ସାମ୍ବାଦିକ ରାଜୀବ କୁମାର ଦାସ
ତାରିଖ- ୧୨-୦୩-୨୦୨୬
ଭଦ୍ରକ : ୨୦୨୪ ବିଧାନ ସଭା ନିର୍ବାଚନରେ ଓଡ଼ିଶା ରାଜ୍ୟ ଆମ ଜନତା ଓଡ଼ିଶାରେ ରାଜ୍ୟ ରାଜନୀତି ବିଜେଡି ଦଳ ସରକାରକୁ ହଟାଇ ଡବଲ ଇଞ୍ଜିନ ସରକାର ବିଜେପି ଦଳ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଗଡିଲେ ଓ ଡବଲ ଇଞ୍ଜିନ ସରକାର ତଥା ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଅବୈଧ ମଦ ବା କୋଇଲା ବାଲି ବନ୍ଦ ହେବ କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଥା ଖାଲି ରହିଗଲା ଭାଷଣ ରେ ତାହାର ଓଲଟା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅନ୍ତର୍ଗତ ନାୟା କାଣି ଡିହି ଥାନା ଅଧୀନରେ ଥିବା କରଞ୍ଜଆଡିଆ ବଜାର ରେ ଅବୈଧ ବିଦେଶୀ ମଦ କାରବାର ଚାଲିଛି ଜୋର୍ ସୋର୍ ରେ ଅନ୍ୟ ପଟେ କରଞ୍ଜଆଡିଆ ବଜାରରୁ ମାତ୍ର ୧ ମିନିଟ ସଡ଼କ ପଥରେ ନାୟା କାଣି ଡିହି ଥାନା ଓ ବାସୁଦେବ ପୁର ଅବକାରୀ ବିଭାଗର କିନ୍ତୁ ତେବେବି ରେଡ କରୁ ନାହିଁ ଥାନା କାହିଁକି ଏହାର ରହସ୍ୟ କଣ ତାହାକୁ ନେଇ ପୁଣି ପ୍ରଶ୍ନ ଉଠୁଛି ଥାନା ଉପରେ କାରଣ ଅବୈଧ ବିଦେଶୀ ମଦ ଦୋକାନ ପ୍ରାୟ ନାୟା କାଣି ଡିହି ଥାନା ଅଧୀନରେ ୫୦ ରୁ ଉର୍ଦ୍ଧ












