Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, April 13
    Facebook X (Twitter) YouTube Instagram
    Trending
    • ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :
    • ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର
    • ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::
    • କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::
    • ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::
    • ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::
    • ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::
    • ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :
    • ଜାଣନ୍ତୁ ଆଜିର ରାଶିଫଳ ::
    • ଇରାନ ଓ ଭାରତ ମଧ୍ୟରେ ବଢ଼ିଲା ବନ୍ଧୁତାର ସମ୍ପର୍କ
    • ହୃଦଘାତ ନେଲା ଆଶାଙ୍କ ଜୀବନ
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    • ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲି ଗ୍ରାମ ରେ ଏକ ବିଷ୍ପୋରଣ ଘଟଣା ::

    ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲି ଗ୍ରାମ ରେ ଏକ ବିଷ୍ପୋରଣ ଘଟଣା ::

    By Charcha NewsApril 6, 2026
    Share
    Facebook Twitter Email WhatsApp

    ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲି ଗ୍ରାମ ରେ ଏକ ବିଷ୍ପୋରଣ ଘଟଣା ଘଟିଯାଇଛି । ଏହି ବିଷ୍ପୋରଣ ଘଟଣାରେ ଦୁଇଜଣ ନାବାଳକ ଗୁରୁତର ଆହତ ହୋଇ କୋଦଳା ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ପାଇଁ ଭତି ହୋଇଥିବାର ଖବର ମିଳିଛି । ତେବେ କ୍ରିକେଟ ଖେଳ ବେଳେ ବଲ ବୋଲି ଭାବି ନାବାଳକ ଦୁଇଜଣ ଧରିଦେଇଥିଲେ । ଫଳରେ ବିଷ୍ପୋରଣ ହୋଇଥିବାର ଜଣାପଡିଛି । ବୋମା ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି । କୋଉଠୁ ବୋମା ଆସିଲା ତାହା ବଡ ପ୍ରଶ୍ନ ହୋଇଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ପ୍ରଶାସନ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି |

    ଚର୍ଚା NEWS

    Share. Facebook Twitter WhatsApp

    Related Posts

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026 ଆଜିର ଖବର

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026 ଆଜିର ଖବର

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026 ଆଜିର ଖବର

    ହୃଦଘାତ ନେଲା ଆଶାଙ୍କ ଜୀବନ

    April 12, 2026 ଆଜିର ଖବର

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026 ଆଜିର ଖବର

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026 ଆଜିର ଖବର

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    April 11, 2026 ଆଜିର ଖବର

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026 ଆଜିର ଖବର

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026 ଅପରାଧ

    ଛେନା ପୋଡ…

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026 ଆଜିର ଖବର
    Watch YouTube

    You May Like

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026

    କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::

    April 13, 2026

    ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::

    April 13, 2026

    ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::

    April 13, 2026

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026

    ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :

    April 13, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.