ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡା ତହସିଲ ଅଧିନରେ ରହିଥିବା ସତ୍ରୁସୋଲ ଗାଁରେ ବେଆଈନ ଦେଶି ଇଟା ଭାଟି ଉପରେ ଅଚାନକ ଚଢଉ କରିଛି ବୁଗୁଡା ତହସିଲ ! ଇଟା ତିଆରି ଚାଲିଥିବା ସମୟରେ ହୋଇଥିଲା ଚଢଉ !ଲକ୍ଷ୍ଯାଧିକ ଟଙ୍କାର ଇଟାଭାଟି ଭଙ୍ଗାରୁଜା !କରିଛି ବୁଗୁଡା ତହସିଲ !ଏପରିକି ବେଆଈନ ଇଟାଭାଟି ନକରିବା ପାଇଁ ବୁଗୁଡା ତହସିଲ ପକ୍ଷରୁ କୁହାଜାଇଛି !ଇଟାଭାଟି ଚଢଉ ବେଳେ
ବୁଗୁଡା ତହସିଲଦାର ତାପସରାଉତ ଙ୍କ ସମେତ ଆରାଇ ମାନେ ଉପସ୍ତିତ ରହିଥିଲେ !
ବେଆଈନ ଦେଶି ଇଟା ଭାଟି ଉପରେ ଚଢଉ
By Charcha News











