Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 23
    Facebook X (Twitter) YouTube Instagram
    Trending
    • ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :
    • ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :
    • କେଜରିୱାଲ ମାମଲାରୁ ନିଜକୁ ହଟାଇଲେ ଜଷ୍ଟିସ୍ ତେଜସ୍ କାରିଆ, ଗୁରୁବାର ନୂତନ ଖଣ୍ଡପୀଠରେ ଶୁଣାଣି ::
    • ସତ୍ୟ ଲୁଚି ରହିବ କେତେଦିନ? ନ୍ୟାୟ ମିଳିବ କେବେ?
    • ଜନ ଆକ୍ରୋଶର ନିଆଁରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହେବ: ମୁଖ୍ୟମନ୍ତ୍ରୀ
    • ଆଜିର ରାଶିଫଳ
    • ରାଜ୍ୟରେ ଅସହ୍ୟ ହେଲାଣି ତାତି ; ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
    • ସାଂସଦ ପପୁ ଯାଦବଙ୍କ ବିବାଦୀୟ ବୟାନ, ୭୦-୮୦ ପ୍ରତିଶତ ମହିଳା ପର୍ଣ୍ଣ ଦେଖନ୍ତି, ସେମାନଙ୍କ ମୋବାଇଲ ଯାଞ୍ଚ୍ କରାଯାଉ :
    • ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ସମ୍ପର୍କିତ ଦୁର୍ନୀତି ଘଟଣାରେ ଆଜି ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ କର୍ମଚାରୀଙ୍କୁ ରଙ୍ଗେହାତେ ଧରାଯାଇଛି ।
    • ସିପିଆଇ (ଏମଏଲ) ଲିବରେସନ ର ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ
    • ସିପିଆଇ (ଏମଏଲ) ଲିବରେସନ ର ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ
    • ଜଗତସିଂହପୁରରେ ଚଞ୍ଚଳକର ଘଟଣା: ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ::
    • ପାଣି ପାଇଁ ରାସ୍ତା ରୋକ୍ :
    • କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି,ଆଇଆଇଟି ମାଡ୍ରାସ ଲ୍ୟାବର ରିପୋର୍ଟ ପରେ ଏଏସ୍‌ଆଇ ଆରମ୍ଭ କଲା ବାଲିକଢ଼ା ପ୍ରକ୍ରିୟା
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଅପମାନନା ନେଇ ତୀବ୍ର ଉତ୍ତେଜନା ::

    ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଅପମାନନା ନେଇ ତୀବ୍ର ଉତ୍ତେଜନା ::

    By Charcha NewsApril 16, 2026
    Share
    Facebook Twitter Email WhatsApp

    BY-ରାଜୀବ କୁମାର ବେହେରା

    ଉଦଳା :ମହାନ ଆଦିବାସୀ ନେତା ସହିଦ ବୀର ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଅବମାନନା କରାଯାଇଥିବା ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଶରତରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।

    ସୂଚନା ଅନୁସାରେ, ଗତ ୧୦ ତାରିଖରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେତେକ ଦୁର୍ବୃତ୍ତ ଶାଢୀ ପିନ୍ଧାଇ ଅପମାନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଚାର ପାଇବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭାରୀ କ୍ଷୋଭ ସୃଷ୍ଟି ହୋଇଥିଲା।

    ଘଟଣାକୁ ଚାରି ଦିନ ବିତିଥିଲେ ମଧ୍ୟ ପୋଲିସ ପକ୍ଷରୁ କାହାକୁ ଗିରଫ କରାଯାଇନଥିବାରୁ ଲୋକମାନଙ୍କ ଅସନ୍ତୋଷ ଆଉ ବଢ଼ିଛି। ଏହାକୁ ନେଇ ଉଦଳାରେ ଶରତ ବନ୍ଦ ଡାକ ଦିଆଯାଇଥିବା ସହ ଚକାଜାମ ଆନ୍ଦୋଳନ କରାଯାଇଥିବା ନଜର ହୋଇଛି।

    ପ୍ରତିବାଦକାରୀମାନେ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଚକାଜାମ ଫଳରେ ରାସ୍ତା ଯାତାୟାତ କେତେକ ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

    ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକ ଓ କ୍ଷୋଭର ମାହୋଲ ଦେଖାଦେଇଛି ଲ

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    କେଜରିୱାଲ ମାମଲାରୁ ନିଜକୁ ହଟାଇଲେ ଜଷ୍ଟିସ୍ ତେଜସ୍ କାରିଆ, ଗୁରୁବାର ନୂତନ ଖଣ୍ଡପୀଠରେ ଶୁଣାଣି ::

    April 23, 2026 ଆଜିର ଖବର

    ସତ୍ୟ ଲୁଚି ରହିବ କେତେଦିନ? ନ୍ୟାୟ ମିଳିବ କେବେ?

    April 23, 2026 ଆଜିର ଖବର

    ଜନ ଆକ୍ରୋଶର ନିଆଁରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହେବ: ମୁଖ୍ୟମନ୍ତ୍ରୀ

    April 23, 2026 ରାଜନୀତି

    ରାଜ୍ୟରେ ଅସହ୍ୟ ହେଲାଣି ତାତି ; ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

    April 22, 2026 ଆଜିର ଖବର

    ସାଂସଦ ପପୁ ଯାଦବଙ୍କ ବିବାଦୀୟ ବୟାନ, ୭୦-୮୦ ପ୍ରତିଶତ ମହିଳା ପର୍ଣ୍ଣ ଦେଖନ୍ତି, ସେମାନଙ୍କ ମୋବାଇଲ ଯାଞ୍ଚ୍ କରାଯାଉ :

    April 22, 2026 ରାଜ୍ୟ

    ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ସମ୍ପର୍କିତ ଦୁର୍ନୀତି ଘଟଣାରେ ଆଜି ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ କର୍ମଚାରୀଙ୍କୁ ରଙ୍ଗେହାତେ ଧରାଯାଇଛି ।

    April 22, 2026 ରାଜ୍ୟ

    ସିପିଆଇ (ଏମଏଲ) ଲିବରେସନ ର ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ

    April 22, 2026 ଆଜିର ଖବର

    ସିପିଆଇ (ଏମଏଲ) ଲିବରେସନ ର ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ

    April 22, 2026 ଆଜିର ଖବର

    କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି,ଆଇଆଇଟି ମାଡ୍ରାସ ଲ୍ୟାବର ରିପୋର୍ଟ ପରେ ଏଏସ୍‌ଆଇ ଆରମ୍ଭ କଲା ବାଲିକଢ଼ା ପ୍ରକ୍ରିୟା

    April 22, 2026 ଆଜିର ଖବର

    ଜନଗଣନା କର୍ମଚାରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତିତ, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ :

    April 22, 2026 ଆଜିର ଖବର

    ପୁରୀ ସିଂହଦ୍ୱାର ଗୁମୁଟରୁ ଅପସାରଣ ହୋଇଥିବା ଦଶାବତାର ମୂର୍ତ୍ତି ପୁନଃ ସ୍ଥାପନ ପ୍ରସଙ୍ଗରେ ଏବେ ନୂଆ ଗତି ଆସିଛି। ଏହାକୁ ପୁନଃ ସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ :

    April 22, 2026 ରାଜ୍ୟ

    ପହଲଗାମ ଆକ୍ରମଣ ଘଟଣାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ :

    April 22, 2026 ଆଜିର ଖବର
    Watch YouTube

    You May Like

    ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :

    April 23, 2026

    ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :

    April 23, 2026

    କେଜରିୱାଲ ମାମଲାରୁ ନିଜକୁ ହଟାଇଲେ ଜଷ୍ଟିସ୍ ତେଜସ୍ କାରିଆ, ଗୁରୁବାର ନୂତନ ଖଣ୍ଡପୀଠରେ ଶୁଣାଣି ::

    April 23, 2026

    ସତ୍ୟ ଲୁଚି ରହିବ କେତେଦିନ? ନ୍ୟାୟ ମିଳିବ କେବେ?

    April 23, 2026

    ଜନ ଆକ୍ରୋଶର ନିଆଁରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହେବ: ମୁଖ୍ୟମନ୍ତ୍ରୀ

    April 23, 2026

    ଆଜିର ରାଶିଫଳ

    April 23, 2026

    ରାଜ୍ୟରେ ଅସହ୍ୟ ହେଲାଣି ତାତି ; ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

    April 22, 2026

    ସାଂସଦ ପପୁ ଯାଦବଙ୍କ ବିବାଦୀୟ ବୟାନ, ୭୦-୮୦ ପ୍ରତିଶତ ମହିଳା ପର୍ଣ୍ଣ ଦେଖନ୍ତି, ସେମାନଙ୍କ ମୋବାଇଲ ଯାଞ୍ଚ୍ କରାଯାଉ :

    April 22, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.