Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, May 1
    Facebook X (Twitter) YouTube Instagram
    Trending
    • ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
    • ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ
    • ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା
    • ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ
    • ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
    • ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
    • ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ
    • ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ
    • ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା
    • ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା
    • ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,
    • ବ୍ୟାଙ୍କ କହିଲା ଲୋକ ଆସିଲେ ଟଙ୍କା ମିଳିବ
    • ଗ୍ୟାଙ୍ଗଟକରେ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ :
    • IPL ଇତିହାସରେ ନୂଆ ରେକର୍ଡ: ବିରାଟ କୋହଲିଙ୍କ ୯,୦୦୦ ରନ୍ ମାଇଲଖୁଣ୍ଟ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    By Charcha NewsMay 1, 2026
    Share
    Facebook Twitter Email WhatsApp

    ତାରିଖ-୩୦-୦୪-୨୦୨୬
    ଚର୍ଚ୍ଚା ବ୍ୟୁରୋ:
    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା ଛାଇଯାଇଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ (OCA) ପକ୍ଷରୁ ଜଣାଯାଇଛି ଯେ ପୂର୍ବତନ ରଣଜି ଟ୍ରୋଫି କ୍ରିକେଟର ଶ୍ରୀ ବିଶ୍ୱଜିତ୍ ଜେ. ମହାନ୍ତିଙ୍କ ଦେହାବସାନ ଘଟିଛି। ସେ ଆଜି, ୩୦ ଏପ୍ରିଲ ୨୦୨୬ ତାରିଖରେ ପ୍ରାୟ ୬୯ ବର୍ଷ ବୟସରେ ପରଲୋକଗମନ କରିଥିବା ଖବର ମିଳିଛି। ଏହି ଦୁଃଖଦ ଖବର ପ୍ରକାଶ ପାଇବା ସହିତ ସାରା ରାଜ୍ୟର କ୍ରିକେଟ୍ ମହଳରେ ଗଭୀର ଶୋକ ପ୍ରକାଶ ପାଇଛି। OCA ଅଧ୍ୟକ୍ଷ ଶ୍ରୀ ପଙ୍କଜ ଲୋଚନ ମହାନ୍ତି, ସଚିବ ଶ୍ରୀ ସଞ୍ଜୟ ବେହେରା ସହ ଅନ୍ୟାନ୍ୟ ପଦାଧିକାରୀ ଓ ସଦସ୍ୟମାନେ ତାଙ୍କର ଅକାଳ ବିୟୋଗ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ବିଶ୍ୱଜିତ୍ ଜେ. ମହାନ୍ତି ଓଡ଼ିଶା ପାଇଁ ରଣଜି ଟ୍ରୋଫିରେ ଖେଳିଥିବା ଜଣେ ପ୍ରତିଭାଶାଳୀ କ୍ରିକେଟର ଥିଲେ ଏବଂ ତାଙ୍କର ଦେହାବସାନ ଓଡ଼ିଶାର କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି OCA ମତ ପ୍ରକାଶ କରିଛି। ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ। ପରମେଶ୍ୱରଙ୍କୁ ପ୍ରାର୍ଥନା କରାଯାଇଛି ଯେ ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ଏବଂ ଶୋକାକୁଳ ପରିବାରକୁ ଏହି ଦୁଃଖଦ ସମୟରେ ସାହସ ଓ ଧୈର୍ୟ ଦିଅନ୍ତୁ।

    Share. Facebook Twitter WhatsApp

    Related Posts

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026 ଆଜିର ଖବର

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    May 1, 2026 ଆଜିର ଖବର

    ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ

    May 1, 2026 ଆଜିର ଖବର

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026 ଆଜିର ଖବର

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026 ଆଜିର ଖବର

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର

    ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା

    April 28, 2026 ଆଜିର ଖବର

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026 ଆଜିର ଖବର

    ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,

    April 28, 2026 ଆଜିର ଖବର

    April 28, 2026 ଆଜିର ଖବର

    ରାଜ୍ୟରେ ଜାରି ହିଟ୍‌ୱେଭ୍‌, ପ୍ରବଳ ଖରା ପାଇଁ କେନ୍ଦ୍ରର ସତର୍କବାଣୀ ::

    April 28, 2026 ଆଜିର ଖବର

    ଇଣ୍ଡୋନେସିଆର ଜାକର୍ତ୍ତା ଉପକଣ୍ଠରେ ଦୁଇ ଟ୍ରେନ୍ ଧକ୍କା: ୭ ମୃତ

    April 28, 2026 ଆଜିର ଖବର
    Watch YouTube

    You May Like

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    May 1, 2026

    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    May 1, 2026

    ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ

    May 1, 2026

    ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

    May 1, 2026

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.