Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, May 1
    Facebook X (Twitter) YouTube Instagram
    Trending
    • ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
    • ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ
    • ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା
    • ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ
    • ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
    • ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
    • ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ
    • ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ
    • ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା
    • ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା
    • ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,
    • ବ୍ୟାଙ୍କ କହିଲା ଲୋକ ଆସିଲେ ଟଙ୍କା ମିଳିବ
    • ଗ୍ୟାଙ୍ଗଟକରେ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ :
    • IPL ଇତିହାସରେ ନୂଆ ରେକର୍ଡ: ବିରାଟ କୋହଲିଙ୍କ ୯,୦୦୦ ରନ୍ ମାଇଲଖୁଣ୍ଟ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    By Charcha NewsMay 1, 2026
    Share
    Facebook Twitter Email WhatsApp

    ସାମ୍ବାଦିକ- ରାଜୀବ ବେହେରା
    ତାରିଖ- ୩୦-୦୪-୨୦୨୬
    ଉଦଳା :
    ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ସକାଳ ସମୟରେ ଘଟିଛି ଏକ ଭୟାବହ ସଡକ ଦୁର୍ଘଟଣା, ଯାହା ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଦେଇଛି। ଗୁଡୁଗୁଡ଼ିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରବାଡି ଛକ ନିକଟରେ ଦ୍ରୁତଗାମୀ ଏକ କାର ଭାରସାମ୍ୟ ହରାଇ ସିଧାସଳଖ ଏକ ଘର ଭିତରକୁ ପଶିଯାଇଥିଲା। ଚନା ଅନୁସାରେ, କାରଟି ଅତ୍ୟଧିକ ଗତିରେ ଚାଲୁଥିବାବେଳେ ଆଗରେ ଯାଉଥିବା ଏକ ବାଇକକୁ ସାଇଡ ଦେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଚାଳକ ଭାରସାମ୍ୟ ହରାଇ ରାସ୍ତା ତଳକୁ କାର ସହିତ ଖସିଯାଇଥିଲେ ଏବଂ ପଥରକୁ ଧକ୍କା ଦେଇ ପରେ ଦୁଇ ଚକ ଫାଟି ଯାଇ ଘରର କାନ୍ଥ ଭାଙ୍ଗି ଭିତରକୁ ପଶିଯାଇଥିଲା। ପ୍ରଚଣ୍ଡ ଶବ୍ଦରେ ଚାରିପାଖର ଅଞ୍ଚଳ କମ୍ପିଉଠିଥିଲା।
    ଘଟଣା ସମୟରେ ଘର ଭିତରେ ଥିବା ଦୁଇଜଣ ବୃଦ୍ଧ ଅଳ୍ପକେ ପ୍ରାଣରକ୍ଷା ପାଇଥିବାବେଳେ, ଘରର କାନ୍ଥ ଓ ଚାଳ ଭାଙ୍ଗିଯାଇଥିବା ସହ ଘରୋଇ ସାମଗ୍ରୀର ବ୍ୟାପକ କ୍ଷତି ଘଟିଛି।

    ଦୁର୍ଘଟଣା ପରେ କାରର ଆଗ ଅଂଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସହ ଦୁଇଟି ଚକ୍କା ମଧ୍ୟ ଫାଟିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ କାର ଚାଳକ ପଳାଇଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଦୋଷୀ ଚାଳକଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ ପୀଡିତ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସେହିପରି ଅଞ୍ଚଳରେ ଅତ୍ୟଧିକ ଗତିକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ଟ୍ରାଫିକ ବ୍ୟବସ୍ଥା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ଦ୍ରୁତ ଗତି ଏକ ମୁହୂର୍ତ୍ତରେ ମଣିଷର ଜୀବନ ଓ ସମ୍ପତ୍ତିକୁ ବିପଦରେ ପକାଇଦେଇପାରେ। ପ୍ରଶ୍ନ ଉଠୁଛି — ଏଭଳି ଅବହେଳାକୁ କେବେ ଲଗାମ ଲଗିବ? ପୀଡିତଙ୍କୁ କେବେ ମିଳିବ ନ୍ୟାୟ? ତେବେ ଫେରାର କାର ଚାଳକ ଉଦଳା ଵିଜ୍ଞାପିତ ଅଞ୍ଚଳ ପରିଷଦର ଏକ୍ସଜୁକୁଟିଭ ଅଫିସର ବୋଲି ଜଣା ପଡିଛି l

    Share. Facebook Twitter WhatsApp

    Related Posts

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026 ଆଜିର ଖବର

    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    May 1, 2026 ଆଜିର ଖବର

    ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ

    May 1, 2026 ଆଜିର ଖବର

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026 ଆଜିର ଖବର

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026 ଆଜିର ଖବର

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର

    ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା

    April 28, 2026 ଆଜିର ଖବର

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026 ଆଜିର ଖବର

    ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,

    April 28, 2026 ଆଜିର ଖବର

    April 28, 2026 ଆଜିର ଖବର

    ରାଜ୍ୟରେ ଜାରି ହିଟ୍‌ୱେଭ୍‌, ପ୍ରବଳ ଖରା ପାଇଁ କେନ୍ଦ୍ରର ସତର୍କବାଣୀ ::

    April 28, 2026 ଆଜିର ଖବର

    ଇଣ୍ଡୋନେସିଆର ଜାକର୍ତ୍ତା ଉପକଣ୍ଠରେ ଦୁଇ ଟ୍ରେନ୍ ଧକ୍କା: ୭ ମୃତ

    April 28, 2026 ଆଜିର ଖବର
    Watch YouTube

    You May Like

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    May 1, 2026

    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    May 1, 2026

    ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ

    May 1, 2026

    ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

    May 1, 2026

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.