ବଲାଙ୍ଗିର ୫.୮. ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ରେ କୋସଲ ରାଜ୍ୟ ମୁକ୍ତି ମୋଜା ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବେଲପଡ଼ା ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ପ୍ରଦାନ କରିଥିଲେ । କୋସଲ ରାଜ୍ୟ ମୁକ୍ତି ମୋଜାର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ବଲାଙ୍ଗିର ରୁ ଦେବେନ୍ଦ୍ର ପୋଡ଼
ହାଇକୋଟ ଦାବି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର
By Charcha News











