ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : କୋଲକତା ସ୍ଥିତ କ୍ରିକେଟ ଖେଳ ପଡିଆ ଇଡେନ୍ ଗାର୍ଡେନ ରେ ଆଜି ଭାରତୀୟ ମହିଳା କ୍ରିକେଟ ଦଳ ର ଖେଳାଳି ରିଚା ଘୋଷ କୁ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ କ୍ରିକେଟ ଦଳ ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରିଚା ଘୋଷକୁ କ୍ରିକେଟ ଆସୋସିଏସନ ବେଙ୍ଗଲ ପକ୍ଷରୁ ଏକ ସୁନା ର ବ୍ୟାଟ ଓ ସୁନା ର ବଲ ମଧ୍ୟ ଉପହାର ସ୍ୱରୂପ ଦିଆ ଯାଇଛି ଓ ପଶ୍ଚିମ ବଙ୍ଗ ରାଜ୍ୟ ସରକାର ପକ୍ଷରୁ ସର୍ବୋଚ୍ଚ ସମ୍ମାନ ବଙ୍ଗ ଭୂଷଣ ସମ୍ମାନ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ରିଚା ଘୋଷଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସୌରଭ ଗାଙ୍ଗୁଲି
By Charcha News











