ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର: ରାମନାଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନିକିଆ ଅପପୃଷ୍ଠୀ ମୁକ୍ତ ପଞ୍ଚାୟତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ଆଜି ସକାଳ 10 30 ରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଜାରି ରହିଥିଲା। ବିଡ଼ିଓ ଙ୍କ ନିର୍ଦ୍ଧେଶ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମାଷ୍ଟର ଟ୍ରେନର ଭାବରେ gpdo ପଦ୍ମନ ସହୁ, ଶିକ୍ଷକ ରମେଶ ଚନ୍ଦ୍ର ମିଶ୍ର, ସୁପର ଭାଇଜର ସୁବୁଦ୍ଧି ଶବର,ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ,ସେହିପରି bpc ଅଜିତ କୁମାର ଚୌଧିରି ,bpc ସହଯୋଗ କରିଥିଲେ।ଏହି ଦିନିକିଆ ତାଲିମ ଶିବିର ରେ ସମସ୍ତ ଜୀପି ର ୱାର୍ଡ ମେମ୍ବର,anm,icds ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ,ଆଶା,crp,mbk ଥିବା ବେଳେ ପାରିକ୍ଷୀତି,ନିଲାମଗୁଡ଼ା,ପେନେକାମ୍ ଓ ସୁଣ୍ଡି ଢ଼ାମୁନି ସମିତି ସଭ୍ୟ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ।
ତେବେ ଅପାପୃଷ୍ଠି ର ଶିକାର ଜଣେ ବି ବ୍ୟକ୍ତି ଶିକାର ନ ହୁଅନ୍ତି,କେଉଁ ଖାଦ୍ୟ ଖାଇବା ଆବଶ୍ୟକ ,କେଉଁ ଖାଦ୍ୟ ଖାଇଲେ ଅପପୃଷ୍ଟିର ଶିକାର ହେବେ ନାହିଁ ସେ ବିଷୟ ରେ ମାଷ୍ଟର ଟ୍ରେନର ମାନେ ସମସ୍ତ pr ମେମ୍ବର ଙ୍କ ସହ ଅଙ୍ଗନୱାଡ଼ି କର୍ମୀ anm, ଆଶା କର୍ମୀ ଙ୍କୁ ତାଲିମ ପ୍ରଦାନ କରିଥିଲେ












