବ । ଜନଭାଗୀଦାରି ଦ୍ବାରା ରୋଗୀଙ୍କ ଉପରେ ଥିବା ସାମାଜିକ କଳଙ୍କ କମିବା ସହିତ ସେମାନଙ୍କୁ ପୂଷ୍ଟିକର ଖାଦ୍ୟ ଓ ମାନସିକ ସମର୍ଥନ ମଧ୍ଯ ମିଳୁଛି।

    ଜିଲ୍ଲାର NTEP କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦୨୫ ବର୍ଷରେ ରାୟଗଡା ଉଲ୍ଲେଖନୀୟ ସଫଳତା ହାସଲ କରିଛି। TB Notification 6 ९০০% , Presumptive TB Examination 60%, TB HIV Screening 66 ୯୯% ଓ Diabetic Screening ରେ ୯୪% ସଫଳତା ଲାଭ ହୋଇଛି। ସେହିପରି Nikshay Poshan Yojana ରେ ୮୭% କାର୍ଯ୍ୟକ୍ଷମତା ସହିତ, ୮୮% TB ରୋଗୀଙ୍କୁ Nikshay donor ଦ୍ବାରା ଅଡଷ୍ଟ କରାଯାଇ ପୂଷ୍ଟିକର ଖାଦ୍ୟ ବାସ୍କେଟ୍ ପ୍ରଦାନ କରାଯାଇଛି I ଏହା ସହିତ ଜିଲ୍ଲାରେ ୯୦% TB Treatment Success Rate ମଧ୍ୟ ହାସଲ କରାଯାଇଛି।

    ଯକ୍ଷ୍ମା ରୋଗ ଏକ ସଂକ୍ରାମକ କିନ୍ତୁ ସମ୍ପୂର୍ଣ ଭାବେ ନିରାମୟଯୋଗ୍ୟ ରୋଗ । ସରକାର ପକ୍ଷରୁ ମାଗଣା ପରୀକ୍ଷା ଓ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। ଦୀର୍ଘ ସମୟ ଧରି କାଶ, ଜ୍ୱର, ଓଜନ କମିବା ପରି ଲକ୍ଷଣ ଦେଖାଦେଇଥିଲେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସମ୍ପର୍କ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

    ଏହି କାର୍ଯ୍ୟକ୍ରମ ମାଧ୍ଯମରେ TB ମୁକ୍ତ ରାୟଗଡା ଓ TB ମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଛି।

    Share. Facebook Twitter WhatsApp

    Related Posts

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର
    Watch YouTube

    You May Like

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.