ରାୟଗଡ଼ା/ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା _ ବ୍ରହ୍ମପୁର କୁ ସଂଯୋଗ କରୁଥିବା ୩୨୬ ନମ୍ୱର୍ ଜାତୀୟ ରାଜପଥର ପଦ୍ମପୁର ଥାନା ଅଞ୍ଚଳର ନାରାୟଣପୁର ବୁଲାନି ରେ ଘରେଇ ବସ ସାଇସୁଧା ସହ ଟ୍ରକ ସହ ଧକ୍କା ହୋଇଛି।ଉଭୟ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ପାସେଞ୍ଜର୍ ମାନେ ମଧ୍ୟ ଅଳ୍ପ କିଛି ଆହତ ହୋଇଥିବା ସୂଚନା ମିଳିଛି।ବସ ଟି ଗୁଣୁପୁର ରୁ ବ୍ରହ୍ମପୁର ଯିବା ସମୟ ପାଖାପାଖି ଦିନ 3ଟାରେ ଦୁର୍ଘଟଣା ହୋଇଥିବା ଜଣା ପଡିଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣା ପଡିଛି ।
୩୨୬ ନମ୍ୱର୍ ଜାତୀୟ ରାଜପଥର ପଦ୍ମପୁର ବ୍ଲକ ନାରାୟଣପୁର ନିକଟରେ ବସ ସହ ଟ୍ରକ୍ ଧକ୍କା,ଉଭୟ ଡ୍ରାଇଭର ଗୁରୁତର ଆହତ
By Charcha News











