ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ସାଗରଦିଘି ମୋଡ ଗ୍ରାମ ନିକଟ ଦୋହାଲ ଛକରେ ଏକ ସରକାରୀ ଯାତ୍ରୀବାହୀ ବସ୍ଟି ସଡ଼କ ଉପରେ ଚଳାକାଳୀନ ସମୟରେ ହଟାତ୍ ଯାତ୍ରୀବାହୀ ବସ୍ରେ ଅଗ୍ନିକାଣ୍ଡର ଘଟଣା ଘଟିଗଲା ଓ ବସ୍ରେ ବସି ଥିବା ଯାତ୍ରୀ ମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଯେପରି ଭାବେ ବସ୍ରୁ ଓହ୍ଲାଇ ଥିଲେ ଓ ଦେଖୁ ଦେଖୁ ବସ୍ଟିରେ ଆହୁରି ବେଶୀ ନିଆଁ ଲାଗିଥିଲା ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଯାତ୍ରୀବାହୀ ବସ୍ରେ ଲାଗି ଥିବା ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ
ସଡ଼କ ଉପରେ ହଟାତ୍ ଯାତ୍ରୀବାସୀ ବସ୍ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକରୁ ରକ୍ଷା ପାଇଲେ ବହୁଯାତ୍ରୀ
By Charcha News











