ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : ବିହାର ରାଜ୍ୟ ରେ SIR ଲାଗୁ ହେବା ଫଳରେ ଲକ୍ଷ୍ୟ ଲକ୍ଷ୍ୟ ଭୋଟର ତାଲିକା ନାମ କଟିଛି ଓ ଯାହାକୁ ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରି ଥିଲେ ଅନ୍ୟ ପଟେ ବିହାର ରାଜ୍ୟ ରେ ବିଧାନ ସଭା ନିର୍ବାଚନ ଆଉ ଏକ ମାସ ମଧ୍ୟରେ ହେବାକୁ ଯାଉଛି ତାହା ପରେ ୨୦୨୬ ରେ ପଶ୍ଚିମ ବଙ୍ଗ ରାଜ୍ୟ ରେ ବିଧାନ ସଭା ନିର୍ବାଚନ ପୂର୍ବରୁ ପଶ୍ଚିମ ବଙ୍ଗ ରାଜ୍ୟରେ SIR ଲାଗୁ ହେବ ଏବଂ ସେହି SIR ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ପଶ୍ଚିମ ବଙ୍ଗ ରାଜ୍ୟ ରେ ନିର୍ବାଚନ କମିଶନର ଉପ-ନିର୍ବାଚନ କମିଶନର ଜ୍ଞାନେଶ ଭାରତୀଙ୍କ ସମେତ ଚାରି ଜଣିଆ ପ୍ରତିନିଧିଙ୍କ ଏକ ଦଳ ପଶ୍ଚିମ ବଙ୍ଗ ରାଜ୍ୟକୁ ଆସିଛନ୍ତି। ଉତ୍ତର ବଙ୍ଗ ଜିଲ୍ଲା ରେ ଗତ କିଛି ଦିନ ଧରି ବନ୍ୟା ପରିସ୍ଥିତି କୁ ନେଇ ଉତ୍ତର ବଙ୍ଗ ବ୍ୟତୀତ ପଶ୍ଚିମ ବଙ୍ଗ ରାଜ୍ୟର ସମସ୍ତ ଜିଲ୍ଲା ର BDO ସମ୍ମିଳନୀ ଆରମ୍ଭ ହୋଇଛି। ପଶ୍ଚିମ ବଙ୍ଗ ରାଜ୍ୟରେ SIR ଲାଗୁ ହେବ। ଏବଂ ସେହି SIR କୁ ନେଇ ପୁଣି ପଶ୍ଚିମ ବଙ୍ଗ ରାଜ୍ୟ ରେ ରାଜନୈତିକ ଉଷ୍ମତା ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବିଜେପି ବିରୋଧୀ ଦଳ ମଧ୍ୟରେ
ବିହାର ପରେ ପଶ୍ଚିମବଙ୍ଗ ରାଜ୍ୟରେ SIR ଲାଗୁ ହେବ
By Charcha News












