Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ

    ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ

    By Charcha NewsJanuary 18, 2026
    Share
    Facebook Twitter Email WhatsApp


    ତାରିଖ-୧୭-୦୧-୨୦୨୬
    ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର

    ରାୟଗଡ଼ା: ଜୋରଧରିଲା ବ୍ଲକ୍ ଗଠନ ଦାବି। ଗୁଣୁପୁର ବ୍ଲକ୍ ର ଜଗନ୍ନାଥ ପୁର ପଞ୍ଚାୟତକୁ ନୁତନ ବ୍ଲକ୍ ଗଠନ କରିବା ଦାବି ନେଇ ଆଜି ୪ ଗୋଟି ପଞ୍ଚାୟତର ଲୋକ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ତ୍ରିନାଥ ମନ୍ଦିର ଛକ ନିକଟରରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ଗୁଣୁପୁର ବ୍ଲକ୍ ରେ ୧୯ ଗୋଟି ପଞ୍ଚାୟତ ରହିଛି। ଯେହେତୁ ସରକାରଙ୍କ ନିୟମ ଅନୁଯାୟି ଭୈାଗଳିକ ଦୃଷ୍ଟି କୋଣରୁ ଗୁଣୁପୁର ବଡ ବ୍ଲକ୍ ରହିଛି ଜନସଂଖ୍ୟା ଅତ୍ୟାଧିକ ରହିଛି। ଏଣୁ ଏହି ବ୍ଲକ୍ କୁ କୁ ଭାଗ କରି ଚାରୋଟି ପଞ୍ଚାୟତ ଯଥା ମୋରମା, ଗୋଠଳପଦର, ଜଗନ୍ନାଥପୁର, ଶ୍ରୀଝୋଲି ବଂଶଧାରା ନ‌ଦୀର ପଶ୍ଚିମ ପାର୍ଶ୍ବରେ ରହିଥ‌ିବା ଗ୍ରାମପଞ୍ଚାୟତର ଗ୍ରାମବାସୀ ଲେଖି ଦାବି ଜଣାଇଥିଲେ। ୧୯୬୦ ମସିହାରେ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ଗଠନ ସମୟରେ ଗୁଣପୁର ସହରରେ ଅବସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟ।ଳୟ ଜଗନ୍ନାଥପୁର ରେ ପଞ୍ଚାୟତ ସମିତି ଭାବରେ କାର୍ଯ୍ୟ କରି ଆସୁଥିଲା । ପରବର୍ତ୍ତୀ ପରିସ୍ଥିତିରେ ଉପଖଣ୍ଡ ଓ ସହରର ସୁବିଧା ଦୃଷ୍ଟିରୁ ଏହାକୁ ଜଗନ୍ନାଥପୁର ବଦଳରେ ଗୁଣପୁର ସ୍ଥାନାନ୍ତର କରାଯାଇ ଗୁଣପୁର ପଞ୍ଚାୟତ ସମିତି କରାଗଲା । ଯେଉଁଥିରେ ବର୍ତ୍ତମାନ ୧୯ ଗୋଟି ଗ୍ରାମପଞ୍ଚାୟତ ରହିଅଛି ।

    ଏହାରି ମଧ୍ଯରୁ ଉପରୋକ୍ତ ଗ୍ରାମ ପଞ୍ଚାୟତ ଗୁଡିକ ସମ୍ପୂର୍ଣ ଉପାନ୍ତ ଅଞ୍ଚଳ ଓ ଆନ୍ଧ୍ର ନିକଟ ବର୍ତି ଅଞ୍ଚଳ ଅଟେ । ଉକ୍ତ ଜଗନ୍ନାଥପୁର ପଞ୍ଚାୟତ ସମିତି ଗଠନ ସମୟରେ ଏଠାରେ ଗୋଟିଏ ସି.ଏସ. ସି . (ପ୍ରାଥମିକ) ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଧିକାରୀଙ୍କ ରହିବା ନିମନ୍ତେ ବଙ୍ଗଳା ଗଠନ କରଯାଇଥିଲା ଓ ଉପାନ୍ତ ଗୋଠଳପଦର ଠାରେ ନକ୍ସଲ ବିରୋଧୀ ପୋଲିସ କେନ୍ଦ୍ର ପ୍ରତିଷ୍ଠା କରଯାଇଥିଲା । କହିବାକୁ ଗଲେ ଏହା ସମ୍ପୂର୍ଣ ନକ୍ସଲ ପ୍ରବଣ ଅଞ୍ଚଳ ଥିଲା । ବର୍ତ୍ତମାନ ଉପରୋକ୍ତ ଗ୍ରାମପଞ୍ଚାୟତ ଗୁଡିକ ନିମ୍ନମତେ ଜନସଂଖ୍ୟା, ବିଦ୍ୟାଳୟ, ରଚ୍ଚ ବିଦ୍ୟାଳୟ, ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର, ରାଜସ୍ବ ପରିଷଦ କେନ୍ଦ୍ର ରହିଅଛି । ଏହା ସହ ଉପରୋକ୍ତ ଗ୍ରାମପଞ୍ଚାୟତ ଗୁଡିକ ମନ୍ଦିର ମାଲିନୀ ଓ ଚାଷ ଉପଯୋଗୀ ଜମି ରହିଅଛି । ସରକାରଙ୍କ ସହାୟତା ହେଲେ ଉପରୋକ୍ତ ଅଞ୍ଚଳରେ ପରିଦର୍ଶନ ସ୍ଥଳି ମଧ୍ୟ ସୃଷ୍ଟି କରାଯାଇ ଜମି ଯୋଗାଣ କରାଯାଇ ପାରିବ । ସରକାରଙ୍କ ଆବଶ୍ୟକ ମୁତାବକ ବିଭିନ୍ନ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ନିର୍ମାଣପାଇଁ ସରକାରୀ ଜାଗା ରହିଅଛି । ଉପରୋକ୍ତ ଗ୍ରାମପଞ୍ଚାୟତ ଗୁଡିକୁ ନେଇ ତୁରନ୍ତ ଏକ ପଞ୍ଚାୟତ ସମିତି (ବ୍ଲକ) ଗଠନ ନିମନ୍ତେ ଗ୍ରାମବାସୀ ଦାବି କରିଥିଲେ। ଦାବପତ୍ର ପ୍ରଦାନ ସମୟରେ ପୁର୍ବତନ ସରପଞ୍ଚ ଗୈାରି ଗମାଙ୍ଗ, ଅବସର ପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ଚୈାଧୁରି, ବରିଷ୍ଟ ଓକିଲ ଗୈାରି ଦାସ, ଲୋକ ପ୍ରତିନିଧି, ସ୍ଥାନୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

    Share. Facebook Twitter WhatsApp

    Related Posts

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର
    Watch YouTube

    You May Like

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026

    ଆଜିର ରାଶିଫଳ

    May 7, 2026

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.