ରାୟଗଡ଼ା ଜିଲ୍ଲା ଗୁଣପୁର କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ପ୍ରଧାନ ମନ୍ତ୍ରୀ ଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ନେତା ଏବଂ କର୍ମୀ।ଏହି ସମୟରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ,ଜିଲ୍ଲା ପର୍ଯ୍ୟବେକ୍ଷକ ଗୋପୀ ଆନନ୍ଦ ବରିଷ୍ଠ ବିଜେପି ନେତା Y ଗଣପତି ରାଓ,ଗୋପାଳ ସାହୁ ଙ୍କ ସହ ବନମାଳୀ ଶବର ପ୍ରମୁଖ ଉପସ୍ଥିତି ରହି ପ୍ରଧାନ ମନ୍ତ୍ରୀ ଙ୍କ ମନ କୁ ବାତ କାର୍ଯ୍ୟକ୍ରମ ପରଦା ମାଧ୍ୟମରେ ଦେଖି ଥିଲେ।ପରେ ଦିନ ଗୋଟିଏ ପର୍ଯ୍ୟନ୍ତ ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ପରିସରରେ ଗୁଣପୁର ସହର ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।ବିଶେଷ କରି ରିଙ୍ଗ ରୋଡ଼ ଏବଂ ଉପ ଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ସମସ୍ୟା ସହ ଅନେକ ବିଷୟ ରେ ଆଲୋଚନା କରିଥିଲେ ରାୟଗଡ଼ା ପର୍ଯ୍ୟବେକ୍ଷକ ନାରାୟଣ ରାଓ। ଅତି ଶୀଘ୍ର ଏହି ବିଷୟରେ ବିଭାଗୀୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରାଯିବ ବୋଲି କହିଥିଲେ।ଏହି ସମୟ ରେ ଅନେକ ଦଳ ର ସଦସ୍ୟ ମାନେ ଉପସ୍ଥିତି ରହିଥିଲେ।
ଗୁଣପୁର କାଶୀ ବିଶ୍ୱନାଥ ମନ୍ଦିର ରେ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲେ ବିଜେପି ନେତା,ଓ କର୍ମୀରାୟଗଡ଼ା :
By Charcha News












