ବଲାଙ୍ଗିର / ଦେବେନ୍ଦ୍ର ପୋଡ଼
ବେଲପଡାକୁ NAC ମାନ୍ୟତା ଦାବୀରେ ଆଜି ବେଲପଡା ବନ୍ଦ ଡାକରା ଦେବା ସହିତ ରାସ୍ତାରୋକ କରାଯାଇଛି । ଆଜିର ବନ୍ଦ ପାଳନ କୁ ବେଲପଡ଼ା ସହରବାସୀ ନିଜ ନିଜ ଦୋକାନ ବଜାର ବନ୍ଦ କରି ପୂର୍ଣ୍ଣ ସମର୍ଥନ କରିଛନ୍ତି । ବିଭିନ୍ନ ସାମାଜିକ ସଂଗଠନ ମାନେ ମଧ୍ୟ ସମର୍ଥନ ଜଣାଇଛିନ୍ତି । ବେଲପଡାରେ ସମସ୍ତ ଦୋକାନ ବଜାର ବନ୍ଦ ସହିତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଛି । ଆଗାମୀ ଦିନରେ NAC ମାନ୍ୟତା ନଦେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ପ୍ରକାଶ କରିଛନ୍ତି ।
ବେଲପଡ଼ାକୁ N.a.c ଦାବିରେ ୧୨ଘଣ୍ଟା ଆ ବନ୍ଦ ପାଳନ
By Charcha News











