BY – ଶ୍ୟାମ ସୁନ୍ଦର DT- ୨୫.୩.୨୦୧୬
ବରଗଡ଼ :DT- ୨୫.୩.୨୦୧୬ ସହରର ହାଟପଦା ଅଞ୍ଚଳରେ ଫୁଣି ଭୁଜାଲି ଆକ୍ରମଣ ଘଟିଥିବାରୁ ଜଣେ ବ୍ୟକ୍ତି ଗୁରୁତର ର ଆହତ ହେଇଛନ୍ତି |ଆହତଙ୍କ ସ୍ତିତି ଗୁରୁତର ରହି ଥିବା ବେଳେ ସ୍ଥାନୀୟ ହସ୍ପିଟାଲ ଠାରୁ ବୁଲା ଵିମସର ରେଫର କରାଯାଇଛି |
ଘଟଣା ପରତେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଉଥିବା ସହ ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ତିତିକୁ ନିୟନ୍ତ୍ରଣ କରିଛି |ଆକ୍ରମଣର କାରଣ ଏପଯନ୍ତ୍ତ୍ୱା ସ୍ପଷ୍ଟ ହେଇନଥିବାବେଳେ ପୋଳିସହ ତଦନ୍ତ ଜାରି ରଖିଛି |
ଚର୍ଚ୍ଚା News











