ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା: ପୁରୀରୁ କୋଟପାଡ଼ ଯିବା ସମୟ ରେ ୩୨୬ ନମ୍ୱର୍ ଜାତୀୟ ରାଜପଥ ର ରାୟଗଡ଼ା ଜିଲ୍ଲା ଆଖୁସିଂ ବୁଲାଣି ର ଏକ ଚାଷ ଜମି ନିକଟରେ ଓଲଟିଲା ଭଲୋବ ବସ।ବସ ରେ ୪୯ ଜଣ ପାସେଞ୍ଜର ଥିଲେ। ସୌଭାଗ୍ୟ ବଶତଃ କାହାରିକି କିଛି ହୋଇ ନାହିଁ ସାମାନ୍ୟ ଆହତ ହୋଇଥିଲେ ।ଖବର ପାଇ ପଦ୍ମପୁର ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ପାଦେଞ୍ଜର ଙ୍କୁ ଉଦ୍ଧାର କରିଥିଲେ।ପରେ ଗୁଣପୁର ଓ ଗୁମୁଡା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ୧୨ରୁ ୧୫ ଜଣ ସାମାନ୍ୟ ଖଣ୍ଡିଆ ଖବର ହୋଇଥିଲେ।ପରେ ନିଜ ନିଜ ଘର କୁ ଅନ୍ୟ ଗାଡ଼ି ରେ ଯାଇଥିଲେ।ଏପଟେ ବସ ଡ୍ରାଇଭର କୁ ଆଖି ଲାଗି ଥିବା ଖାଯଉଛୁ।ଘଟଣା ସ୍ଥଳରେ ପୋଲିସ ଅଧିକ ତଦନ୍ତ କରୁଛି











