Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::
    • ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଏନ୍ ଡି ଆର୍ ଏଫ୍ ଟିମ୍ ର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ସଚେତନତା କାର୍ଯ୍ୟକ୍ରମ

    ଏନ୍ ଡି ଆର୍ ଏଫ୍ ଟିମ୍ ର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ସଚେତନତା କାର୍ଯ୍ୟକ୍ରମ

    By Charcha NewsJanuary 17, 2026
    Share
    Facebook Twitter Email WhatsApp


    ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଳକର୍ଣୀ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ର ସମସ୍ତ ବ୍ଲକ କାର୍ଯ୍ୟାଳୟ ଓ ସ୍କୁଲ୍ ଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏନ୍.ଡି.ଆର୍.ଏଫ୍ ଟିମ୍ ଙ୍କ ସଚେତନତା ସମସ୍ତ ବ୍ଲକରେ ଜାରି ରହିଛି।ଏହି କ୍ରମରେ ପଦ୍ମପୁର ବ୍ଲକ କାର୍ଯ୍ୟଳୟ ଠାରେ କଟକ ମୁଣ୍ଡଲି ଏନ୍ ଡି ଆର୍ ଏଫ୍ ଟିମ୍ ୩ୟ ବାହିନୀ ଇନସପେକ୍ଟର ବିଧୁ ଭୂଷଣ ଶର୍ମା ଙ୍କ ନେତୃତ୍ୱରେ ଜଣେ ସବ ଇନସେପକେଟର ୬ଜଣ ଯବାନ ଆସି ସଚେତନତା କରିଥିଲେ।ପଦ୍ମପୁର ବ୍ଲକ କାର୍ଯ୍ୟଳୟ ଓ ସରକାରୀ ପି.ଏମ୍ .ଶ୍ରୀ ବିଜୟା ନନ୍ଦ ହାଇସ୍କୁଲ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଶେଷ କରି ବାତ୍ୟା ବନ୍ୟା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନେକ ଲୋକ ଙ୍କ ଦୁର୍ଘଟଣା ଘଟିଥାଏ।ଏହା ପରେ ସେମାନଙ୍କୁ କିପରି ସୁରକ୍ଷିତ ଭାବରେ ମେଡିକାଲ ପହଞ୍ଚାଇ ସେମାନଙ୍କ ର ଜୀବନ ରକ୍ଷା କରିପାରିବେ ତାହା ବୁଝାଇବା ସହ ଟ୍ରେନିଙ୍ଗ ମଧ୍ୟ ଦେଇଥିନେ।ହାତ,ଗୋଡ,ମୁଣ୍ଡରେ ଆଘାତ ଲଗିକେ କିପରି ରକ୍ତ ସ୍ରାବ ବନ୍ଦ ହେବ।ସେହିପରି ବନ୍ୟା ରେ ପାଣି ବୁଡ଼ିଥିବା ଲୋକଙ୍କୁ କିପରି ଉଦ୍ଧାର, ସାପ କାମୁଡି ଥିଲେ କଣ କରିବେ ସେହିପରି ହାର୍ଟ ଆଟକ ସମୟରେ କିପରି ଘରେଇ ଚିକିତ୍ସା କରିବେ,ଶିଶୁ ଙ୍କୁ କିପରି ସୁରକ୍ଷା,ନିଆଁ ଲାଗିଲେ କିପରି ଧନ ଜୀବନ ସୁରକ୍ଷା କରିବେ ଏ ନେଇ ସଚେତନତା କରିଥିଲେ। ପ୍ରଥମେ ବ୍ଲକ କାର୍ଯ୍ୟଳୟ ସଚେତନତା କରିଥିଲେ।ପରେ ଅପରାହ୍ନ ସମୟରେ ବିଜୟା ନନ୍ଦ ହାଇସ୍କୁଲ୍ ପରିସରରେ ସଚେତନତା କରିଥିଲେ।

    Share. Facebook Twitter WhatsApp

    Related Posts

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026 ଆଜିର ଖବର

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026 ଆଜିର ଖବର

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର
    Watch YouTube

    You May Like

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.