ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : ସୂଚନା ଅନୁଯାଇ ଗତକାଲି ପଶ୍ଚିମବଙ୍ଗ ରାଜ୍ୟ ର ମେଦିନୀପୁର ଜିଲ୍ଲା ସ୍ଥିତ ଦୀଘା ପର୍ଯ୍ୟଟକ ସ୍ଥଳୀ ଦୀଘା ସମୁଦ୍ର ରେ ଏକ ଟ୍ରଲର ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା ବେଳେ ଜାଲରେ ଲାଗିଥିଲା ଏହି ବିରାଟକାୟ ମାଛ।ମାଛକୁ ନେଇ ଦିଘା ମୁଁହାନ ନିକଟରେ ପହଂଚିବା ପରେ ଏହାର ମୂଲ୍ୟ ନିର୍ଧାରଣ ହୋଇଥିଲା। ଆଉ ଏହାକୁ କିଣିବା ପାଇଁ କଲକାତାର କିଛି ବଡ଼ ବ୍ୟବସାୟୀ ପହଂଚି ଥିଲେ। ଏହି ମାଛର ବିଭିନ୍ନ ଅଂଶ ଔଷଧ ତିଆରିରେ ବ୍ୟବହୃତ ହୁଏ ସେଥିପାଇଁ ଏହା ଅଧିକ ମୂଲ୍ୟରେ ବିକ୍ରି ହୋଇଥିବା ଜଣା ପଡିଛି
ମତ୍ସ୍ୟଯିବିଙ୍କ ଜାଲରେ ଲାଗିଲା ବିରାଟକାୟ ଶଙ୍ଖଚିଲ ମାଛ, ଯାହାକୁ କିଣିବା ପାଇଁ ବଡ ବଡ଼ ବ୍ୟବସାୟୀଙ୍କ ଭିତରେ ଭିଡ଼
By Charcha News











