Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, June 6
    Facebook X (Twitter) YouTube Instagram
    Trending
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    • ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା
    • ଆଜିର ରାଶିଫଳ
    • ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :
    • ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
    • ହାତୀକୁଟରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ::
    • ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି :ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::
    • ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::
    • ମୌସୁମୀ ଆଗମନରେ ବିଳମ୍ବ : ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।
    • ଉପସାଗରରେ ବଡ଼ ବିସ୍ଫୋରଣ , ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ
    • ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ଭୋଟର ତାଲିକା ସଂଶୋଧନ ପାଇଁ ସଚେତନତା ରଥ ଗାଁ ଗାଁରେ

    ଭୋଟର ତାଲିକା ସଂଶୋଧନ ପାଇଁ ସଚେତନତା ରଥ ଗାଁ ଗାଁରେ

    By Charcha NewsJune 2, 2026
    Share
    Facebook Twitter Email WhatsApp

    ଉଦଳାରୁ ଶୁଭାରମ୍ଭ, ମତଦାତାଙ୍କୁ ସଚେତନ କରିବ ପ୍ରଶାସନ :

    BY-ରାଜୀବ କୁମାର ବେହେରା

    ଉଦଳା, ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌-୨୦୨୬) କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ପାଇଁ ଉଦଳାରେ ଏକ ସଚେତନତା ରଥର ଶୁଭ ଉଦ୍‌ଘାଟନ କରାଯାଇଛି। କପ୍ତିପଦା ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ସୁଶାନ୍ତ କୁମାର ବାରିକ ପତାକା ଦେଖାଇ ଏହି ରଥକୁ ଉଦଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରିଥିଲେ।

    ଏହି ସଚେତନତା ରଥ ଉଦଳା ଏନ୍‌ଏସି, ଉଦଳା ବ୍ଲକ, କପ୍ତିପଦା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ସୂଚନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବ। ନୂତନ ମତଦାତାଙ୍କ ପଞ୍ଜିକରଣ, ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ ଏବଂ ଅଯୋଗ୍ୟ ନାମ ବିଲୋପ ଭଳି ପ୍ରକ୍ରିୟା ବିଷୟରେ ଲୋକଙ୍କୁ ସଚେତନ କରାଯିବ।

    ଉପଜିଲ୍ଲାପାଳ ଶ୍ରୀ ବାରିକ କହିଥିଲେ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ମଇ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ବିଏଲ୍‌ଓମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ପୂରଣ କରିବା ସହ ଆବେଦନକାରୀଙ୍କୁ ସ୍ୱୀକୃତି ପତ୍ର ପ୍ରଦାନ କରିବେ। ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ନାମକୁ ବାଦ ଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

    ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭୋଟର ତାଲିକା ସମ୍ପର୍କିତ କୌଣସି ସୂଚନା କିମ୍ବା ସହାୟତା ପାଇଁ ସାଧାରଣ ନାଗରିକମାନେ ଟୋଲ୍‌ ଫ୍ରି ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ।

    ଏହି ଅବସରରେ ଉଦଳା ତହସିଲଦାର ସୁପ୍ରଭା ଦାସ, ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ପ୍ରବୀଣ କୁମାର ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

    June 5, 2026 ରାଜ୍ୟ

    June 4, 2026 ରାଜ୍ୟ

    ହାତୀକୁଟରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ::

    June 3, 2026 ରାଜ୍ୟ

    ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି :ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::

    June 2, 2026 ରାଜ୍ୟ

    ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::

    June 2, 2026 ରାଜ୍ୟ

    ମୌସୁମୀ ଆଗମନରେ ବିଳମ୍ବ : ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

    June 2, 2026 ରାଜ୍ୟ

    ଉପସାଗରରେ ବଡ଼ ବିସ୍ଫୋରଣ , ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ

    June 2, 2026 ରାଜ୍ୟ

    ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::

    June 2, 2026 ଅନ୍ୟାନ୍ୟ

    ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶାସନର ତତ୍ପରତା

    June 2, 2026 ରାଜ୍ୟ

    ପୁରୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ମଞ୍ଚରେ ଚମକିବ ଓଡ଼ିଶାର ବିପର୍ୟ୍ୟୟ ପରିଚାଳନା ମଡେଲ

    June 1, 2026 ରାଜ୍ୟ

    ମୋହନ ସରକାରର ୨ ବର୍ଷ ପୂର୍ତ୍ତି , କାଲିଠୁ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    June 1, 2026 ରାଜ୍ୟ

    ଗାଁ ଦାଣ୍ଡରେ ଯୁବକ ଙ୍କୁ ​ଟାଙ୍ଗିଆ ଚୋଟରେ ହତ୍ୟା,ପୋଲିସ ତଦନ୍ତ ଜାରି,ଅଭିଯୁକ୍ତ ଅଟକ

    June 1, 2026 ରାଜ୍ୟ
    Watch YouTube

    You May Like

    ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

    June 5, 2026

    କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ

    June 5, 2026

    ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି

    June 5, 2026

    ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

    June 5, 2026

    June 4, 2026

    ଆଜିର ରାଶିଫଳ

    June 4, 2026

    ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :

    June 3, 2026

    ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

    June 3, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.