Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :
    • ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::
    • ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଚଇତି -୨୫ କ୍ରୀଡା ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ

    ଚଇତି -୨୫ କ୍ରୀଡା ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ

    By Charcha NewsDecember 12, 2025
    Share
    Facebook Twitter Email WhatsApp



    ରବିନ୍ଦ୍ର ନାଥ ମହାପାତ୍ର/ ରାୟଗଡା: ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି -୨୦୨୫’ ପାଳନ ଉପଲେକ୍ଷ ଗତ ୧୧/୧୨/୨୫ରିଖ ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ | ୩୨୬ ନମ୍ବର ଜାତୀୟ ରାଜପଥ କୋରାପୁଟ ଛକରୁ ବରିଷ୍ଠ ନାଗରିକ ମାନଙ୍କର ପlଦଚlଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ,
     ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଚଇତି କ୍ରୀଡା ଉପସମିତିର ଅଧକ୍ଷ ଚନ୍ଦ୍ର କାନ୍ତ ମାଝୀ, ଡି.ଆଇ.ପି.ଆର.ଓ ଶ୍ରୀ ବସନ୍ତ କୁମାର ପ୍ରଧାନ, କ୍ରୀଡା ଅଧିକାରୀ ଶେଖ୍ ଆଲେନୁର, ପ୍ରମୁଖ ଉପସ୍ଥିତ ଥିଲେ।
    ସ୍ଥାନୀୟ କୋରାପୁଟ ଛକରୁ କାଟିଲାଗୁଡା ମା ତାରିଣୀ ପୀଠ ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ଯାଏଁ ପୁରୁଷ ମହିଳା ବର୍ଗର ୫୦ବର୍ଷରୁ ୬୦ ବର୍ଷ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗ ମଧ୍ୟରେ ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏଥିରେ ବହୁ ପ୍ରତିଯୋଗୀ ନିଜ ନାମ ପଞ୍ଜିକୃତ କରି ମିନି ୱାକଥନରେ ସାମିଲ ହୋଇଥିଲେ | ଉଭୟ ବର୍ଗରେ ପ୍ରଥମରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରକାଶ କରିଥିଲେ | ୫୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ବର୍ଗରେ ଚିତ୍ତରଞ୍ଜନ ରଥ,ପ୍ରଥମ, ଦ୍ଵିତୀୟରେ ବୁଧୁରାମ ମହାନ୍ତ, ତୃତୀୟରେ ହରିଶ ଚନ୍ଦ୍ର ସାହୁ, ଚତୁର୍ଥରେ 
    ସୁବାଷ ଚନ୍ଦ୍ର ବାରିକ ଓ ହର ପ୍ରସାଦ ନlଲା ପଞ୍ଚମ ସ୍ଥାନରେ ରହିଥିବା ବେଳେ ୫୦ ଉର୍ଦ୍ଧ୍ୱ ମହିଳା ବର୍ଗରେ ଶିକ୍ଷୟତ୍ରୀ ସୁଜାତା ମାଦଳା ପ୍ରଥମ ସ୍ଥାନରେ, ସୁଜାତା ବାରିକ ଦ୍ଵିତୀୟରେ,ଓ ସୁଲତା ପ୍ରଧାନ ତୃତୀୟରେ,ସ୍ଥାନ ହାସଲ କରିଥିଲେ l ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ପ୍ରତିଯୋଗିତାରେ ଟ୍ରପତି ପଣ୍ଡା ପ୍ରଥମ, ମହମଦ ଅବାଡୁଲା ଅଳିଯାନ ଦ୍ବିତୀୟ, ସତ୍ୟନାରାୟଣ ମିଶ୍ର, ତୃତୀୟ, ଗୁଡଲା ଭେଣକାତରଣ ଚତୁର୍ଥ ଓ ଡ଼ଃ ବାବୁରାମ ମହାନ୍ତି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି | ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଆଜିଠାରୁ ଭଲିବଲ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି l

    Share. Facebook Twitter WhatsApp

    Related Posts

    କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :

    May 7, 2026 ଆଜିର ଖବର

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026 ଆଜିର ଖବର

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026 ଆଜିର ଖବର

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର
    Watch YouTube

    You May Like

    କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :

    May 7, 2026

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.