Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, May 9
    Facebook X (Twitter) YouTube Instagram
    Trending
    • ରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିby_ସୌମ୍ୟ ରଞ୍ଜନ ଦାସରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷାଧିକ ରାଜସ୍ୱ ସମ୍ବନ୍ଧୀୟ ମାମଲା ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବାରୁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଗଭୀର ଚିନ୍ତା ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ମୋକଦ୍ଦମା ଗୁଡ଼ିକର ଦ୍ରୁତ ଶୁଣାଣି ଏବଂ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ପକ୍ଷରୁ ୩୦ଟି ଡିଭିଜନାଲ୍ ରାଜସ୍ୱ ଅଦାଲତକୁ ସକ୍ରିୟ କରାଯାଇଥିବା ସହ ଜିଲ୍ଲା କଲେକ୍ଟର, ଉପଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି । ବୈଠକରେ ନୂତନ ଏସଓପି ଜାରି କରାଯାଇଥିବା ସୂଚନା ମଧ୍ୟ ମିଳିଛି, ଯେଉଁଥିରେ ପ୍ରତିଦିନ କେତେଟି କେସର ଶୁଣାଣି ହେବ, କେଉଁ ସମୟସୀମା ମଧ୍ୟରେ ମାମଲାର ସମାଧାନ କରାଯିବ ଏବଂ ଶୁଣାଣି ପ୍ରକ୍ରିୟା କିପରି ସ୍ୱଚ୍ଛ ରହିବ ସେଥିପାଇଁ ସ୍ପଷ୍ଟ ପ୍ରାବଧାନ ରହିଛି । ସେଥି ସହିତ ଜମି ରେଜିଷ୍ଟ୍ରେସନ ଓ ରାଜସ୍ୱ କାର୍ଯ୍ୟାଳୟରେ ଦଲାଲ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ନିରୋଧ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଅନଲାଇନ୍ ମନିଟରିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରି ପ୍ରତ୍ୟେକ କେସର ଅଗ୍ରଗତି ଉପରେ ସିଧାସଳଖ ନଜର ରଖାଯିବ ଏବଂ ସାଧାରଣ ଲୋକଙ୍କୁ ହେରାସ୍ମେଣ୍ଟ ମୁକ୍ତ ସେବା ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଦୀର୍ଘଦିନ ଧରି ଅଟକିଥିବା ରାଜସ୍ୱ ମୋକଦ୍ଦମାର ସମାଧାନ ତ୍ୱରାନ୍ୱିତ ହେବା ସହ ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି ।
    • ବସ୍ତିବାସିନ୍ଦା ବିଶେଷ କରି କୃଷକ ବଜାର ବସ୍ତିବାସିନ୍ଦା ଗତ କିଛି ଦିନ ହେବ ବସ୍ତି ଉଚ୍ଛେଦର ଏକ ଆତଙ୍କ ଲୋକଙ୍କଙ୍କ ଭିତରେ ଖେଳାଯାଇ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରି ପକାଇଛି।
    • ଚାଷୀଙ୍କ ହକ ପାଇଁ ବିଜେଡି କଲା ଜିଲ୍ଲାପାଳ ଅଫିସ ଘେରାଉ ବିକ୍ଷୋଭ ପ୍ରଦର୍ଶନ l
    • ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ବସ୍ତା ମଣ୍ଡଳ ପକ୍ଷରୁ ଗୋଲକ ନାରାୟଣ ବନଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚାଳିତ ବର୍ଷ ବସ୍ତା ବ୍ଲକ ରେ A1 ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର, ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି.ବସ୍ତା ମଣ୍ଡଳ ସଭାପତି ଯତୀନ୍ଦ୍ରନାଥ ଦାସ ଅଧିକାରୀ ଙ୍କ ସଭାପତିତ୍ୱ ରେ ଓଷ୍ଟା ର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର,ବୀରେନ୍ଦ୍ର ନାରାୟଣ ପ୍ରହରାଜ,ମିନତୀ ରଣା, ହାରିବାସ ଦାସ,ଜଗବନ୍ଧୁ ସାହୁ, ତୃପ୍ତି ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କାମନା କରିଥିଲେ. ଚାଳିତ ବର୍ଷ ବସ୍ତା ବ୍ଲକ ରେ ସମୁଦାୟ 2389 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ A1 ରେ 26 ଜଣ, A2 ରେ 212 ଜଣ,B1 ରେ 580,B2 ରେ 676, C ଗ୍ରେଡ଼ ରେ 494,D ଗ୍ରେଡ଼ ରେ 251, E ଗ୍ରେଡ଼ ରେ 84,ଏବଂ F ଗ୍ରେଡ଼ ରେ 64 ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ 47 ଜଣ ଫେଲ ହୋଇଥିବା ସୂଚନା ଦେଇଛନ୍ତି.
    • ଚାନ୍ଦବାଲି କୋର୍ଟ ପରିସରରୁ ପୋଲିସ ହେଫାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା। ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ ::
    • ଥମୁନି ଦାଦନ ଯନ୍ତ୍ରଣା; ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ଯୁବକ
    • ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ତରଫରୁ ମାଝୀଗୁଡ଼ା ମାଁ ବୁଢ଼ୀଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ନରସିଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
    • ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଓଡ଼ିଶା ନମ୍ବର ୱାନ୍‌ : ଅରୁଣ ସାହୁ
    • ବାଲିଅନ୍ତା ହତ୍ୟାକାଣ୍ଡରେ କଡ଼ା ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ମହିଳା କମିସନ୍‌ :
    • ହତ୍ୟା ପୂର୍ବରୁ ୭୨ ଘଣ୍ଟା ଧରି ଚାଲିଥିଲା ରେକି, ପୂରା ଅପରେସନ୍‌ ଥିଲା ପ୍ଲାନ୍‌ଡ : ଏସ୍‌ଆଇଟି
    • ଉଦଳା କୁଶଳଦା ଗ୍ରାମ ଭିତରେ ଭାଲୁ ଉପଦ୍ରଵ, ଜଣେ ମହିଳା ଗୁରୁତର, ଜଣେ ପୁରୁସ ଆହତ :
    • ପୋଲିସ ଜାଣିକି ଅଭିଯୁକ୍ତ କୁ ଗିରଫ କରୁନି, ପିସିସି ସଭାପତି :;
    • କେନ୍ଦ୍ରାପଡ଼ା ଜିଲ୍ଲା ଜନରା ବାରିମୂଳ ର
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିby_ସୌମ୍ୟ ରଞ୍ଜନ ଦାସରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷାଧିକ ରାଜସ୍ୱ ସମ୍ବନ୍ଧୀୟ ମାମଲା ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବାରୁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଗଭୀର ଚିନ୍ତା ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ମୋକଦ୍ଦମା ଗୁଡ଼ିକର ଦ୍ରୁତ ଶୁଣାଣି ଏବଂ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ପକ୍ଷରୁ ୩୦ଟି ଡିଭିଜନାଲ୍ ରାଜସ୍ୱ ଅଦାଲତକୁ ସକ୍ରିୟ କରାଯାଇଥିବା ସହ ଜିଲ୍ଲା କଲେକ୍ଟର, ଉପଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି । ବୈଠକରେ ନୂତନ ଏସଓପି ଜାରି କରାଯାଇଥିବା ସୂଚନା ମଧ୍ୟ ମିଳିଛି, ଯେଉଁଥିରେ ପ୍ରତିଦିନ କେତେଟି କେସର ଶୁଣାଣି ହେବ, କେଉଁ ସମୟସୀମା ମଧ୍ୟରେ ମାମଲାର ସମାଧାନ କରାଯିବ ଏବଂ ଶୁଣାଣି ପ୍ରକ୍ରିୟା କିପରି ସ୍ୱଚ୍ଛ ରହିବ ସେଥିପାଇଁ ସ୍ପଷ୍ଟ ପ୍ରାବଧାନ ରହିଛି । ସେଥି ସହିତ ଜମି ରେଜିଷ୍ଟ୍ରେସନ ଓ ରାଜସ୍ୱ କାର୍ଯ୍ୟାଳୟରେ ଦଲାଲ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ନିରୋଧ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଅନଲାଇନ୍ ମନିଟରିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରି ପ୍ରତ୍ୟେକ କେସର ଅଗ୍ରଗତି ଉପରେ ସିଧାସଳଖ ନଜର ରଖାଯିବ ଏବଂ ସାଧାରଣ ଲୋକଙ୍କୁ ହେରାସ୍ମେଣ୍ଟ ମୁକ୍ତ ସେବା ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଦୀର୍ଘଦିନ ଧରି ଅଟକିଥିବା ରାଜସ୍ୱ ମୋକଦ୍ଦମାର ସମାଧାନ ତ୍ୱରାନ୍ୱିତ ହେବା ସହ ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି ।

    ରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିby_ସୌମ୍ୟ ରଞ୍ଜନ ଦାସରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷାଧିକ ରାଜସ୍ୱ ସମ୍ବନ୍ଧୀୟ ମାମଲା ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବାରୁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଗଭୀର ଚିନ୍ତା ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ମୋକଦ୍ଦମା ଗୁଡ଼ିକର ଦ୍ରୁତ ଶୁଣାଣି ଏବଂ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ପକ୍ଷରୁ ୩୦ଟି ଡିଭିଜନାଲ୍ ରାଜସ୍ୱ ଅଦାଲତକୁ ସକ୍ରିୟ କରାଯାଇଥିବା ସହ ଜିଲ୍ଲା କଲେକ୍ଟର, ଉପଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି । ବୈଠକରେ ନୂତନ ଏସଓପି ଜାରି କରାଯାଇଥିବା ସୂଚନା ମଧ୍ୟ ମିଳିଛି, ଯେଉଁଥିରେ ପ୍ରତିଦିନ କେତେଟି କେସର ଶୁଣାଣି ହେବ, କେଉଁ ସମୟସୀମା ମଧ୍ୟରେ ମାମଲାର ସମାଧାନ କରାଯିବ ଏବଂ ଶୁଣାଣି ପ୍ରକ୍ରିୟା କିପରି ସ୍ୱଚ୍ଛ ରହିବ ସେଥିପାଇଁ ସ୍ପଷ୍ଟ ପ୍ରାବଧାନ ରହିଛି । ସେଥି ସହିତ ଜମି ରେଜିଷ୍ଟ୍ରେସନ ଓ ରାଜସ୍ୱ କାର୍ଯ୍ୟାଳୟରେ ଦଲାଲ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ନିରୋଧ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଅନଲାଇନ୍ ମନିଟରିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରି ପ୍ରତ୍ୟେକ କେସର ଅଗ୍ରଗତି ଉପରେ ସିଧାସଳଖ ନଜର ରଖାଯିବ ଏବଂ ସାଧାରଣ ଲୋକଙ୍କୁ ହେରାସ୍ମେଣ୍ଟ ମୁକ୍ତ ସେବା ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଦୀର୍ଘଦିନ ଧରି ଅଟକିଥିବା ରାଜସ୍ୱ ମୋକଦ୍ଦମାର ସମାଧାନ ତ୍ୱରାନ୍ୱିତ ହେବା ସହ ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି ।

    By Charcha NewsMay 8, 2026
    Share
    Facebook Twitter Email WhatsApp

    ଚର୍ଚ୍ଚା ନିୟୁଜ୍

    Share. Facebook Twitter WhatsApp

    Related Posts

    ଚାଷୀଙ୍କ ହକ ପାଇଁ ବିଜେଡି କଲା ଜିଲ୍ଲାପାଳ ଅଫିସ ଘେରାଉ ବିକ୍ଷୋଭ ପ୍ରଦର୍ଶନ l

    May 8, 2026 ଆଜିର ଖବର

    ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ବସ୍ତା ମଣ୍ଡଳ ପକ୍ଷରୁ ଗୋଲକ ନାରାୟଣ ବନଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚାଳିତ ବର୍ଷ ବସ୍ତା ବ୍ଲକ ରେ A1 ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର, ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି.ବସ୍ତା ମଣ୍ଡଳ ସଭାପତି ଯତୀନ୍ଦ୍ରନାଥ ଦାସ ଅଧିକାରୀ ଙ୍କ ସଭାପତିତ୍ୱ ରେ ଓଷ୍ଟା ର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର,ବୀରେନ୍ଦ୍ର ନାରାୟଣ ପ୍ରହରାଜ,ମିନତୀ ରଣା, ହାରିବାସ ଦାସ,ଜଗବନ୍ଧୁ ସାହୁ, ତୃପ୍ତି ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କାମନା କରିଥିଲେ. ଚାଳିତ ବର୍ଷ ବସ୍ତା ବ୍ଲକ ରେ ସମୁଦାୟ 2389 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ A1 ରେ 26 ଜଣ, A2 ରେ 212 ଜଣ,B1 ରେ 580,B2 ରେ 676, C ଗ୍ରେଡ଼ ରେ 494,D ଗ୍ରେଡ଼ ରେ 251, E ଗ୍ରେଡ଼ ରେ 84,ଏବଂ F ଗ୍ରେଡ଼ ରେ 64 ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ 47 ଜଣ ଫେଲ ହୋଇଥିବା ସୂଚନା ଦେଇଛନ୍ତି.

    May 8, 2026 ଆଜିର ଖବର

    ଚାନ୍ଦବାଲି କୋର୍ଟ ପରିସରରୁ ପୋଲିସ ହେଫାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା। ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ ::

    May 8, 2026 ଆଜିର ଖବର

    ଥମୁନି ଦାଦନ ଯନ୍ତ୍ରଣା; ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ଯୁବକ

    May 8, 2026 ଆଜିର ଖବର

    ବାଲିଅନ୍ତା ହତ୍ୟାକାଣ୍ଡରେ କଡ଼ା ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ମହିଳା କମିସନ୍‌ :

    May 8, 2026 ଅପରାଧ

    କେନ୍ଦ୍ରାପଡ଼ା ଜିଲ୍ଲା ଜନରା ବାରିମୂଳ ର

    May 8, 2026 ଆଜିର ଖବର

    କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :

    May 7, 2026 ଆଜିର ଖବର

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026 ଆଜିର ଖବର

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026 ଆଜିର ଖବର

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର
    Watch YouTube

    You May Like

    ରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିby_ସୌମ୍ୟ ରଞ୍ଜନ ଦାସରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷାଧିକ ରାଜସ୍ୱ ସମ୍ବନ୍ଧୀୟ ମାମଲା ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବାରୁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଗଭୀର ଚିନ୍ତା ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ମୋକଦ୍ଦମା ଗୁଡ଼ିକର ଦ୍ରୁତ ଶୁଣାଣି ଏବଂ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ପକ୍ଷରୁ ୩୦ଟି ଡିଭିଜନାଲ୍ ରାଜସ୍ୱ ଅଦାଲତକୁ ସକ୍ରିୟ କରାଯାଇଥିବା ସହ ଜିଲ୍ଲା କଲେକ୍ଟର, ଉପଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି । ବୈଠକରେ ନୂତନ ଏସଓପି ଜାରି କରାଯାଇଥିବା ସୂଚନା ମଧ୍ୟ ମିଳିଛି, ଯେଉଁଥିରେ ପ୍ରତିଦିନ କେତେଟି କେସର ଶୁଣାଣି ହେବ, କେଉଁ ସମୟସୀମା ମଧ୍ୟରେ ମାମଲାର ସମାଧାନ କରାଯିବ ଏବଂ ଶୁଣାଣି ପ୍ରକ୍ରିୟା କିପରି ସ୍ୱଚ୍ଛ ରହିବ ସେଥିପାଇଁ ସ୍ପଷ୍ଟ ପ୍ରାବଧାନ ରହିଛି । ସେଥି ସହିତ ଜମି ରେଜିଷ୍ଟ୍ରେସନ ଓ ରାଜସ୍ୱ କାର୍ଯ୍ୟାଳୟରେ ଦଲାଲ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ନିରୋଧ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଅନଲାଇନ୍ ମନିଟରିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରି ପ୍ରତ୍ୟେକ କେସର ଅଗ୍ରଗତି ଉପରେ ସିଧାସଳଖ ନଜର ରଖାଯିବ ଏବଂ ସାଧାରଣ ଲୋକଙ୍କୁ ହେରାସ୍ମେଣ୍ଟ ମୁକ୍ତ ସେବା ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଦୀର୍ଘଦିନ ଧରି ଅଟକିଥିବା ରାଜସ୍ୱ ମୋକଦ୍ଦମାର ସମାଧାନ ତ୍ୱରାନ୍ୱିତ ହେବା ସହ ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି ।

    May 8, 2026

    ବସ୍ତିବାସିନ୍ଦା ବିଶେଷ କରି କୃଷକ ବଜାର ବସ୍ତିବାସିନ୍ଦା ଗତ କିଛି ଦିନ ହେବ ବସ୍ତି ଉଚ୍ଛେଦର ଏକ ଆତଙ୍କ ଲୋକଙ୍କଙ୍କ ଭିତରେ ଖେଳାଯାଇ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରି ପକାଇଛି।

    May 8, 2026

    ଚାଷୀଙ୍କ ହକ ପାଇଁ ବିଜେଡି କଲା ଜିଲ୍ଲାପାଳ ଅଫିସ ଘେରାଉ ବିକ୍ଷୋଭ ପ୍ରଦର୍ଶନ l

    May 8, 2026

    ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ବସ୍ତା ମଣ୍ଡଳ ପକ୍ଷରୁ ଗୋଲକ ନାରାୟଣ ବନଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚାଳିତ ବର୍ଷ ବସ୍ତା ବ୍ଲକ ରେ A1 ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର, ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି.ବସ୍ତା ମଣ୍ଡଳ ସଭାପତି ଯତୀନ୍ଦ୍ରନାଥ ଦାସ ଅଧିକାରୀ ଙ୍କ ସଭାପତିତ୍ୱ ରେ ଓଷ୍ଟା ର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର,ବୀରେନ୍ଦ୍ର ନାରାୟଣ ପ୍ରହରାଜ,ମିନତୀ ରଣା, ହାରିବାସ ଦାସ,ଜଗବନ୍ଧୁ ସାହୁ, ତୃପ୍ତି ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କାମନା କରିଥିଲେ. ଚାଳିତ ବର୍ଷ ବସ୍ତା ବ୍ଲକ ରେ ସମୁଦାୟ 2389 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ A1 ରେ 26 ଜଣ, A2 ରେ 212 ଜଣ,B1 ରେ 580,B2 ରେ 676, C ଗ୍ରେଡ଼ ରେ 494,D ଗ୍ରେଡ଼ ରେ 251, E ଗ୍ରେଡ଼ ରେ 84,ଏବଂ F ଗ୍ରେଡ଼ ରେ 64 ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ 47 ଜଣ ଫେଲ ହୋଇଥିବା ସୂଚନା ଦେଇଛନ୍ତି.

    May 8, 2026

    ଚାନ୍ଦବାଲି କୋର୍ଟ ପରିସରରୁ ପୋଲିସ ହେଫାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା। ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ ::

    May 8, 2026

    ଥମୁନି ଦାଦନ ଯନ୍ତ୍ରଣା; ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ଯୁବକ

    May 8, 2026

    ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ତରଫରୁ ମାଝୀଗୁଡ଼ା ମାଁ ବୁଢ଼ୀଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ନରସିଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    May 8, 2026

    ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଓଡ଼ିଶା ନମ୍ବର ୱାନ୍‌ : ଅରୁଣ ସାହୁ

    May 8, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.